ଆଜି ଆମେ ଆପଣଙ୍କ ପାଖରେ ଓଲିଉଡର ଜଣେ ଲୋକପ୍ରୟ ସିଙ୍ଗର ତପୁ ମିଶ୍ରଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ମୃତ୍ୟୁ ଏହି ଦୁଇଦିନ ଆଗରୁ ହେଇ ଯାଇଛି। ଆପଣ ଯେପରିକି ଜାଣନ୍ତି କି ରୋଗରେ ଚିକିତ୍ସିତ ଥିବା ଅବସ୍ଥାରେ ତପୁଙ୍କର ମୃତ୍ୟୁ ହେଇ ଯାଇଥିଲା ଆଉ ତାହା ସହ ତାଙ୍କୁ ମିଶାଇ ତାଙ୍କ ପରିବାରର ଦୁଇଜଣ ସଦଶ୍ୟଙ୍କର ମୃତ୍ୟୁ ହେଇ ସାରିଛି। ଏହା ବାବଦରେ କଣ ରହିଛି ସମ୍ପୂର୍ଣ ଖବର ତାହା ଆମେ ଜାଣିବା।
ଆପଣ ଯେପରିକି ଜାଣନ୍ତି କି ଗତ ମାସରୁ ତପୁ କୋଭିଡ ଦ୍ୱାରା ଆକ୍ରାନ୍ତ ହେଇ ଏକ ଘରୋଇ ହସ୍ପିଟାଲ ବଜିତରେ ଚିକିତ୍ସିତ ହେଉ ଥିଲେ। ମାତ୍ର ଶେଷରେ ଏତେ ଅଧିକ ପ୍ରୟାସ ତଥା ଖର୍ଚ୍ଚ ପରେ ବି ତାଙ୍କର ଶେଷରେ ମୃତ୍ୟୁ ହେଇ ଗଲା। ଏହା ଗତକାଲି ହେଇ ଯାଇଛି ଆଉ ତାହା ଆମ ପାଇଁ ଶୋକର ଛାୟା ଆଣି ଦେଇଛି। ତାଙ୍କର ମୃତ୍ୟୁ ସମୟରେ ତାଙ୍କ ବୟସ ହେଇ ଥିଲା ମାତ୍ର ୩୬ ବର୍ଷ। ସେ ଓଡ଼ିଶାରେ ବହୁତ ଅଧିକ ଲୋକପ୍ରିୟ ଥିଲେ। ଆଉ ଏହା ଆଗରୁ ସେ ପ୍ରାୟ ୧୫୦ ଟି ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରେ ଗୀତ ଗାଇ ଥିଲେ। ଏହା କରିବା ସହ ସେ ଅନେକ ଭଜନ ତଥା ଆଲବମ ମାନଙ୍କରେ ବି ନିଜର କଣ୍ଠଦାନ କରି ସାରିଥିଲେ ଆଉ ଏହା ସହିତ ସେ ଓଡିଶା ବାସୀଙ୍କ ହୃଦୟରେ ହି ରାଜୁତି କରୁ ଥିଲେ।
ତେବେ ଏହା ପରେ ତାଙ୍କର ଜୀବନରେ ଆଉ ଏକ ମୋଡ଼ ଆସିଲା। ଓଡ଼ିଶାର ଏହି ସୁନାମଧନ୍ୟ ସିଙ୍ଗର ତପୁ ମିଶ୍ର କୋଭିଡ ଦ୍ୱାରା ପୀଡିତ ହେଇ ଗତ ମାସ ହେବ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ତାହା ଆଗରୁ ତାଙ୍କ ବାପା ବି କୋଭିଡରେ ପୀଡିତ ହେଇ ଚିକିତ୍ସିତ ହେଉ ଥିଲେ ଆଉ ଗତ ମାସରେ ହି ତାଙ୍କର ମୃତ୍ୟୁ ହେଇ ଯାଇ ଥିଲା। ମୃତ୍ୟୁ ସହ ଜୀବନ୍ତ ଅବସ୍ଥାରେ ସଂଗ୍ରାମ କରି ଶେଷରେ ତପୁ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କର ଦେହାନ୍ତ ପରେ ସାରା ଓଲିଉଡ ଜଗତ ଦୁଃଖରେ ଭାଙ୍ଗି ପଡିଛି ଆଉ ତାହା ସଭିଙ୍କ ପାଇଁ ଗଭୀର ଶୋକ ଆଣି ଦେଇଛି।
ଏହା ସଭିଙ୍କର କହିବା କଥା କି ତପୁ ମିଶ୍ରଙ୍କ ଭଳି ଗାୟିକା ଭବିଷ୍ୟତରେ ଆଉ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମିଳି ପାରିବେ ନାହିଁ କାରଣ ସେ ଏକା ହି ଏପରି କଳାର ଅଧିକାରୀ ଥିଲେ। ସେ ସର୍ବ ପ୍ରଥମେ ୧୯୯୫ ରେ ଓଡ଼ିଆ ଫିଲ୍ମ କୁଳନନ୍ଦନରେ ଗୀତ ଗାଇ ନିଜର ସିଙ୍ଗିଙ୍ଗ କ୍ୟାରିଅରର ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ ଆଉ ଶତାଧିକ ଫିଲ୍ମ ମାନଙ୍କରେ ହଜାର ହଜାର ଗୀତ ମାନଙ୍କରେ ସେ ନିଜର କଣ୍ଠ ଦାନ କରିଛନ୍ତି।
ତାଙ୍କର ଉପସ୍ଥିତି ବହୁତ ଫାଇଦା ଦେଉଥିଲା ଆଉ ତାଙ୍କର ବିୟୋଗ ଏବେ ସାରା ଓଡ଼ିଶା ବାସୀଙ୍କ ପାଇଁ ଦୁଃଖଦ ଅଟେ। ତାଙ୍କ ଗମନରେ ସାରା ଓଡିଶା ତାର ଜଣେ ମୂଲ୍ୟବାନ କଳାକାର କୁ ହରେଇ ଦେଇଛି। ତାଙ୍କର ଗୀତ ତଥା ତାଙ୍କର କଣ୍ଠସ୍ୱର ଆମ ହୃଦୟରେ ସର୍ବଦା ଜୀବନ୍ତ ହେଇରହିବ।