ଏମାନେ ହେଲେ ଓଲିଉଡ ର 10 ଜଣ ଧନୀ ହିରୋଇନ୍ ଜାହାଙ୍କ ପାଖରେ ରହିଛି କୋଟି କୋଟି ଟଙ୍କା ।

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ସିନେମା ରେ ହେଉ ଥିବା ଫିଲ୍ମ ଗୁଡିକୁ ନିଶ୍ଚିତ ଭାବେ ଦେଖୁ ଥିବେ ସେମିତି ରେ କଣ ଆପଣ ମାନେ ଜାଣିଛନ୍ତି ଏହି ସିନେମା ଅଭିନୟ କରୁ ଥିବା ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ସବୁଠୁ ଧନୀ ହିରୋଇନ୍ କିଏ ବୋଲି ଜାଣିଛନ୍ତି କି ଯଦି ଆପଣ ମାନେ ଜାଣି ନାହାଁନ୍ତି ତେବେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ଏହା ସହିତ ଆପଣ ମାନେ ଏହି ବିଷୟ ରେ ବି ଜାଣି ପାରିବେ କି ନିଜର ଅଭିନୟ କରିଅର ମଧ୍ୟ ରେ ଏହି ହିରୋଇନ୍ ମାନେ କେତେ ଟଙ୍କା ଅର୍ଜନ କରନ୍ତି ।

ପ୍ରଥମେ ରହିଛନ୍ତି ପୂର୍ବି ମିଶ୍ର ଯିଏ କି ବର୍ତମାନ ସମୟ ରେ ଓଡିଆ ରେ ବହୁତ ଫିଲ୍ମ କରିଛନ୍ତି ତାଙ୍କର ବର୍ତମାନ ସଂମ୍ପତୀ ହେଲା 5 କୋଟି । ଦ୍ୱତୀୟ ରେ ସୀବାନୀ ସଂଙ୍ଗୀତା ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରି ଥିବା ବେଳେ ଆଜିର ଦିନ ରେ ସେ 5 କୋଟି ଟଙ୍କା ର ମାଲିକାଣୀ ଅଟନ୍ତି ।

Sivani Sangita

ତୃତୀୟ ରେ ରିଆ ଦେ ବର୍ତମାନ ସମୟ ରେ ସମସ୍ତ ଙ୍କ ମନ ରେ ରାଜ କରୁ ଥିବା ବେଳେ ତାଙ୍କର ସଂମ୍ପତୀ 6 କୋଟି ଟଙ୍କା ।
ସେହି ପରି ଭୂମିକା ଙ୍କ ବିଷୟ ରେ କହିବା ଓଲିଉଡ ରେ ବହୁତ ଜଲ୍ଦି ଫେମସ୍ ହୋଇ ଥିବା ଏହି ଅଭିନେତ୍ରୀ ଙ୍କ ବର୍ତମାନ ସଂମ୍ପତୀ 8 କୋଟି ଟଙ୍କା ହୋଇ ସାରିଛି ।

ଏହା ପରେ ଏଲିନା ସାମନ୍ତରାୟ ଯିଏ କି ବହୁତ କମ୍ ସମୟ ରେ ନିଜକୁ ବହୁତ ଉପରକୁ ଉଠେଇବାରେ ସଫଳତା ହାସଲ କରିଛନ୍ତି । ଯଦି ଆମେ ତାଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ 12 କୋଟି ଟଙ୍କା ମାଲିକାଣୀ ଏବେ ସେ ।

Elena

ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ଚୁଲବୁଲି ଅଭିନେତ୍ରୀ ଭାବେ ଜଣା ଜାଆନ୍ତି , ଝିଲ୍ଲୀକ୍ ଏବେ 15 କୋଟି ର ମାଲିକାଣୀ ।
ପ୍ରକୃତି ମିଶ୍ର ଙ୍କୁ ଚାଇଲ୍ଡ ଅଭିନେତ୍ରୀ ଭାବେ ଦେଖି ଥିବା ବେଳେ ବର୍ତମାନ ସଂମ୍ପତୀ 20 କୋଟି ଅଟେ ।

ବର୍ଷା ପ୍ରିୟ ଦର୍ଶନୀ ଙ୍କ ବର୍ତମାନ ସମୟ ର ସଂମ୍ପତୀ ର ମୂଲ୍ୟ 40 କୋଟି ଟଙ୍କା ଅଟେ ।
ଏବଂ ଶେଷ ରେ ଅର୍ଚ୍ଚିତା ସହୁ ରହିଛନ୍ତି ବିଗତ କିଛି ଦିନ ରେ ସୁନ୍ଦର ଅଭିନୟ ସହିତ ସେ ମିଶ୍ ଇଣ୍ଡିଆ ହେବାର ସ୍ୱଭାଗ୍ୟ ପାଇଛନ୍ତି । ତେବେ ବର୍ତମାନ ସମୟ ରେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 45 କୋଟି ଟଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *