ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ହେବ। ଏହା ୨୭ ତାରିଖ ଯାଏ ରହିବ।

rains

ଆମେ ସର୍ବଦା ଆପଣଙ୍କ ପାଖରେ ପ୍ରତିଦିନର ବଡ଼ ଖବର ନେଇକି ଆସିଥାଉ। ଆଜି ଆମେ ଆପଣଙ୍କ ପାଖରେ ଆଜିର କିଛି ବଡ଼ ଖବର ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଦରକାରୀ ହେଇ ପାରେ। ଏବେ ଏବେ ହି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବହୁତ ବଡ଼ ରିପୋର୍ଟ ଜାରି କରା ଯାଇଛି। ଓଡ଼ିଶାର ଏହି ଜିଲ୍ଲା ମାନଙ୍କରେ ପ୍ରଚୁର ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସହ ପବନ ତଥା ଘଡଘଡି ହେବାର ସମ୍ଭାବନା ଅଛି। ତେବେ କଣ କଣ ରହିଛି ସେହି ଜିଲ୍ଲା ଗୁଡିକର ନାମ ତାହା ଆମେ ଆଜି ଜାଣିବା। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ।

raining

ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଏକ ଟ୍ରପ ଲାଇନ ରହିଛି। ବଙ୍ଗୋପସାଗର ତଥା ବାଙ୍ଗଳଦେଶ ଉପକୂଳକୁ ଲାଗି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇଛି। ଏଥି ସହିତ ଉତ୍ତର ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାର ଅନେକ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବ ବୋଲି ରାଜ୍ୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ତେବେ ଏହି ଉତ୍ତର ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଉତ୍ତର ପୂର୍ବାଂଚଳର ଇତ୍ୟାଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ ବୋଲି ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଭୁବନେଶ୍ୱର।

ଏହା ସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, କୋରାପୁଟ , ଗଜପତି, ଗଂଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ଭଦ୍ରକ ଆଉ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ସହ ହାଲକା ବର୍ଷାର ସମ୍ଭାବନା ରହିଛି। ସେହିପରି ଆଗକୁ ଅର୍ଥାତ ୨୪ ଆଉ ୨୫ ତାରିଖରେ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

rain

ଏହା ବ୍ୟତୀତ କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର ,କଟକ, ଭଦ୍ରକ, ବାଲେଶ୍ୱର,ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, କୋରାପୁଟ , ଗଜପତି, ଗଂଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ସୁବର୍ଣ୍ଣପୁର, ନୂଆପଡା, ନବରଙ୍ଗପୁର ଇତ୍ୟାଦି ଜିଲ୍ଲାର କିଛି ସ୍ଥାନ ମାନଙ୍କରେ ପ୍ରବଳ ବଜ୍ରପାତର ସମ୍ଭାବନା ରହିଛି। ଏହାକୁ ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆଉ ୨୭ ତାରିଖ ମଧ୍ୟରେ ହି ରାଜ୍ୟର ଅନେକ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରା ଯାଉଛି। ଏହା ସହିତ ଏହା କୁହା ଯାଉଛି କି ରାଜ୍ୟର ଅନେକ ସ୍ଥାନ ମାନଙ୍କରେ ୨୩ ରୁ ୨୭ ତାରିଖ ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅଛି। ବର୍ତ୍ତମାନ ସୁଦ୍ଧା ଭବାନୀପାଟଣାରେ ୩୭.୬ ଡିଗ୍ରୀ ସେଣ୍ଟିଗ୍ରେଡ ସର୍ବାଧିକ ତାପମାତ୍ରା ଥିବା ସମୟରେ ଫୁଲବାଣୀରେ ୧୯ ଡିଗ୍ରୀ ର ସର୍ବନିମ୍ନ ତାପମାତ୍ରା ରେକର୍ଡ କରା ଯାଇଛି। ଏହି ସବୁ ଜିଲ୍ଲା ମାନଙ୍କରେ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରା ଯାଉଛି। ଆପଣଙ୍କର କେଉଁ ଜିଲ୍ଲା ଆପଣ କୁହନ୍ତୁ ଆଉ ନିଜର ଜିଲ୍ଲାରେ ଯଦି ପ୍ରଭାବ ରହିଛି ତାହେଲେ ଆପଣ ନିଜକୁ ସତର୍କ ରଖନ୍ତୁ।

Leave a Reply

Your email address will not be published. Required fields are marked *