ଆଜି ଏହି ହିରୋଙ୍କର ପରଲୋକରେ ସିନେମା ଜଗତ ହାହାକାର ଅବସ୍ଥାରେ ଅଛି।

ଆଜି ଆମେ ଆପଣଙ୍କ ପାଖରେ ବଡ଼ ପରଦାର ଆଉ ଏକ ବଡ଼ ଖବର ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ଦୁଃଖଦ ହେଇ ପାରେ। ଆଜି ଆମେ ସିନେମା ଜଗତର ଏକ ଏତେ ବଡ଼ କଳାକାରଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ପରଲୋକରେ ସାରା ସିନେମା ଜଗତ ଦୁଃଖ ପ୍ରକାଶ କରିଛି। ଆଜି ଆଉ ଏହି କଳାକାର ଆମ ଗହଣରେ ନାହାନ୍ତି ଆଉ ତାଙ୍କର ବିୟୋଗ ଆମ ପାଇଁ ବହୁତ ଦୁଃଖଦ ହେବାକୁ ଯାଉଛି। ତେବେ ଆସନ୍ତୁ ଆମେ ଜାଣିବା କି ସେହି କଳାକାର କିଏ ଆଉ ତାଙ୍କର କିପରି ବିୟୋଗ ହେଇଛି।

Vijay

ଆମ ଭାରତ ଦେଶ କଳାକାର ମାନଙ୍କର ଦେଶ ଅଟେ। ଏହା କଳା ଆଉ ସଂସ୍କୃତିରେ ଭରପୁର ଆଉ ଏହାର କୋଣ ଅନୁକୋଣରେ କଳାକାର ଭରା ଅଛନ୍ତି। ଏଠାରେ ଅନେକ କଳାକାର ରହିଛନ୍ତି ଯିଏ କି ନିଜର କଳାକୁ ସଭିଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରନ୍ତି ଆଉ ତାହା ଅଭିନୟ ହେଉ, ନାଚ ହେଉ ଅଥବା ଗୀତ ହେଉ ଆମ ଭାରତ ସବୁଠୁ ଆଗରେ ଅଛି।

ସଡକ ଦୁର୍ଘଟଣାରେ ଗୁରୁତ୍ତର ଆହତ ହେଇଥିବା କଳାକାର ବିଜୟ ଆଉ ଆମ ଗହଣରେ ନାହାନ୍ତି। ଆଜି ସକାଳେ ଡାକ୍ତର ମାନେ ତାଙ୍କୁ ମସ୍ତିଷ୍କରୁ ମୃତ ଘୋଷଣା କରିଛନ୍ତି। କେବଳ ବ୍ରେନ ଡେଡ ହେଇ ଥିବାରୁ ତାଙ୍କର ପରିବାର ଲୋକ ଆଉ ଘର ଲୋକ ତାଙ୍କର ଅନ୍ୟ ଭଲ ଥିବା ଅଙ୍ଗ ମାନଙ୍କୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ଅଭିନେତା ୧୨ ଜୁନ ଦିନ ସଡ଼କ ଦୁର୍ଘଟଣାର ଶିକାର ହେଇ ଥିଲେ। ତାହାପରେ ସେ ଗୁରୁତ୍ତର ଅବସ୍ଥାରେ ବ୍ୟଙ୍ଗଲୋର ର ଆପୋଲୋ ହସ୍ପିଟାଲ ର ଆଇସିୟୁ ରେ ଆଡ଼ମିଟ ହେଇ ଥିଲେ । ଏହା ପରେ ତାଙ୍କ ଅବସ୍ଥା ସିରିଏସ ହେଇ ଥିଲା ଆଉ ଆଜି ସକାଳେ ହି ଡାକ୍ତର ମାନେ ତାଙ୍କୁ ମୃତ ଅଥବା ବ୍ରେନ ଡେଡ଼ ବୋଲି ଘୋଷଣା କରି ଥିଲେ। ଡାକ୍ତର ମାନଙ୍କ ହିସାବରେ ସେ ବ୍ୟଙ୍ଗଲୋରର ସ୍ନାୟୁ ବିଭାଗରେ ଆଡ଼ମିଟ ହେଇଯାଇଥିଲେ ।

bijay

ସେ ନ୍ୟୁରୋଲୋଜିକାଲ ଦୀପାର୍ଟମେଂଟରେ ଆଡ଼ମିଟ ହେଲା ପରେ କିଛି ସମୟ ଭିତରେ ତାଙ୍କ ବ୍ରେନ ଫେଲ ହେବା ଦେଖା ଯାଇ ଥିଲା। ୨୦୧୧ ମସିହାରେ ସିନେମା ଜଗତରେ ନିଜର ଡେବ୍ୟୁ କରି ଥିବା ବିଜୟ ୧୨ ଜୁନ ରାତିରେ ନିଜର ଜଣେ ସାଙ୍ଗ ପାଖରୁ ବାଇକ ଦ୍ୱାରା ନିଜ ଘରକୁ ଫେରି ଥିଲେ। ଦୁଇଜଣ ଯାକ ବାଇକ ଉପରେ ବସିଥିଲେ ଆଉ ବାଟରେ ଆସିବା ସମୟରେ ଦୁହିଁଙ୍କର ଦୁର୍ଘଟଣା ହେଇଥିଲା।

ନିଜର ଡେବ୍ୟୁ ପରଠାରୁ ହି ହିଟ ପରେ ହିଟ ଫିଲ୍ମ ଦେଇ ଥିବା ବିଜୟ କନ୍ନଡ଼ ଭାଷାରେ ନିଜର ଅଭିନୟ ଦ୍ୱାରା ସଭିଙ୍କର ମନୋରଞ୍ଜନ କରି ଥିଲେ। ସେ ଅନେକ ଫିଲ୍ମ ମାନଙ୍କରେ ଜବରଦସ୍ତ ଅଭିନୟ କରି ଥିଲେ ଆଉ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ବି ମିଳି ଥିଲା। ତେବେ ଭେଟନାରୀ ଅଭିନେତା ବିଜୟ ଆଉ ନାହାନ୍ତି ଆଉ ତାଙ୍କ ବିୟୋଗରେ ସମଗ୍ର ଫିଲ୍ମ ଜଗତ ଶୋକରେ ଅଛି।

Leave a Reply

Your email address will not be published. Required fields are marked *