ଏବେ ଏବେ ଆସିଲା ବଡ ଖବର ବଢିଲା ଲକଡାଉନ୍ – ଏହି ରାଜ୍ୟ ସରକାର 5 ଜୁଲାଇ ପର୍ଯ୍ୟନ୍ତ ବଢେଇଲେ ଲକଡାଉନ୍ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ କୋରନା ରେ ରିପୋର୍ଟ ଅନୁସାରେ କୋରନା ଗ୍ରାଫ୍ ଏବେ ତଳକୁ ଖସୁଛି । କିନ୍ତୁ ଏହା ସହିତ ତୃତୀୟ ଲହରୀ କୁ ନେଇ ଭୟ ମଧ୍ୟ ରହୁଛି । ଏବେ ଏବେ ତୃତୀୟ ଲହରୀ କୁ ନେଇ ବହୁତ ଭୟ ବି ରହୁଛି , ଏବେ ସରକାର ତୃତୀୟ ଲହରୀ କୁ ଦୃଷ୍ଟି ରେ ରଖି ସମସ୍ତ ସ୍ୱଳ୍ପ କଟକଣା କୁ ମୁକ୍ତି କରିବା ପାଇଁ ଭାବିଛନ୍ତି ।

ଏବଂ ଅନ୍ୟ ସହର ଗୁଡିକ ରେ ଯେଉଁ ଗୁଡିକ ରେ ଅଧିକ ସଂଙ୍କ୍ରମଣ ହେଉଛି ସେହି ସହର ଗୁଡିକ ରେ ନୁଆ ଗାଇଡ ଲାଇନ୍ ଜାରି କରିବେ ବୋଲି ସୂଚନା ରହିଛି। ଏବେ ଏହି କ୍ରମରେ ସବୁ ରାଜ୍ୟ ନିଜ ନିଜ ରାଜ୍ୟରେ କୋରନା ର ସ୍ଥିତି ଦେଖି ଲକଡାଉନ ଓ ଅନଲକର ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି ।

Haryana government

ଏହା ସହିତ ରବିବାର ଠାରୁ ଲକଡାଉନ୍ ର ଅଳ୍ପ କୋହଳ ମଧ୍ୟ କରାଜାଇଛି । ସେହି ପରି ହରିଆଣା ସରକାର ନୂଆ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବା ସହିତ କିଛି କଟକଣା କୁ କୋହଳ ବି କରିଛନ୍ତି । ତେବେ ନୂଆ ଗାଇଡ ଲାଇନ୍ ଅନୁସାରେ ହରିଆଣା ରେ ସବୁ ଅଙ୍ଗନୱାଡୀ କେନ୍ଦ୍ର କୁ 31 ଜୁଲାଇ ପର୍ଯ୍ୟନ୍ତ ବନ୍ଧ ରଖିବା ପାଇଁ ସୂଚନା ଦିଆ ଜାଇଛି ।

ହେଲେ କୋଭିଡ୍ ର ସମସ୍ତ ନିୟମ କୁ ପାଳନ କରି ଯେଉଁ ପିଲା ମାନେ ପ୍ରାକ୍ଟିକାଲ କିମ୍ବା ଗବେଷଣା କରୁଛନ୍ତି । ସେମାନଙ୍କ ପାଇଁ ଏହି ଗାଇଡ ଲାଇନ୍ ଜାରି ରହିବ ନାହିଁ । ଏହି ଦିନ ପରେ ପରେ କୋଭଇଡ୍ ନିୟମ କୁ ପାଳନ କରିବା ପାଇଁ ସବୁ ବିଶ୍ୱ ବିଦ୍ୟାଳୟ କୁ କୁହା ଜାଇଛି । ସେମିତି ବେଳେ ସମସ୍ତ ଙ୍କୁ କୋଭିଡ୍ ନିୟମ ର ପାଳନ ଏବଂ ଡିଷ୍ଟାନ୍ସ ମ୍ୟଣ୍ଟେନ୍ କରିବା ପାଇଁ ତଥା ସ୍ୟାନିଟାଇଜ ହେବା ପରେ ହିଁ କ୍ୟାମ୍ପସରେ ପ୍ରବେଶ କରିବେ ବୋଲି କୁହା ଜାଇଛି ।

lock

ବର୍ତମାନ ସମୟ ରେ ହରିୟାଣା ସରକାରଙ୍କ ନୂଆ ଗାଇଡ୍ ଲାଇନ ଅନୁସାରେ ବର୍ତ୍ତମାନ ସକାଳ 9 ରୁ 8 ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେହିଭଳି ମହଲ ଗୁଡିକ ବି ଦିନ 10 ରୁ ରାତି 8 ପର୍ଯ୍ୟନ୍ତ ଖୋଲା ରହିବ । ସେହି ପରି ଧାର୍ମିକ ଅନୁଷ୍ଠାନ ଏବଂ ମନ୍ଦିର ଗୁଡିକ ରେ 50 ପ୍ରତିଶତ ଶ୍ରଦ୍ଧାଳୁ କୁ ନେଇ ମନ୍ଦିର କାର୍ଯ୍ୟ କରାଯିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *