ଏହି ଭୁଲ ପାଇଁ ଜନ୍ମ ହୋଇଥାଏ ଜାଆଁଳା ପିଲା – ଆପଣ କରୁ ନାହାଁନ୍ତି ତ

child

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏପରି କିଛି ଭୁଲ ପାଇଁ ଜନ୍ମ ହୋଇଥାଏ ଯାଆଁଳା ପିଲା । ତୋବ ଚାଲନ୍ତୁ ଜାଣିବା କଣ ପାଇଁ ହୋଇଥାଏ ଯାଆଁଳା ପିଲା । ଆପଣ ମାନେ କେଉଠି ନାଁ କେଉଠି ଯାଆଁଳା ପିଲାଙ୍କୁ ଦେଖିଥିବେ ସଧାରଣତ ଯାଆଁଳା ପିଲା ଜନ୍ମ ହେବା ସ୍ୱଭାବିକ୍ ହୋଇଁ ଗଲାଣି ।

ଏହିଁ ଯାଆଁଳା ପିଲା କେତେକ କ୍ଷେତ୍ରରେ ଦେଖିବା ପାଇଁ ଏକା ଭଳି ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଭିନ୍ୟ ଭିନ୍ୟ ପ୍ରକାର ଯାଆଁଳା ପିଲା ଦେଖିବାକୁ ମିଳନ୍ତି । କିନ୍ତୁ ସେହା ଆପଣ ଜାଣିଛନ୍ତି କି କେଉ କାରଣ ଯୋଗୁ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି । ଆଜି ଆମେ ଜାଣିବା ଗ୍ରଭବତୀ ମହିଳା ମାନେ ଗ୍ରଭ ଧାରଣ ପୃବରୁ ଏବଂ ଗ୍ରଭ ଧାରଣ ସମୟରେ ଏପରି କେଉ ଭୁଲ କରିଥାନ୍ତି ଯାହା ଫଳରେ ତାଙ୍କ ଗ୍ରଭରେ ଥିବା ସନ୍ତାନ ଯାଆଁଳା ପିଲା ହେଇଁଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହିଁ କାରଣ ଗୁଡିକ ବିସୟରେ ।twin

ବନ୍ଧୁଗଣ ଆମ ଗାଁ ଗହଳିରେ ଏହା ମାନ୍ୟତା ରହିଛିକି ଯେ ଯଦି ମହିଳା ମାନେ ଗ୍ରଭବତି ସମୟରେ ବା ଗ୍ରଭବତି ପୃବରୁ ଯାଆଁଳା ଫଳ ଖାଇଦିଅନ୍ତି ତେବେ ସେମାନଙ୍କର ଯାଆଁଳା ସନ୍ତାନ ହୋଇଥାଏ । କିନ୍ତୁ ବୌଜ୍ଞାନ ମାନେ ବିଶେଷ ଗବେସଣା ଦ୍ୱାରା ଏହାର କିଛି କାରଣ ବାହାର କରିଛନ୍ତି ।

କଣ ପାଇଁ ଗୋଟିଏ ସୁର୍କାଣୁ ଦୁଇ ଭାଗରେ ବିଭଗ୍ତ ହୋଇ ଦୁଇଟି ଭୃରଣ ରୁପ ନେଇଥାଏ । ଓ ଯାଆଁଣା ସନ୍ତାନର ଉତ୍ତପ୍ତି ହୋଇଥାଏ । ନମ୍ବର 1 ଯଉ ମହିଳା ମାନେ ଅଧିକ ଗ୍ରଭ ନିରଧିକ ବଟିକା ସେବନ କରିଥାନ୍ତି କିମ୍ବା ଗ୍ରଭ ପାତ କରାଇ ଥାନ୍ତି ସେମାନଙ୍କ ଠାରେ ଯାଆଁଣା ସନ୍ତାନ ଜନ୍ମ ହେବା ସମ୍ଭାବନା ଅଧିକ ଥାଏ । Batika

କାରଣ ଗ୍ରଭ ନିରଧକ ବଟିକା ସେବନ କରିବା ଦ୍ୱାରା ସେମାନଙ୍କ ଶରୀରରେ ହନିକାଲ ସିମଲାଇଟିଙ୍ଗ୍ ହରମନର ମାତ୍ରା କମି ଯାଇଥାଏ ଯାହା ଫଳରେ ସୁକ୍ରାଣୁର ଦିତୀୟ ଅଣ୍ଡକୁଷ ତିଆରି ହୋଇଥାଏ । ଯାହା ଫଳରେ ଦୁଇଟି ସନ୍ତାନର ଉତ୍ତପତି ହୋଇଥାଏ ।

ନମ୍ବର 2 ଯଦି ପୃବରୁ ଯେଉ ମହିଳା ମାନଙ୍କ ପରିବାରରେ ଯାଆଁଣା ସନ୍ତାନ ଜନ୍ମ ହୋଇଥାଏ ତେବେ ସେମାନଙ୍କ ଠାରେ ମଧ୍ୟ ଯାଆଁଣା ସନ୍ତାନ ହେବାର ବହୁତ ସମ୍ଭାବନା ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *