ସାରା ଜୀବନ ଦୁଃଖରେ ରୁହନ୍ତି ଏହି ଦୁଇଟି ନାମର ଝିଅ।

girl

ଦୁଃଖ ସୁଖ ଆମ ସଭିଙ୍କ ଜୀବନରେ ଲାଗି ରହିଥାଏ। ଏହାକୁ ସମସ୍ତେ ଜୀବନର ଦୁଇଟି ପାର୍ଶ୍ଵ ବୋଲି ବିବେଚନା କରନ୍ତି ଆଉ ଏହାକୁ ଜୀବନରେ ସବୁ ଲୋକ କେବେ ନା କେବେ ଭୋଗ ନିଶ୍ଚୟ କରନ୍ତି । ଏହାକୁ ବିବାହ ଆଗରୁ ସମସ୍ତେ ନିଜର ପରିବାର ସହ ଅଥବା ବାପା ମା ଙ୍କ ସହ ଏହାକୁ ଭୋଗ ନିଶ୍ଚୟ କରିଥାନ୍ତି । ମାତ୍ର ବିବାହ ପରେ ଏହାର ଅର୍ଥ କିଛି ଅଲଗା ହେଇଥାଏ। କହିବାର ଅର୍ଥ କି ବିବାହ ପରେ ସୁଖ ଦୁଃଖ ଉଭୟ ପୁଅ ତଥା ଝିଅଙ୍କର ମିଳିତ ହେଇ ଯାଇଥାଏ। ବିବାହ ପରେ ନା କେବଳ ପୁଅ ଆଉ ଝିଅ ଏକତ୍ର ହେଇଥାନ୍ତି ବରଂ ତାଙ୍କ ପରିବାର ମଧ୍ୟ ଏକତ୍ର ହେଇ ଯାଇଥାଏ।

women

ତେବେ ଏହା କୁହାଯାଏ କି ସ୍ୱାମୀ ଆଉ ସ୍ତ୍ରୀଙ୍କର ସମ୍ପର୍କ ଯେତେ ଭଲ ରହିବ ସେମାନଙ୍କ ଭାଗ୍ୟ ତଥା ଜୀବନ ସେତେ ଭଲ ରହିବ ଆଉ ସେମାନେ ସେତେ ହି ସୁଖରେ ଜୀବନ କାଟି ଥାଆନ୍ତି। ବେଳେବେଳେ ଜୀବନରେ ଅନେକ ଅସୁବିଧା ଆସିଥାଏ ଆଉ ଏହାପାଇ ଅନେକ ସମସ୍ୟା ହୁଏ ସ୍ୱାମୀ ଆଉ ସ୍ତ୍ରୀଙ୍କର ଜୀବନରେ। ଏହି ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କ ଠାରୁ ଅଲଗା ଅଟେ। ହିନ୍ଦୁ ବିବାହ ଅନୁସାରେ ଆମେ ଯେତେବେଳେ ବି ବିବାହ ବେଦୀ ଉପରେ ଥାଉ ସେତେବେଳେ ଆମେ ଆମ ଜୀବନ ସାଥୀଙ୍କୁ କିଛି କଥା ଦେଇଥାଉ। ଏହା ଭିତରୁ ଯଦି ଗୋଟେ ବି କାମ ଆମେ କରି ପାରିବା ନାହିଁ ତେବେ ତାହାଦ୍ୱାରା ସ୍ୱାମୀ ଆଉ ସ୍ତ୍ରୀଙ୍କ ଭିତରେ ବିବାଦ ବଢି ଯାଇଥାଏ। ଅର୍ଥାତ ଜୀବନରେ ସେମାନେ ଜୀବନ ସଂଗ୍ରାମ କରିବା ଆଗରୁ ହି ହାରି ଯାଇଥାନ୍ତି।

ଏହି ସମସ୍ୟା ଆଧାରରେ ହି ସେମାନେ ନିଜର ଜୀବନର ସୁଖ ତଥା ଶାନ୍ତି ହାରି ଦେଇ ଥାଆନ୍ତି। ଏହାପାଇଁ ଆବଶ୍ୟକ ଥାଏ ବୁଝାମଣା ତଥା ବୋଝ। ଆପଣ ଜାଣିଛନ୍ତି କି ବହୁତ ଝିଅ ଦୁନିଆରେ ଏପରି ଅଛନ୍ତି ଯେଉଁମାନେ ନିଜର ହୃଦୟ କଥା ଖୋଲି କହି ପାରନ୍ତି ନାହିଁ ତେଣୁ ସେମାନେ ମନରେ ମନରେ ହି ଦୁଖୀ ରହିଥାନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଖରେ ସେପରି ଝିଅ ମାନଙ୍କ ବାବଦରେ କହିବାକୁ ଯାଉଛୁ ।

women

୧:- ପ୍ରଥମ ନାମ ଥିବା ଝିଅ ହେଉଛନ୍ତି ଏ ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି ଆଉ ସେମାନଙ୍କ ପାଖରୁ ସେମିତି ହି ଭଲପାଇବା ଆଶା କରିଥାନ୍ତି। ମାତ୍ର ସେମାନଙ୍କୁ ତାହା ନ ମିଳିବା ଦ୍ୱାରା ସେମାନେ ମନରେ ମନରେ ହି ଦୁଖୀ ହେଇ ଯାଇଥାନ୍ତି। ଅର୍ଥାତ ସେମାନେ କିଛି କିଛି କଥା ମନରେ ଲୁଚାଇ ରଖନ୍ତି ଆଉ ତାଙ୍କ ମନରେ ସର୍ବଦା ତାଙ୍କ ସାଥୀଙ୍କୁ ହରେଇବାର ଡର ଲାଗି ରହିଥାଏ।

୨:- ଦ୍ୱିତୀୟ ହେଉଛି ଏସ ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ନିଜ ସ୍ୱାମୀଙ୍କ ଉପରେ କେବେ ବି ଖୁସି ହୋଇ ରହି ପାରନ୍ତି ନାହିଁ। ସେ ନିଜ ସ୍ୱାମୀଙ୍କୁ ସର୍ବଦା ଅନ୍ୟ ଝିଅଙ୍କ କଥାରେ ସନ୍ଦେହ କରନ୍ତି ଆଉ ସର୍ବଦା ଦୁଃଖରେ ରୁହନ୍ତି।

Leave a Reply

Your email address will not be published. Required fields are marked *