ଏହି 5 ଓଲିଉଡ ଜୋଡିଙ୍କର ହୋଇ ସାରିଛି ଛାଡପତ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଏହି ଲୋକପ୍ରିୟ ହିରୋଇନ୍ ମାନଙ୍କର ହୋଇସାରିଛି ଡିଭର୍ସ ଆପଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁ ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଦେଖି ଥିବେ ଏମାନେ ନିଜର ପର୍ସିନାଲ ଲାଇଫ୍ , ନିଜର ଅଭିନୟ ପାଇଁ ସୋସିଆଲ ମିଡିଆ ରେ ଚର୍ଚ୍ଚା ରେ ରହିଥାନ୍ତି , ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜର ବିବାହ ଏବଂ ନିଜର ଲଭ ଆଫାୟାର ପାଇଁ ବି ଚର୍ଚ୍ଚା ରେ ରୁହନ୍ତି , ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ ।anu

ପ୍ରଥମେ ରହିଛନ୍ତି ଅନୁଚୈଧୁରୀ , ଅନୁଚୈଧୁରୀ ଯିଏ କି ନିଜର ଜବର୍ଦୋସ୍ତ ଅଭିନୟ ପାଇଁ ଏବଂ ନିଜର ସୁନ୍ଦରତା ଦ୍ୱାରା ବହୁତ ଲୋକପ୍ରିୟତା ହାସଲ କରି ଥିଲେ ସେ 2006 ମସିହା ରେ ଡାକ୍ତର ସନ୍ଧିପ୍ ମିଶ୍ର ଙ୍କୁ ବିବାହ କରି ଥିବା ବେଳେ ସେମାନଙ୍କ ବିବାହ ସଂମ୍ପର୍କ ବି ବହୁତ ଦିନ ଯାଏ ଚାଲି ପାରି ନ ଥିଲା ଏବଂ ପରେ ସେମାନଙ୍କ ମଧ୍ୟ ରେ ଛାଡ ପତ୍ର ହୋଇଥିଲା ।

ଏହା ପରେ ରହିଛନ୍ତି ଉଶସୀ ମିଶ୍ର ଯିଏ କି ଓଲିଉଡ ରେ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି ସେ 2009 ମସିହା ରେ ରତନ୍ନ ଲକ୍ଷ୍ମଣୀ ଙ୍କୁ ବିବାହ କରିଥିଲେ ହେଲେ 2019 ମସିହା ରେ ତାଙ୍କର ଡିଭର୍ସ ହୋଇ ଜାଇଥିଲା , ଏହା ପରେ ରହିଛନ୍ତି ଲୋକ ପ୍ରିୟ ଗାଇକା ଅସୀମା ପଣ୍ଡା ସେ କିଛି ବର୍ଷ ପୂର୍ବ ରୁ ବିବାହ କରି ଥିଲେ । ହେଲେ ତାଙ୍କ ସ୍ୱାମୀ ଙ୍କ କହିବା ଅନୁସାରେ ସେ ଅସୀମା ଙ୍କୁ ଗୀତ ଗାଇବା ପାଇଁ ମନା କରି ଥିଲେ ହେଲେ ଏହାକୁ ଅସୀମା ବିରୋଧ କରି ଥିଲେ ଏବଂ ଶେଷ ରେ ସେମାନଙ୍କ ମଧ୍ୟ ରେ ଛାଡପତ୍ର ହୋଇ ଥିଲା ,asima

ସେହି ପରି ବର୍ଷା ପ୍ରିୟଦର୍ଶନୀ ଙ୍କ ବିଷୟ ରେ କହିବା ତେବେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଙ୍କ ସହିତ 2014 ରେ ବିବାହ କରିଥିଲେ ହେଲେ ବର୍ତମାନ ସମୟ ରେ ଅନୁଭବ୍ ଏବଂ ବର୍ଷା ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇଛି ତେବେ ଦେଖିବା କଥା ଏହି ଘଟଣା ରେ ଆଗାମୀ ସମୟ ରେ ଡିଭର୍ସ ବି ସେମାନେ ନେଇ ନେବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *