ହିରୋ ମାନଙ୍କର ପ୍ରକୃତ ସ୍ତ୍ରୀ କଣ କରନ୍ତି। ଜାଣନ୍ତୁ।

hero

ଆପଣ ମାନେ ତ ଓଲିଉଡ ଇଣ୍ଡଷ୍ଟ୍ରିର ଫିଲ୍ମ ମାନଙ୍କୁ ଭଲ ଭାବରେ ଦେଖୁଥିବେ ଆଉ ଓଲିଉଡର ଅଭିନେତା ତଥା ହିରୋ ମାନଙ୍କୁ ଭଲ ଭାବେ ଜାଣିଥିବେ। ମାତ୍ର କଣ ଆପଣ ଓଲିଉଡ ହିରୋ ମାନଙ୍କର ସ୍ତ୍ରୀ ମାନନ୍କ ବାବଦରେ ଜାଣିଛନ୍ତି? କଣ ଆପଣ ଜାଣନ୍ତି କି ଓଲିଉଡ ହିରୋ ମାନଙ୍କର ସ୍ତ୍ରୀ ମାନେ କଣ କରନ୍ତି? ଯଦି ଆପଣ ନ ଜାଣନ୍ତି ତାହେଲେ ଆଜି ଆମେ ଆପଣଙ୍କ ସେମାନଙ୍କ ବାବଦରେ ସବୁକିଛି କହିବାକୁ ଯାଉଛୁ। ଆଜି ପରେ ଆପଣ ଜାଣିଜୀବେ କି ସେମାନେ ଦେଖିବାକୁ କିପରି ଆଉ କଣ କରନ୍ତି। ତାହେଲେ ଆସନ୍ତୁ ଆମେ ଏହା ଆରମ୍ଭ କରିବା। ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଆମ ଲିଷ୍ଟରେ ପ୍ରଥମ ନମ୍ବରରେ ଆସୁଛନ୍ତି ସବ୍ୟସାଚୀ ମିଶ୍ର। ଯେପରିକି ଆପଣ ଜାଣନ୍ତି କି ସବ୍ୟସାଚୀ ନିକଟ ଅତୀତରେ ଅର୍ଚ୍ଚିତାଙ୍କ ସହ ବିବାହ କରିଛନ୍ତି।

sabya

ଦ୍ୱିତୀୟ ନମ୍ବରରେ ଆସନ୍ତି ଅରିଂଦମ ରୟ। ଅରିଂଦମ ଜଣେ ଅଭିନେତା ହେବା ସହିତ ଜଣେ ରାଜନେତା ବି ଅଟନ୍ତି। ତାଙ୍କ ସ୍ତ୍ରୀ ଙ୍କ ନାମ ଅଟେ ଅନୁପା ରୟ। ଅନୁପା ଜଣେ ରାଜନେତାଙ୍କର ଭଉଣୀ ଅଟନ୍ତି।

ଏହାପରେ ତୃତୀୟ ଲିଷ୍ଟରେ ଆସୁଛନ୍ତି ଶ୍ରୀତମ ଦାସ। ଶ୍ରୀତନ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କର ନାମ ପୁନମ ଦାସ। ପୁନମ ଦାସଙ୍କୁ ବିବାହ କରିବା ପରେ ତାଙ୍କର ଜଣେ ସନ୍ତାନ ହେଇ ସାରିଛି।

ଏହାପରେ ଆମ ଲିଷ୍ଟରେ ଆସନ୍ତି ଆକାଶ ଦାସ। ଆକାଶ ଏକାଧାରରେ ଜଣେ ଅଭିନେତା ହିରୋ ତଥା ଜଣେ ରାଜନେତା ବି ଅଟନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସମାଜ ସେବୀ ଅଟନ୍ତି ଆଉ ଆପଣ ତାଙ୍କୁ ଦେଖିଥିବେ।

akash das

ଏହାପରେ ଆମ ଲିସତରେ ଆସନ୍ତି ହରି। ଆପଣ ମାନେ ହରିଙ୍କର କମେଡି ବହୁତ ଉପଭୋଗ କରିଥିବେ। ତାଙ୍କ ସ୍ତ୍ରୀଙ୍କୁ ଆପଣ ଦେଖି ହି ଥିବେ।

ଏହାପରେ ଆମ ଲିଷ୍ଟରେ ଆସନ୍ତି ପୁପିନ୍ଦର। ସେ ଜ୍ଞାନଗୁରୁ ଭିତରେ ଆଂକରିଙ୍ଗ କରି ବହୁତ ଲୋକପ୍ରିୟ। ତାଙ୍କ ସ୍ତ୍ରୀଙ୍କୁ ଆପଣ ଦେଖି ହି ଥିବେ।

ଏହାପରେ ଆମ ଲିଷ୍ଟରେ ଆସନ୍ତି ଦେବାଶିଷ। ରଜ କ୍ୱିନ ରେ ଜଜ୍ ଥିବା ଦେବାଶିଷ ଲୋକପ୍ରିୟ ଅଟନ୍ତି ଆଉ ତାଙ୍କ ସ୍ତ୍ରୀଙ୍କର ନାମ ଅଟେ ସୋନାଲି। ତାଙ୍କୁ ଆଅଅଁ ସ୍କ୍ରିନ ଉପରେ ଦେଖି ହି ପାରୁ ଥିବେ। ଏହା ସହିତ ଆଅଅଁ ଜାଣନ୍ତୁ କି ଦେବାଶିଷଙ୍କର ଦୁଇଜଣ ସନ୍ତାନ ଅଛନ୍ତି ଯାହାଙ୍କ ଭିତରୁ ଜଣେ ପୁଅ ଆଉ ଜଣେ ଝିଅ ଅଟନ୍ତି।

Debashis

ଏହାପରେ ଆମ ଲିଷ୍ଟରେ ଆସନ୍ତି ସିଦ୍ଧାର୍ଥ ମହାପାତ୍ର। ଆପଣ ତାଙ୍କୁ ଆମ ପ୍ରିୟ ମୁନ୍ନା ଭାଇ ଭାବେ ଜାଣିଥିବେ। ସେ ନିଜର ଅସଲି ଜୀବନରେ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି।

ଏହାପରେ ଆନ ଲିଷ୍ଟରେ ଆସନ୍ତି ଦୀପକ। ଦୀପକ ବି ବିବାହିତ ଆଉ ତାଙ୍କ ସ୍ତ୍ରୀଙ୍କର ନାମ ହେଉଛି ତନୁଯା। ତାଙ୍କୁ ଆପଣ ସ୍କ୍ରିନ ଉପରେ ଦେଖି ହି ଥିବେ।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଅଭିଷେକ। ଅଭିଷେକଙ୍କୁ ବହୁତ ଚଳଚିତ୍ର ମାନଙ୍କରେ ଦେଖିବାକୁ ପାଇଥିବେ। ତାଙ୍କ ସ୍ତ୍ରୀଙ୍କୁ ବି ଆପଣ ଦେଖି ହି ପାରୁଥିବେ।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ସମ୍ବିତ। ତାଙ୍କ ସ୍ତ୍ରୀ ଙ୍କର ନାମ ସାଇଯୋଗୀ।

Sambit

ଏହାପରେ ଆମ ଲିଷ୍ଟରେ ଆସନ୍ତି ଅମ୍ଳାନ ଦାସ। ଅମ୍ଳାନ ଦାସ ଗତବର୍ଷ ଭୁମିକା ଦାସଙ୍କୁ ବିବାହ କରିଥିଲେ। ଆପଣଙ୍କୁ ତାଙ୍କ ଯୋଡି ଭଲ ହି ଲାଗୁଥିବ।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଅନୁଭବ ମହାନ୍ତି। ଯିଏ କି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ଆଉ ତାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ।

Leave a Reply

Your email address will not be published. Required fields are marked *