weather report : ଲଘୁଚାପ ପରେ ଓଡିଶାକୁ ମାଡି ଆସୁଛି ମୌସୁମୀ।

wether

ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା। ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ। ଏହାର ଖବର ଆଜି ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣମାନେ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।dc dzfdh

ସାରା ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଅବସ୍ଥାରେ ଅଛି ଆଉ ଗତ ୧୫ ଦିନ ଭିତରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ଠାରୁ ଅଧିକ ବୃଷ୍ଟି ରେକର୍ଡ କରା ଯାଇଛି। ପୂର୍ବ ୧୫ ଦିନ ମାନଙ୍କରେ ରାଜ୍ୟରେ ୧୦୨.୩ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି ଯାହା କି ସ୍ୱାଭାବିକ ବର୍ଷା ଠାରୁ ବହୁତ ଅଧିକ ଅଟେ। ସାଧାରଣତଃ ଏହି ସମୟରେ ରାଜ୍ୟରେ ଏହି ଅବଧି ଭିତରେ ୭୭.୪ ମିମି ବର୍ଷା ରେକର୍ଡ କରା ଯାଇ ଥାଏ। ମାତ୍ର ଏଥର ତାହା ଅଧିକ ଅଛି। ଅର୍ଥାତ ଏଥର ପ୍ରାୟ ସ୍ୱାଭାବିକ ବର୍ଷା ଠାରୁ ୨୯% ଅଧିକ ବର୍ଷା ରେକର୍ଡ କରା ଯାଇ ସାରିଛି।

କେବଳ ଏହା ହି ନୁହଁ ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦% ଅଧିକ ବର୍ଷା ହେଇଛି ଆଉ ଅନ୍ୟ ଜିଲ୍ଲା ମାନଙ୍କରେ ସ୍ୱାଭାବିକ ବର୍ଷା ହେଉଛି ବୋଲି ପାଣିପାଗ ବିଭାଗ ତରଫରୁ ପ୍ରକାଶ କରା ଯାଇଛି। ଆସନ୍ତା ୩ ରୁ ୪ ଦିନ ଭିତରେ ଅର୍ଥାତ ୧୯ ଜୁନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ତଥା ମାଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ବହୁତ ଅଧିକ ଅଛି ବୋଲି ପାଣିପାଗ ବିଭାଗ ତରଗରୁ ପ୍ରକାଶ ଜରା ଯାଇଛି।dfdgfhg

ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଟିକେ ଅଧିକ ରହିବ ଆଉ ତାହାର ପ୍ରଭାବ କିଛି କିଛି ସ୍ଥାନରେ ଅତି ପ୍ରବଳ ହେଇ ପାରେ। ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଜିଲ୍ଲା ଯେପରିକି ଭଦ୍ରକ,ବାଲେଶ୍ୱର, କଟକ, ଜଗତସିଂପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଆଉ ମୟୁରଭଞ୍ଜ ଇତ୍ୟାଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଆଉ ସେହିପରି ଭଦ୍ରକ,ବାଲେଶ୍ୱର, କଟକ, ଜଗତସିଂପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ ତଥା ଖୋର୍ଦ୍ଧା ଇତ୍ୟାଦି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି। ୧୮ ତାରିଖ ଠାରୁ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ଅନୁଗୁଳ, ସମ୍ବଲପୁର ଇତ୍ୟାଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସତର୍କତା ଦେଇଛି ଆମର ଆଞ୍ଚଳିକ ପାଣିପାଗ ବିଭାଗ। ଏହାର କାରଣରୁ ଏହି ସ୍ଥାନ ମାନଙ୍କରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।rgrttyjutgj rs

ତେବେ ଆଗକୁ ହି ଜଣା ପଡିବ କି ଆମ ରାଜ୍ୟରେ କିଭଳି ବର୍ଷା ହେବାକୁ ଯାଉଛି ଆଉ ତାହା କି ପ୍ରକାର ରୂପ ନେବାକୁ ଯାଉଛି। ତେଣୁ ସଭିଙ୍କ ପାଇଁ ସତର୍କ ରହିବାର ୱାର୍ନିଙ୍ଗ ଆଉ ସଭିଙ୍କୁ ବାହାରକୁ ନ ଯିବାକୁ ଅନୁରୋଧ କରା ଯାଉଛି। ଅଧିକ ବର୍ଷା କାରଣରୁ କିଛି କିଛି ସ୍ଥାନ ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇ ପାରେ।

Leave a Reply

Your email address will not be published. Required fields are marked *