ଆଜିର ବ୍ରେକିଙ୍ଗ ନିଉଜ:- ନବୀନ ପଟ୍ଟନାୟକଙ୍କ ନୂଆ ସ୍କିମ।

ଆଜିର ସମସ୍ତ ଖବର ଆପଣ ମାନଙ୍କ ପାଇଁ ଜରୁରୀ ଅଟେ ତେଣୁ ଆପଣ ଏହା ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ଆସନ୍ତୁ ଆରମ୍ଭ କରିବା ଆଜିର ମୁଖ୍ୟ ଖବର।

୧:- ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା:- ପିଏମସି କୁ ନବୀନ ପଟ୍ଟନାୟକ ପୁଣି ପାଣ୍ଠି ଜାରି କଲେ। ପ୍ରାୟ ୨୦ କୋଟି ଟଙ୍କା ସେ ମହାନଗରନିଗମକୁ ନିଜର ମୁଖ୍ୟ ମନ୍ତ୍ରୀ ପାଣ୍ଠିରୁ ଜାରି କଲେ। କୋଭିଡ ପରିଚାଳନାରେ ଏହି ଟଙ୍କା କାମରେ ଲାଗିବ। ତେବେ ଏହା ସୂଚନାଯୋଗ୍ୟ କି କୋଭିଡ ପରିଚାଳନା ପାଇଁ ଆଗରୁ ମହାନଗରନିଗମ କୁ ୬୭ କୋଟି ଟଙ୍କା ପ୍ରଦାନ କରା ଯାଇଥିଲା।

ଏହା ସ୍ୱାଭାବିକ କି ଭୁବନେଶ୍ୱର ତଥା ଖୋରଧା ଜିଲ୍ଲାରୁ ସର୍ବାଧିକ କୋଭିଡ କେସ ଆସୁଛି। ରାଜ୍ୟର ରାଜଧାନୀ ଖୋର୍ଦ୍ଧା ଜିଲ୍ଲାର ଅନ୍ତର୍ଭୁକ୍ତ ଅଛି ଆଉ ତାହା ଭିତରେ ଚିହ୍ନଟ ହେଉଥିବା ଲୋକ ମାନଙ୍କର ସଂଖ୍ୟା ସର୍ବାଧିକ ଅଟେ ଆଉ ସେଠାରେ କୋଭିଡ ପୋଜିଟିଭ ମାନଙ୍କର ସଂଖ୍ୟା ଅଧିକ। ତେଣୁ ଏପରି ସମୟରେ ସେଠାରେ ଏକ ବଡ଼ ଭିତ୍ତିଭୂମିର ଆବଶ୍ୟକତା ଅଛି ତେଣୁ ଲୋକମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ଏତିକି ଟଙ୍କା ଜାରି କରିଛନ୍ତି।

nave

୨:-କରୋନା କାଳରେ ଆସିଲା ଖୁସି ଖବର:- ବିଦେଶରୁ ଭାରତକୁ ଆସିବ ଇକମୋ ମେସିନ। କରୋନା କାଳରେ ଗୁରୁତ୍ତର ଅବସ୍ଥାରେ ଥିବା ରୋଗୀ ମାନଙ୍କର ଚିକିତ୍ସା କରିଥାଏ ଇକମୋ ମେସିନ। ତେବେ ଏହାର ଉତ୍ପାଦନ ଭାରତରେ ହେଉ ହି ନାହିଁ ଆଉ ତାହାକୁ ବିଦେଶରୁ ମଗେଇବା ପାଇଁ ଭାରତର ସରକାର ସ୍ଥିର କରିଛନ୍ତି। ଏହାର ଟେଣ୍ଡର ଏଯାଏ ସ୍ଥିର ହେଇ ସାରିଛି ବୋଲି କହିଛନ୍ତି ଡାକ୍ତର ସିବିକ ମହାନ୍ତି।

ଏହି ସମୟରେ ଭାରତରେ ଇକମୋ ମେସିନର ଆବଶ୍ୟକତା ଅଧିକ ଅଛି। ରୋଗୀ ଶରୀରରେ ଯେତେବେଳେ ଅମ୍ଳଜାନର ପରିମାଣ କମ ହେଇଯିବ ସେତେବେଳେ ଏହାର ସମସ୍ତ ରକ୍ତ ବାହାର କରାଯାଇ ତାକୁ ପୁଣି ଅମ୍ଳଜାନରେ ଅଂଶୀଭୂତ କରାଯାଇ ତାକୁ ରୋଗୀ ଶରୀରକୁ ପଠା ଯାଉଛି। ଏହା ହିଁ ଏକ ପ୍ରକ୍ରିୟା ଯାହା କି ରୋଗୀ ମାନଙ୍କୁ ତାଙ୍କ ରୋଗରୁ ରକ୍ଷା କରିପାରିବ।

୩:- ପରବର୍ତ୍ତୀ ଖବର ହେଉଛି କି ମୌସୁମୀ ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇପାରେ:- ରାଜ୍ୟରେ ପୁଣି ମୌସୁମୀ ଆସିବାକୁ ଯାଉଛି ଆଉ ତାହା ରାଜ୍ୟରେ ସାମୟିକ ବିପର୍ଯ୍ୟୟ ସୃଷ୍ଟି କରିପାରେ। ୧୦ ରୁ ୧୪ ତାରିଖ ଭିତରେ ହେବାକୁ ଥିବା ମୌସୁମୀ ବର୍ଷା ଦ୍ୱାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇପାରେ ଆଉ ତାହା ବାବଦରେ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି। ପାହାଡ଼ ଅଂଚଳ ମାନଙ୍କରେ ଭୁସ୍ଖଳନ ତଥା ମାଟି ଧସି ଯିବା ଇତ୍ୟାଦି ପରିସ୍ଥିତି ସୃଷ୍ଟି ହେଇପାରେ ଯାହା ପାଇଁ କି ପନିପରିବା ଚାଷ ବାଧାପ୍ରାପ୍ତ ହେଇ ପାରେ।

naveen

ଲୋକମାନଙ୍କର ଜୀବନକୁ ବିପଦ ଥିବାରୁ ତାଙ୍କୁ ବିପଦଜନକ ଜାଗା ମାନଙ୍କରୁ ସ୍ଥାନାନ୍ତରିତ କରା ଯାଉଛି ଆଉ ବହୁତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଉଛି ଆଉ ସେମାନଙ୍କ ପାଇଁ ଏହା ଏକ ସତର୍କ ସୂଚନା ଅଟେ। ରାଜ୍ୟର ସବୁ ଲୋକଙ୍କୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆ ଯାଇଛି ଆଉ ସେହି ସମସ୍ତ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ସବୁବେଳେ ଜରୁରୀ ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ , ସେୟାର ମଧ୍ୟ ଗୋଟିଏ କରନ୍ତୁ ।

Leave a Reply

Your email address will not be published. Required fields are marked *