ଲକ ଡାଉନ ପରେ ବିବାହ କରିବେ ଏହି ପ୍ରସିଦ୍ଧ ଓଡିଆ ହିରୋ ହିରୋଇନ

odia-actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ,ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଲକଡାଉନ୍ ପଡିବା ପୂର୍ବରୁ ଏମିତି କିଛି ସେଲିବ୍ରେଟି ମାନେ ମାନେ ଓଲିଉଡର କିଛି କଳାକାର ମାନେ ବିବାହ ହେବେ ବୋଲି ପ୍ରତିଶୃତି ନେଇ ଥିଲେ । କିଛି ଙ୍କର ନିର୍ବନ୍ଦ ସରି ଥିବା ବେଳେ କିଛି ଙ୍କର ନିର୍ବନ୍ଦ ହୋଇ ନାହିଁ । ହେଲେ ସେମାନେ ନିର୍ବନ୍ଦ କରିବା ପାଇଁ ରାଜି ହୋଇ ଥିଲେ । ହେଲେ ବର୍ତମାନ ସମୟ ରେ ଲକଡାଉନ୍ ପାଇଁ ସେମାନେ ଏହି ନିର୍ବନ୍ଧ କୁ ଘୁଞ୍ଚାଇ ଦେଇ ଥିଲେ । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ସେଲିବ୍ରଟି ଙ୍କ ବିଷୟ ରେ କହିବୁ ଯେଉଁ ମାନେ ଏହି ଦିନ ରେ ସେମିତି ହିଁ ପରିସ୍ଥିତି ରେ ରହିଛନ୍ତି ।

sradha

ଏହି ଲିଷ୍ଟ ରେ ପ୍ରଥମେ ରାଜେଶ ଏବଂ ଶ୍ରଦ୍ଧା ରହିଛନ୍ତି । ଏହି ଦୁଇଙ୍କ ଯୋଡି ରିଲ ଲାଇଫ୍ ରୁ ରିୟଲ ଲାଇଫ୍ ରେ ପରିଣତ ହୋଇ ଥିଲା । ପ୍ରଥମ ଥର ପାଇଁ ସେମାନେ ରିଲ ଲାଇଫ୍ ରେ ଭେଟ ହୋଇ ଥିଲେ ଏବଂ ପରେ ସେମାନେ ପ୍ରେମ ରେ ପଡିବା ପରେ ସେମାନେ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିଲେ ହେଲେ ଲକଡାଉନ୍ ପାଇଁ ଏବେ ସ୍ଥଗିତ ରହିଛି।

prakruti

ଦୁଇ ରେ ରହିଛନ୍ତି ପ୍ରକୃୃତି ମିଶ୍ର । ସେ ରାତୁଲ ଙ୍କୁ ଭଲ ପାଆନ୍ତି । ସେ ଜଣେ ବିଜନେସ ମ୍ୟନ ଅଟନ୍ତି । ସେମିତି ବେଳେ ଏହି ଦିନ ରେ ଏମାନେ ନିର୍ବନ୍ଧ ସରି ଦେଇ ଥିବା ବେଳେ କେବଳ ବିବାହ କୁ ଅପେକ୍ଷା ରହିଛି ।

love

ସେହି ପରି ବେଳେ ତିନି ରେ ରହିଛନ୍ତି ଅମର ଏବଂ ଜେସୀ ଯେଉଁ ମାନେ ଏହି ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହେବେ କେବଳ ଲକଡାଉନ୍ କୁ ଖୋଲିବାର ରହିଛି । ଏହା ପରେ ରହିଛନ୍ତି ସାତ୍ୱୀକ ଏବଂ ସବିତା । ଯେଉଁ ମାନଙ୍କ ପରିବାର ଲୋକ ମାନେ ନିକଟ ରେ ମିଶି ଥିଲେ ଏବଂ ଏଠାରେ ସେମାନଙ୍କ ବିବାହ ବି ବହୁତ ଶିଘ୍ର ହେବ ବୋଲି ଘୋଷଣା ହୋଇ ଥିଲା କେବଳ ଲକଡାଉନ୍ ଖୋଲିବାର ର ହିଁ ଅପେକ୍ଷା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *