ବଡ଼ ଖବର, ୮ଟି ଜିଲ୍ଲା ହେବ ଅନଲକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କଲେ । କିଛି ରାଜ୍ୟ ମାନଙ୍କରେ ଲକଡାଉନ ଖୋଲିଯିବାର ଅଛି। ତେବେ ଜାଣନ୍ତୁ ଏହା କେଉଁ କେଉଁ ଜିଲ୍ଲା ଅଟେ। ଆସନ୍ତୁ ଜାଣିବା।

ଆପଣ ଯେପରି ଜାଣନ୍ତି କି ଓଡ଼ିଶାରେ କରଣାର ଦ୍ୱିତୀୟ ଲହରୀର ପ୍ରଭାବ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ବହୁତ କମ ଅଛି। ତଥାପି କିଛି କିଛି ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ଅଧିକ ଅଛି ଆଉ ଏମାନେ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାର କାରଣ କି ସେହି ସ୍ଥାନ ମାନଙ୍କରେ ସବୁ ବ୍ୟବସ୍ଥା ନାହିଁ। କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବା ପରେ ହି ରାଜ୍ୟ ସରକାର ରାଜ୍ୟରେ ସପ୍ତାହକୁ ପାଞ୍ଚ ଦିନ ଲକଡାଉନ ତଥା ଦୁଇ ଦିନ ଶଟ ଡାଉନ ଘୋଷଣା କରିଥିଲେ। ମାତ୍ର ଏହା ଭିତରେ ବି କିଛି କିଛି ସ୍ଥାନ ମାନଙ୍କରେ ଦୋକାନ ବଜାର ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ମାତ୍ର ଏବେ ଏକ ବଡ଼ ଖୁସି ଖବର ଆସୁଛି। କୁହା ଯାଉଛି କି କିଛି କିଛି ଜିଲ୍ଲା ମାନଙ୍କରେ ଲକଡାଉନ ସମ୍ପୂର୍ଣ ରୂପେ ଖୋଲିବାକୁ ଯାଉଛି। ଅଥବା ଏହି ଜାଗାମାନଙ୍କରେ ଲକଡାଉନ ସମ୍ବନ୍ଧୀୟ ସବୁ ନିୟମ କଟକଣା କୋହଳ କରା ଯିବାକୁ ଯାଉଛି।

nabine p

ଏପରି ଜଣା ପଡୁଛି କି ରାଜ୍ୟର ୧୨ଟି ଜିଲ୍ଲା ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ନବରଙ୍ଗପୁର, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ସୋନପୁର, ନୂଆପଡା , କଳାହାଣ୍ଡି, ଗଂଜାମ, କନ୍ଧମାଳ ଆଉ ଗଜପତି ଅଂଚଳ ରେ ସଂକ୍ରମଣ ଥିବା ବ୍ୟକ୍ତି ମାନଙ୍କର ସଂଖ୍ୟା ୫% ରୁ ବି କମ ହେଉଛି। ତେବେ ସରକାର ଘୋଷଣା କରିଛନ୍ତି କି ଏହି ସ୍ଥାନମାନଙ୍କରେ ଅନଲକ କରିବେ। ଆଜି ଯଦି ଆମେ ଝାରସୁଗୁଡା ଜିଲ୍ଲାରେ ସଂକ୍ରମଣ ଦେଖିବା ତାହେଲେ ତାହା ୫୦ ରୁ ବି କମ ଅଛି।

ଏକ ସମୟ ଥିଲା ଯେଉଁ ସମୟରେ କି ଏଠାରେ ଦିନକୁ କେସ ୪୦୦ ରୁ ଅଧିକ ଯାଉଥିଲା। ମାତ୍ର ଏବେ ସେଠାରେ ପରିସ୍ଥିତି ନିୟନ୍ତ୍ରଣ ରେ ରହିଛି। ତେଣୁ ଏଠାରେ ସରକାର କିଛି ନିୟମ କୋହଳ କରିବା ପାଇଁ ସ୍ଥିର କରୁଛନ୍ତି। ୭.୦୦ ରୁ ୧୧ ଯାଏ ଯେଉଁ ବଜାର ଖୋଲା ରହୁଛି ସେହି ନିୟମ କୁ କୋହଳ କରା ଯାଇପାରେ ଅଥବା ୭.୦୦ ରୁ ୧.୦୦ ଯାଏ ଦୋକାନ ବଜାର ଖୋଲା ରହି ପାରେ। ଏହା ନିଶ୍ଚିତ ରୂପେ ଲୋକ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ଅଟେ।

lock

ଏହା ସମ୍ବନ୍ଧରେ ରାଜ୍ୟ ସରକାର ବହୁତ ବିଚାର ବିମର୍ଶ କରିବା ପରେ ଏହା ସ୍ଥିର କଲେ କି ଯେଉଁ ସବୁ ସ୍ଥାନ ମାନଙ୍କରେ ସଂକ୍ରମଣ ହାର ୫% ରୁ କମ ଅଛି ସେହି ଜାଗା ମାନଙ୍କରେ ଲକଡାଉନ ହଟେଇ ଦେଇ ପାରନ୍ତି। ଆପଣଙ୍କୁ କହି ରଖୁଛୁ କି ସଂକ୍ରମଣ ହାର କମିବା ସହ ଆକ୍ଟିଭ କେସ ବି କମ ହେଉଛି। ତେଣୁ ଏହି ସବୁ ଜାଗା ମାନଙ୍କରେ ଅନ ଲାକ କରିବାର ଘୋଷଣା ହେଇ ପାରେ। ଗତ ମେ ମାସରେ ଲକଡାଉନ ହେବା ପରେ ଉଠା ଦୋକାନୀ ତଥା ଯାନବାହନ ଚଳାଚଳ କରୁଥିବା ଲୋକମାନଙ୍କୁ ଅସୁବିଧା ହେଉଥିଲା। ଏମିତି ରେ ଯଦି ଲକଡାଉନ ହଟିଯିବ ତାହେଲେ ସେମାନଙ୍କ ପାଇଁ ସୁବିଧା ହେଇପାରେ ବୋଲି ଆମ ସରକାର ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *