କୋରନା ଟୀକା କୁ ନେଇ ଆସିଲା ବଡ ଖବର, P&G ଗ୍ରାହକ ମାନଙ୍କ ପାଇଁ ବହୁତ ଖୁସୀ ଖବର ।

ଆଜି ଆମେ ଆପଣଙ୍କ ପାଖରେ ଦୈନିକ ବଡ଼ ଖବର ନେଇକି ଆସିଛୁ। ଏହାକୁ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଏବେଠାରୁ ଦୋକାନ ଆଗରେ ଲାଗିବ କରୋନା ଟୀକା ପ୍ରମାଣପତ୍ର। କାଲିଯାଏ ଟୀକାକରଣ କୁ ତ୍ୱରାନ୍ୱିତ କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି ଆମର ସରକାର। କାଲି ଯାଏ ଦୈନିକ ଭାବେ ୧.୫ ଲକ୍ଷ ଟୀକା ଦିଆ ଯାଉଥିଲା ମାତ୍ର କାଲିଠୁ ଏହାକୁ ଦୁଇଗୁଣ କରିବା ପାଇଁ ଅଭିନବ ପଦକ୍ଷେପ ନେଇଛନ୍ତି ଗଞ୍ଜାମର ଜିଲ୍ଲାପାଳ।

Vaccine

ଏହାପର ଖବର ହେଉଛି କି ପିଏନଜି ଗ୍ରାହକ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଆସିଲା ଗ୍ୟାସ ଚୁଲା ଯାହା କି ଗ୍ରାହକ ମାନଙ୍କୁ ମାଗଣାରେ ମିଳିବାକୁ ଯାଉଛି।ଭାରତର ପେଟ୍ରୋଳିଆମ ଆଉ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟ୍ରୋଳିଆମ ସୁରକ୍ଷା ଗବେଷଣା ପରିଷଦ ଅଥବା ପିସିଆରଆଇ ପକ୍ଷରୁ ଏକ ବଡ଼ ଖବର ପ୍ରକାଶିତ କରା ଯାଇଛି। ସାରା ଦେଶରେ ପ୍ରାୟ ୧୦ ଲକ୍ଷ ଗ୍ୟାସ ଚୁଲା ବାଣ୍ଟିବା ପାଇଁ ପ୍ରୟାସ କରା ଯାଉଛି।

ବିଶ୍ୱ ଟେଷ୍ଟ ଚାମ୍ପିଆନଶୀପ ହାରିଲେ ଅଥବା ଡ୍ର କଲେ ଭାରତର କ୍ଷତି। ଦୁଇଦଳ ଭିତରେ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶୀପର ଫାଇନାଲରେ ଉଭୟ ଭାରତ ଆଉ ନିଉ ଜିଲାଣ୍ଡ ଚମକତାର ପ୍ରଦର୍ଶନ କରିଥିଲେ ମାତ୍ର ସାଉଥଆମ୍ପଟନ ରେ ବର୍ଷା ହେବା କାରଣରୁ ଭାରତ ଆଉ ନିଉ ଜିଲାଣ୍ଡ ଭିତରେ ହେଉଥିବା ଫାଇନାଲ ରଦ୍ଧ ହେଇ ଯାଉଛି। ଏହା ସହିତ ଯଦି ଭାରତ ଏହାକୁ ଜିତିଥାନ୍ତା ତାହେଲେ ସେ ୧୨୪ ରେଟିଂ ସହ ନମ୍ବର ଏକ ରେ ରହିଥାନ୍ତା ମାତ୍ର ଯଦି ଡ୍ର ହୁଏ ତାହେଲେ ନିଉ ଜିଲାଣ୍ଡ ଏକ ନମ୍ବରକୁ ଚାଲିଯିବ।

ଖୁସି ଖବର। ଦେଶରେ ଦୈନିକ ସଂକ୍ରମଣରେ କ୍ରମାଗତ ହ୍ରାସ ଦେଖା ଯାଉଛି। ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ଭାରତରେ ଏହି କିଛି ଦିନ ମାନଙ୍କ ଭିତରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ କେସ ଦେଖା ଯାଇଛି। ଆଜି ପ୍ରାୟ ୧୬ ଲକ୍ଷ ନମୁନା ପରୀକ୍ଷା କରା ଯାଇଥିବା ସମୟରେ ସେଥିରେ ୫୦ ହଜାରରୁ କମ କେସ ଆସିଛି।

corona

ଆସନ୍ତା ଜାନୁଆରୀରୁ ଭାରତରେ ଏୟାରଟେଲ ର ୫ଜି ନେଟୱର୍କ ଆରମ୍ଭ। ଏୟାରଟେଲ ଟିସିଏସ କମ୍ପାନୀ ଆସନ୍ତା ଜାନୁଆରୀ ୨୦୨୨ ଠାରୁ ୫ଜି ନେଟୱର୍କ ଭାରତରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇ ସାରିଛି।

ଆଜିଠୁ ଓଡିଶା ଏସଆଇ ପରୀକ୍ଷା , ଜାଣନ୍ତୁ କେତେ ଲୋକ ଭାଗିଦାର। ଆଜିଠାରୁ ଓଡିଶା ପୋଲିସର ସବ ଇନସ୍ପେକ୍ଟର ପରୀକ୍ଷାର ଫର୍ମ ପକା ସରିଛି। ପ୍ରାୟ ୪୭୭ଟି ପଦବୀ ପାଇଁ ଏଯାଏ ପ୍ରାୟ ୨୮୭୭ ଫର୍ମ ଭରା ସରିଛି।

ଦୁଷ୍କର୍ମ ମାମଲାକୁ ରଦ୍ଧ କଲା ହାଇ କୋର୍ଟ। ୧୭ ବର୍ଷ ଜେଲରେ ରହିବା ପରେ ଖଲାସ ହେଲେ। ୨୦୧୨ ମସିହା ଜାନୁଆରୀ ୧୯ ତାରିଖରେ ଅଭିଯୁକ୍ତ ଦିଲୀପ କୁମାର ସ୍ୱାଇଁଙ୍କୁ ଅଦାଲତର ଦୋହରା ଜଜ୍ ଆଇପିସିର ଦଫା ୩୭୬ ୨ଜି ଦ୍ୱାରା ଆଜୀବନ କାରାଦଣ୍ଡ ଦିଆ ଯାଇଥିଲା। ଏହାକୁ ରଦ୍ଧ କରିଛି ହାଇ କୋର୍ଟ।

ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଆତ୍ମା। ଏହି ଆତ୍ମା ମେସିନ ସେଠାରେ ଲାଗିସାରିଛି। ଏହାର ପୁରା ନାମ ହେଉଛି ଅଟୋମେଟିକ ଟିକେଟ ଚେକିଂ ଏଣ୍ଡ ମ୍ୟାନେଜମେଣ୍ଟ ଆକ୍ସିସ ସିଷ୍ଟମ। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଚେକ ହେଇପାରିବ।

mashin

ଭାରତରେ ୨୨ ଡେ଼ଲ୍ଟା କୋଭିଡ ନୂଆ ଭେରୀଆଣ୍ଟ ମିଳିଛି। ଏହାର ଅଧିକାଂଶ କେସ ମହାରାଷ୍ଟ୍ରରେ ମିଳୁଛି।

ଭାରତରେ ନକଲି ଔଷଧର ତଦନ୍ତ ଜାରି।
[23/06, 14:30] Debi Cont. UN 2: ଆଜିର ବ୍ରେକିଙ୍ଗ ନିଉଜ।

Leave a Reply

Your email address will not be published. Required fields are marked *