ବଲିଉଡ ର ସବୁଠୁ ଦାମୀ ଏବଂ ଧନୀ ହିରୋ । ଦେଖନ୍ତୁ କେଉଁ ନମ୍ବର ରେ କେଉଁ ହିରୋ ଅଛନ୍ତି ।

Hero

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କଥା କୁ ସମସ୍ତେ ଜାଣନ୍ତି କି ବଲିଉଡ କଳାକାର ମାନେ ସବୁ ବେଳେ ବହୁତ ଟଙ୍କା କମେଇଥାନ୍ତି। ହେଲେ ଆପଣ ମାନଙ୍କୁ ଏହି କଥା ମୋଟେ ବି ଜଣା ନ ଥିବ କି କେଉଁ ହିରୋ ମାନେ ବର୍ତମାନ ସମୟ ରେ ଟପ୍ ଲିଷ୍ଟ ରେ ରହିଛନ୍ତି ବୋଲି । ତେବେ ଆସନ୍ତୁ ଜାଣିବା ସେହି ହିରୋ ମାନଙ୍କ ଲିଷ୍ଟ ବିଷୟ ରେ ।

1. ସାରୁଖ ଖାନ୍ ବନ୍ଧୁଗଣ ସାରୁଖ ଖାନ୍ ଙ୍କୁ କିଏ ବା ନ ଜାଣେ ସେମିତି ରେ ତାଙ୍କର ଅଭିନୟ କୁ କୋଟି କୋଟି ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ତାଙ୍କର ରେଜ ଚିଲ୍ଲୀ ନାମକ ଏକ କମ୍ପାନୀ ବି ରହିଛି ଜାହାଙ୍କ ମୋର୍ଟ ସଂମ୍ପତୀ ର ମୂଲ୍ୟ ହେଉଛି 5037 କୋଟି ଟଙ୍କା ।

Shahrukh Khan

2. ସଲମାନ ଖାନ୍ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ କି ବହୁତ ସାରା ଫିଲ୍ମ ରେ କାମ କରି ସଲମାନ ଖାନ୍ ନିଜର ନାମକୁ ବହୁତ ବଡ କରିବା ସହିତ ସେ ବହୁତ ଗୁଡିଏ ସଂମ୍ପତୀ ର ମାଲିକ ବର୍ତମାନ ସମୟ ରେ ହୋଇଛନ୍ତି । ତାଙ୍କର ସଂମ୍ପତୀ ର ମୂଲ୍ୟ 2627 କୋଟି ଟଙ୍କା ।

3. ଅଜୟ ଦେବଗନ୍ ଆପଣ ମାନେ ଅଜୟ ଦେବଗନ୍ ଙ୍କୁ ଦବଙ୍ଗ୍ ଭାବେ ଜାଣି ଥିବେ ଜାଣି ଥିବେ ଯିଏ ଲୋକ ମାନଙ୍କ ମନ ରେ ନିଜର ଅଭିନୟ ର ଛାପ ଛାଡି ଜାଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ଜାହାଙ୍କ ବର୍ତମାନ ର ସଂମ୍ପତୀ ର ମୂଲ୍ୟ 739 କୋଟି ଟଙ୍କା ରହି ଥିବା ବେଳେ ସେ ତୃତୀୟ ସ୍ଥାନ ରେ ରହିଛନ୍ତି ।

Ajay Devgn

4. ହ୍ରିତିକ୍ ରୋସନ ସେମିତି ରେ ହ୍ରିତିକ୍ ଙ୍କୁ ସାରା ଦୁନିଆଁ ରେ କିଏ ବା ନ ଜାଣେ ସେମିତି ରେ ବହୁତ ସମୟ ରେ ହ୍ରିତିକ୍ ବ୍ରାଣ୍ଡ ର ପ୍ରୋମସନ କରିବା ସହିତ 25 ରୁ ଅଧିକ ଫିଲ୍ମ କରିଛନ୍ତି ଜାହାଙ୍କ ବର୍ତମାନ ସଂମ୍ପତୀ ର ମୂଲ୍ୟ 464 କୋଟି ଟଙ୍କା ରହିଛି ।

5. ରଣବୀର କୋପୁର ବି ବର୍ତମାନ ସମୟ ରେ ସାରା ଭାରତ ରେ ବହୁତ ପ୍ରସିଦ୍ଧ ଅଭିନେତା ମାନେ ପରିଚିତ ଅଟନ୍ତି । ସେ ବହୁତ ଫିଲ୍ମ ସହିତ ସବୁ ସମୟ ରେ କାର କଲେକ୍ସନ କରିବା ପାଇଁ ପସନ୍ଦ କରନ୍ତି । ବର୍ତମାନ ସମୟରେ ସେ 18 ରୁ ଅଧିକ ଫିଲ୍ମ କରିଥିବା ବେଳେ ତାଙ୍କର ବର୍ତମାନ ସଂମ୍ପତୀ ର ମୂଲ୍ୟ 450 କୋଟି ଟଙ୍କା ରହିଛି ।

Ranbir Kapoor

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *