ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ ମାନେ ଦେଖନ୍ତୁ ଆପଣ ମାନଙ୍କ ନାମ ବି ଏଥିରେ ରହିଛି ।

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁନିଆଁ ରେ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟ କର ଅଟେ ସେମାନଙ୍କ ମନ ରେ କେତେ ବେଳେ କଣ ଚାଲେ ସେମାନ ବ୍ୟତିତ ଆଉ କେହି ବି ଜାଣି ପାରିବେ ନାହିଁ । ସେହିଥି ପାଇଁ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟ କର ବୋଲି କୁହା ଜାଇଛି । ଯେତେ ବେଳେ ଭଗବାନ ମହିଳା ଙ୍କୁ ନିଜେ ବୁଝି ପାରି ନାହିଁନ୍ତି ସେତେ ବେଳେ ସାମାନ୍ୟ ପୁରୁଷ କେମିତି ବୁଝି ପାରିବ । ଝିଅ ମାନଙ୍କ ଚିନ୍ତା ଧାରା ଅଲଗା ହୋଇଥାଏ , ସେମାନେ କେତେ ବେଳେ କେମିତି ରିଆକ୍ଟ କରିବେ ତାହା କେହି ବି କହି ପାରିବେ ନାହିଁ । ତେବେ ଆସନ୍ତୁ ସେହି ପରି 5 ଟି ନାମର ଝିଅ ମାନଙ୍କ ବିଷୟ ରେ ଜାଣିବା ଯେଉଁ ମାନେ ଏଙି କଳି କାଳ ରେ ବି ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

B ନାମର ଝିଅ ।

B ନାମ ଥିବା ଝିଅ ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ସଂମ୍ପର୍କ କୁ ବାନ୍ଧି ରଖିବା ରେ ସମର୍ଥନ ହୋଇ ଥାନ୍ତି । ଏହି ଝିଅ ମାନେ ପ୍ରତ୍ଯେକ ମଣିଷ ର ଭାବନା କୁ ବହୁତ ଭଲ ଭାବେ ବୁଝି ପାରନ୍ତି ,ଏମାନେ କେବେ କାହାକୁ ଦୁଖଃ ଦିଅନ୍ତି ନାହିଁ ,ହୋଇ ପାରେ ସେମାନେ ଛୋଟ ହୁଅନ୍ତୁୁ ବା ବଡ ହୁଅନ୍ତୁ ,

girls

N ନାମର ଝିଅ ।
ଏହା ପରେ ରହିଛି N ନାମ ଥିବା ଝିଅ ମାନେ ଯେଉଁ ଝିଅ ମାନଙ୍କର ନାମ N ରୁ ଆରମ୍ଭ ହୋଇ ଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ହୋଇ ଥାଏ ,ଏମାନେ ବହୁତ ଲାଜକୂଳା ବି ହୋଇ ଥାନ୍ତି ହେଲେ ସେମାନେ ନିଜର ପରିବାର ମାନ ସମ୍ମାନ କୁ ବହୁତ ଜଗି ଥାନ୍ତି ।

P ନାମର ଝିଅ ।
ଏହା ପରେ P ନାମ ଥିବା ଝିଅ ମାନେ ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇ ଥାଏ । ଏହି ନାମ ଥିବା ଝିଅ ମାନେ ବହୁତ ଜୋର ରେ କଥା କହିବା ପାଇଁ ପସନ୍ଦ କରନ୍ତି ।

girls

D ନାମର ଝିଅ ।
ଏହା ପରେ ରହିଛି D ନାମ ଥିବା ଝିଅ ମାନେ ବି ବହୁତ ଶାନ୍ତସ୍ୱଭାବ ର ହୋଇ ଥାନ୍ତି ,ଏମାନେ ନିଜର ଜିବନ ସାଥି ଙ୍କ ବହୁତ ବିଶ୍ୱସ୍ଥ ହୋଇ ଥାନ୍ତି । ଏମାନେ କୈଣସି ବି ପରିସ୍ଥିତି ରେ ନିଜର ଜିବନ ସାଥି ଙ୍କ ସାଥି ଛାଡନ୍ତି ନାହିଁ ,ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇ ଥାଏ ।

Y ନାମର ଝିଅ ।
ଏବଂ ସେଷ ରେ ରହିଛି Y ନାମରୁ ଆରମ୍ଭ ହୋଇ ଥିବା ଝିଅ ମାନେ ଏମାନେ ବହୁତ ତେଜ୍ୱ ସ୍ୱଭାବ ର ହୋଇ ଥାନ୍ତି । ଏମାନେ ନିଜ ପରିବାର ଏବଂ ଜିବନ ସାଥି ଙ୍କ ଧ୍ୟନ ବହୁତ ଭଲ ଭାବେ ରଖି ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *