ପ୍ରଥମ ଥର ପାଇଁ ବାବୁଶନ ମହାନ୍ତିଙ୍କ ବାହାଘର ଭିଡିଓ ଦେଖନ୍ତୁ |

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଚ୍ରୀ ରେ ଯେଉଁ ସବୁ ଅଭିନେତା ମାନେ ରହିଛନ୍ତି ସେମାନଙ୍କ ମଧ୍ୟ ରୁ ଅଭିନେତା ବାବୁସାନ ହେଲେ ଅନ୍ୟତମ । ଏବଂ ବାବୁସାନ ମହାନ୍ତି ଓଡ଼ିଆ ଫିଲ୍ମ ର ଶ୍ରେଷ୍ଟ କଳାକାର । ନିଜର ଜୀବନରେ ସେ ବହୁତ ପରିଶ୍ରମ କରି ନିଜକୁ ଗୋଟିଏ କଳାକାର ଭାବେ ଗଢି ଥିଲେ ।

ତେବେ ଆସନ୍ତୁ ଜାଣି ନେବା ବାବୁସାନ ଙ୍କ ରିୟଲ୍ ଲାଇଫ୍ ବିଷୟରେ । ବାବୁସାନ ମହାନ୍ତି ଙ୍କ ବାପା ଉତ୍ତମ୍ ମହାନ୍ତିି ଙ୍କ ଅଭିନୟ ସବୁ ଆଡେ ଚିର ଚର୍ଚିତ ହୋଇ ରହିଛି । ଏବଂ ମାଆ ଅପରାଜିତା ମହାନ୍ତି ସେ ଓଡ଼ିଆ ସିନେମା ଶ୍ରେଷ୍ଟ ଅଭିନେତ୍ରୀ । ତାଙ୍କ ପ୍ରତ୍ୟେକ ଫିଲ୍ମ ସୁପର ହିଟ୍ ଭାବେ ପରିଗଣିତ । ଏବଂ ବାପା ମାଆ ଙ୍କ ପରେ ଏବେ ପୁଅ ବାବୁସାନ ମହାନ୍ତି କଳାକାର ଙ୍କୁ ଜିବିତ ରଖିଛନ୍ତି ।

babushan mohanty

ସେ ନିଜର ଗ୍ରାମୀଣ ବିଦ୍ୟାଳୟ ର ପାଠ ପଢା ପରେ ସୁବର୍ଣ୍ଣ ପୁର ମହା ବିଦ୍ୟାଳୟ କଲେଜ୍ ଲାଇଫ୍ ଆରମ୍ଭ କରି ଥିଲେ । ପରେ ସେ ଭୁବନେଶ୍ୱର କିଟ୍ କଲେଜ୍ ରେ ନିଜର ଡୀଗ୍ରୀ ହାସଲ କରି ଥିଲେ । ବାବୁସାନ ଏବଂ ତାଙ୍କରର ବାନ୍ଧବୀ ତୃପ୍ତି ଙ୍କ ମିଳା ମିଶାା ଖୁବ୍ ଉତ୍ତମ ରହି ଥିଲା ।

ଏବଂ ପରେ ପରେ ସେମାନଙ୍କ ସେହି ବନ୍ଧୁତା ର ସଂମ୍ପର୍କ ଆହୁରୀ ନିର୍ବିଡ ହେବାକୁ ଲାଗିଲା । ଏବଂ ପରେ ସେମାନେ ଭଲପାଇ ବସି ଥିଲେ । ଏବଂ ପରେ ସେ ନିଜର ବାନ୍ଧବି ତୃପ୍ତିଙ୍କୁ ବିବାହ କରି ଥିଲେ ହେଲେ ସେ ତାଙ୍କ ପରି କଳାକାର ନ ଥିଲେ ।

babushan

ଏବଂ ପରେ ସେମାନଙ୍କ ସୁୁ ମଧୁର ବୈବାହିତ ସଂମ୍ପର୍କ ଚାଲି ରହିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ବାବୁସାନ ନିଜ କେରିଅର ରେ 40 ଟି ଫିଲ୍ମ କରି ସାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ବାବୁ ସାନ୍ ମହାନ୍ତି ଙ୍କ ଫେନ୍ ଅଟନ୍ତି । ତେବେ ଆପଣ ମାନେ କେମେଣ୍ଟ ନିଶ୍ଚିତ ଭାବେ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *