ଓଡ଼ିଆ ଶିଶୁ ଅଭିନେତା ମାନେ ଆଉ କଣ କରନ୍ତି। ଜାଣନ୍ତୁ ତାଙ୍କ ବିଷୟରେ

Child actor

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଧାରାବାହିକ ତଥା ଫିଲ୍ମ ମାନଙ୍କରେ ଅଭିନୟ କରୁଥିବା ଶିଶୁ ଅଭିନେତା ମାନଙ୍କ ବାବଦରେ କିଛି କହିବାକୁ ଯାଉଛୁ।

ଆପଣ ଶିଶୁ ଅଭିନେତା ମାନଙ୍କ ବାବଦରେ ତ ଟିକେ ଟିକେ ନିଶ୍ଚୟ ଜାଣିଥିବେ। ସେମାନଙ୍କ ଅଭିନୟ ତଥା ସେମାନଙ୍କର ଚେହେରା ଆଉ ତାଙ୍କର ସ୍ୱର ମଧ୍ୟ। ମାତ୍ର କଣ ଆପଣ ସେମାନଙ୍କ ବାବଦରେ ଅଧିକ ଜାଣିଛନ୍ତି? ଯେପରିକି ସେମାନେ କେଉଁଠାରେ ରହୁଛନ୍ତି, କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ଏହା ବାବଦରେ ଆପଣ ଜାଣିଛନ୍ତି କି? ଆପଣ ଜାଣନ୍ତି କି ସେମାନଙ୍କର କେତେ ବୟସ ଆଉ ସେମାନଙ୍କର ଘର ଦ୍ୱାର କେଉଁଠି। ତେବେ ଆଜି ଆମେ ଏହା ହି ଜାଣିବା। ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

manini

ପ୍ରଥମେ ଆସୁଛନ୍ତି ମାନିନୀ ସିରିଏଲର ମାନି। ମାନିଙ୍କର ପୁରା ନାମ ନିସୀତା ପ୍ରିୟଦର୍ଶିନୀ। ତାଙ୍କୁ ଏବେ ୧୧ ବର୍ଷ ବୟସ ହେଇଛି ଆଉ ସେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି।

ଦ୍ୱିତୀୟରେ ଆସନ୍ତି ଶ୍ରୁତି ସ୍ୱରୂପା। ଶ୍ରୁତିଙ୍କୁ ଆପଣ ମାନେ ସିନ୍ଦୁରର ଅଧିକାର ସିରିଏଲ ଭିତରେ ଦେଖିଥିବେ ଆଉ ତାଙ୍କର ସୁନ୍ଦର ଅଭିନୟ ଆପଣ ମାନଙ୍କୁ ବାଇଆ କରିଥିବ। ତେବେ ତାଙ୍କର ଏବେ ପ୍ରାୟ ୧୦ ବର୍ଷ ଆଉ ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି।

ଏହାପରେ ତୃତୀୟରେ ଆସୁଛନ୍ତି ବବି ପ୍ରିୟନ୍ସି ଆଉ ତାଙ୍କର ସିନ୍ଦୁରର ଅଧିକାର ଧାରାବାହିକରେ ସୁନ୍ଦର ଅଭିନୟ ଆପଣଙ୍କୁ ବହୁତ ଭଲ ଲାଗିଥିବ। ତାଙ୍କର ଏଯାଏ ୧୧ ବର୍ଷ ଆଉ ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି।

bobby

ଏହାପରେ ଚତୁର୍ଥରେ ଆସନ୍ତି ଖୁସି। ଖୁସୀଙ୍କୁ ଆପଣ ତାରା ତାରିଣୀ ସିରିଏଲରେ ତାରିଣୀଙ୍କର ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଆଉ ତାଙ୍କର ଅଭିନୟ ଆପଣଙ୍କୁ ବହୁତ ପସନ୍ଦ ବି ଆସିଥିବ। ଖୁସୀଙ୍କୁ ଏବେ ମାତ୍ର ୧୧ ବର୍ଷ ଆଉ ସେ ଏଯାଏ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି।

ଏହାପରେ ପଞ୍ଚମ ନମ୍ବରରେ ଆସୁଛନ୍ତି ସିମ୍ରନ। ସିମ୍ରନଙ୍କୁ ଆପଣ ରାନୀ ସିରିଏଲରେ ରାଣୀଙ୍କର ଛୋଟ ବେଳର ଅଭିନୟ କରୁଥିବାର ଦେଖିଥିବେ। ତାଙ୍କୁ ଏବେ ପ୍ରାୟ ୧୫ ବର୍ଷ ଆଉ ସେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି।

simran

ଏହାପରେ ଷଷ୍ଠ ନମ୍ବରରେ ଆସୁଛନ୍ତି ତାରା ତାରିଣୀ ସିରିଏଲର ନେହା। ନେହାଙ୍କର ପ୍ରକୃତ ନାମ ରହିଛି ସୁସଂଧ୍ୟା ମହାନ୍ତି। ସୁସଂଧ୍ୟା ବର୍ତ୍ତମାନ ସମୟରେ ନବମ ଶ୍ରେଣୀରେ ପଢୁଛନ୍ତି ଆଉ ତାଙ୍କୁ ୧୪ ବର୍ଷ ବୟସ ହେଇ ଯାଇଛି।

ଏହାପରେ ଆସନ୍ତି ଆଏସା ସାମଲ। ଆଏସାଙ୍କୁ ଆପଣ ମାନେ ତାରା ତାରିଣୀ ସିରିଏଲ ମାନଙ୍କରେ ବହୁତ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ ଆଉ ତାଙ୍କର ଅଭିନୟ ଆପଣଙ୍କୁ ପସନ୍ଦ ବି ଆସିଥିବ। ଆଏସାଙ୍କୁ ବର୍ତ୍ତମାନ ୧୨ ବର୍ଷ ବୟସ ହେଇଛି ଆଉ ସେ ସପ୍ତମ ଶ୍ରେଣୀରେ ପଢ଼ନ୍ତି।

Leave a Reply

Your email address will not be published. Required fields are marked *