ବଡ ଖବର – ଏ ସବୁ ଜିଲ୍ଲାକୁ ମାଡି ଆସୁଛି ବିପଦ , ହେବ 5 ଦୀନ ପ୍ରବଳ ବର୍ଷା

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଏବେ ଏବେ ପାଣି ପାଗ ବିଭାଗ ପକ୍ଷ ରୁ ଏକ ନୂଆ ଅପଡେଟ୍ ଆସିଛି ଜାହାକି ଆଜି ଠାରୁ ଆଗାମୀ ତିନି ଦିନ ଯାଏ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବିଜୁଳୀ ଘଡ଼ଘଡୀ ବର୍ଷା କୁ ନେଇ ସତର୍କ ସୂଚନା ଜାରୀ କରିଛି ଆଞ୍ଚଳିକ ପାଣି ପାଗ ବିଭାଗ , ତେବେ ଏଠାରେ ଆପଣ ମାନଙ୍କୁ ସତର୍କ ରହିବା ପାଇଁ ପଡିବ ଜାହା ପାଇଁ 16 ଟି ଜିଲ୍ଲା କୁ ୱେଲୋ ୱାର୍ଣିଂ ଜାରି କରିବା ସହିତ କିଛି ଜିଲ୍ଲା କୁ ମଧ୍ୟ ହାଇ ଏଲୋର୍ଟ ରେ ରଖା ଜାଇଛି ।

rains

ତେବେ ସେହି ଜିଲ୍ଲା ଗୁଡିକ କଣ ରହିଛି ଏବଂ କଣ ରହିଛି ପାଣି ପାଗ ପକ୍ଷ ରୁ ଅପଡେଟ୍ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏବଂ ଆପଣ ମାନଙ୍କୁ ଏହା ପାଇଁ ସତର୍କ ରହିବା ପାଇଁ ପଡିବ , ଆପଣ ମାନେ ଦେଖି ପରିବେ ଆଞ୍ଚଳିକ ପାଣଇ ପାଗ ବିଭାଗ ପକ୍ଷ ରୁ କେଉଁ ଭଳି ଭାବେ ଟୁଇଟ୍ କରି ସୂଚନା ଦିଆ ଜାଇଛି କି ଆଗାମୀ 24 ଘଣ୍ଟା ମଧ୍ୟ ରେ ଲଗାଣ ବର୍ଷା ରେ ଭିଜିବ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶା ପ୍ରବଳ ବର୍ଷା ସହିତ ବଜ୍ରପାତ କୁ ନେଇ ସୂଚନା ଦେଇଛି ପାଣି ପାଗ ବିଭଗ ,

ଏଥି ପାଇଁ କିଛି ଜିଲ୍ଲା କୁ ୱଲୋ ୱାର୍ଣ୍ଣଂ ଜୀରୀ ହୋଇ ଥିବା ବେଳେ ଏହି ଜିଲ୍ଲା ମଧ୍ୟ ରେ ବାଲେଶ୍ୱର , ଭଦ୍ରକ , କଟକ, ଜଗତସିହଂ ପୁର, ଜାଜପୁର , କେନ୍ଦ୍ରାପଡା , ଗଜପତି , ଗଞାମ୍ , ଖୋର୍ଦ୍ଧା ପୁରୀ , ନୟାଗଡ , ରାଜଗଡା , କନ୍ଧମାଳ , କେଉଁ ଝର ,ମୟୁରଭଞ, ଏବଂ କୋରାପୁଟ୍ ଜିଲ୍ଲା କୁ ୱଲୋ ୱାର୍ଣିଂ ଦିଆ ଜାଇଛି ।

ଆଜି ଠାରୁ 21 ତାରି୍ଖ ଯାଏ ରାଜ୍ୟ ରେ ଘୂର୍ଣି ଝଡ ସହିତ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଏହି ଦିନ ରେ ସତର୍କତା ଅବଲମ୍ବନ ପାଇଁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଜାଇଛି । ଏହା ସହିତ ବିପଦ ରହି ଥିବା ଜିଲ୍ଲା ମାନଙ୍କୁ କେନ୍ଦ୍ର ପକ୍ଷ ରୁ ବି ୱଲୋ ୱାର୍ଣିଂ ଜାରୀ ହୋଇଛି ,

rain

ଏପର ପକ୍ଷ ରେ ଏହାକୁ ଦୃଷ୍ଟି ରେ ରଖି ଯେକୈଣସି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ପାଳ ମାନଙ୍କ ପକ୍ଷ ରୁ ସୂଚନା ଦିଆ ଜାଇଛି। ସେହି ପରି ଏହି ସମୟ ରେ ସମୁଦ୍ର ମଧ୍ୟ କୁ ମତ୍ସ୍ୟଜିବୀ ମାନଙ୍କୁ ବି ନ ଯିବା ପାଇଁ ମନା କରି ଦିଆ ଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *