ଆସିଲା କ-ରୋ-ନାର ତୃତୀୟ ଲହର ପିଲା ମାନଙ୍କୁ କରୁଛି ଟାର୍ଗେଟ୍ । ଆପଣ ମାନଙ୍କ ପିଲା ଙ୍କ ଦେହ ରେ ଏହି ଲକ୍ଷ୍ୟଣ ନାହିଁ ତ ।

child

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ କୋରନା ଏବେ ସାରା ଦେଶ ରେ ସଂଙ୍କ୍ରମଣ କରିବା ପରେ ଏବେ ଧୀର ହେବାକୁ ଲାଗିଛି । ଏହା ଦୁଖଃ ର ସହିତ କହିବା ପାଇଁ ପଡୁଛି କି ଏବେ ଭାରତରେ ଦ୍ୱତୀୟ ଲହର ଆରମ୍ଭ ହୋଇ ସେଷ ହେବାକୁ ବସିଛି । ହେଲେ ଏହାର ସେଷ ହେବା ପୂର୍ବରୁ ଏବେ ତୃତୀୟ ଲହର ବି ଆସିବାରେ ଲାଗିଛି । କାରଣ ଏବେ ଯାଏ କୋରନା ର ଭେକ୍ସିନ୍ ସମସ୍ତ ଙ୍କ ପାଖରେ ପହଁଚି ନାହିଁ । ଏହାର କାରଣ ଭାରତ ରେ ଜନସଂଖ୍ୟା ଅଧିକ , ଏହା ପ୍ରଥମ ଥର ପାଇଁ ବୟସ୍କ ଲୋକ ମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିଲା । ହେଲେ ଏବେ ଏହା ସର୍ବ ବର୍ଗ ର ଲୋକ ମାନଙ୍କୁ ହେବାରେ ଲାଗିଛି ।

coron

ସେମିତି ରେ ବର୍ତମାନ ସମୟ ରେ ଦ୍ୱତୀୟ ଲହର କୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କାମ କରୁଥିବା ବେଳେ ଏବେ ଏହା ସାମାନ୍ୟ ପରିମାଣ ରେ ଆୟତ କୁ ଆସିବାକୁ ଲାଗିଛି । ହେଲେ ଏହି ଦିନ ରେ ତୃତୀୟ ଲହରୀ ଆସି ପାରେ ବୋଲି ବିିଭିନ୍ନ ସୂତ୍ର ରୁ ଜଣା ପଡିଛି ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ । ବିଶ୍ୱର 40 ଟି ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞୟ ବା ବୈଜ୍ଞାନିକ, ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟ ଅନ୍ତର୍ଭୁକ୍ତ ହୋଇଥିଲେ ।

ଜୁନ୍ 3-17 ମଧ୍ୟରେ ହୋଇଥିବା ଏହି ସର୍ଭେରେ 24 ଜଣ ବିଶେଷଜ୍ଞଙ୍କ ମଧ୍ୟରୁ 85% କିମ୍ବା 21 ଜଣ ବିଶ୍ୱାସ କରିଥିଲେ ଯେ ତୃତୀୟ ଲହରୀ ଆସିବ ବୋଲି କହିଥିଲେ । ଯେ ତୃତୀୟ ଲହରୀ ଅକ୍ଟୋବର ସୁଦ୍ଧା ଆସିବ। ଅନ୍ୟ ତିନିଜଣ ଅଗଷ୍ଟରେ ଏହାର ଆଗମନ ପୂର୍ବାନୁମାନ କରିଥିବା ବେଳେ 12 ଜଣ ସେପ୍ଟେମ୍ବରରେ ଆରମ୍ଭ ହେବାର ପୂର୍ବାନୁମାନ କରିଛନ୍ତି | ଅନ୍ୟମାନେ କହିଛନ୍ତି ଯେ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ତୃତୀୟ ତରଙ୍ଗ ଆସିପାରେ।

co

ତୃତୀୟ ଲହରୀ ରେ ଶିଶୁ ମାନଙ୍କୁ ଦେଖା ଦେଇଥିବା ଲକ୍ଷଣ ।

ସ୍ୱାସ୍ଥ୍ୟ ବିଭାଗ ର ଅନୁସାରେ ପିଲା ମାନଙ୍କୁ ବି ସେମିତି ଭାବେ ହିଁ ହେବ ଯେଉଁ ପରି ଭାବେ ବୟସ ଲୋକ ମାନଙ୍କୁ ହେଉଛି ଜ୍ଵର, ଥଣ୍ଡା, କାଶ, ଥକ୍କା ଲାଗିବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ସ୍ୱାଦ ହରେଇବା , ମାଂସ ପେଶୀ ରେ ଯନ୍ତ୍ରଣା ହେବା ଏମିତି ରେ କିଛି ପିଲା ମାନଙ୍କର ପେଟ ଜନିତ ସମସ୍ୟା ବି ଦେଖା ଦେଇ ପାରେ । ତେବେ ଏହା ବର୍ତମାନ ସମୟ ରେ ଚିନ୍ତା ର ବିଷୟ ହୋଇ ସାରି ଥିବା ବେଳେ ତୃତୀୟ ଲହରୀ କୁ ନେଇ ଚିନ୍ତା ପ୍ରକଟ ହୋଇଛି ସହି ପରି ବର୍ତମାନ ସମୟ ରେ ଦିଲ୍ଲୀ ରେ ଦୁଇଟି ପିଲା ମାନଙ୍କର ମୃତ୍ୟୁ ହୋଇଥିବାର ଦେଖିବା ପାଇଁ ମିଳିଛି ।

ଏହି ଶିଶୁ ମାନଙ୍କ ବୟସ 5 ଏବଂ 9 ବର୍ଷ ର ଥିଲା । ଏହା ପାଇଁ ଆଗାମୀ ସମୟ ରେ ଭାରତ ସରକାର ଙ୍କ ତରଫ ରୁ ଚେତାବନୀ ବି ଦିଆ ଜାଇ ପାରେ । ତେବେ ଏବେ କେବଳ ଆପଣ ମାନେ କୋରନା ର ଗାଇଡ ଲାଇନ୍ କୁ ମାନି କରି ଚଳନ୍ତୁ ।

Leave a Reply

Your email address will not be published. Required fields are marked *