ସୁପରହିଟ ଯୋଡି ଚନ୍ଦନ ଆଉ ମୋହନା ଏବେ ଫେରୁଛନ୍ତି।

chadan

ବଡ ପରଦା ଉପରେ ଆଉ ଏକ ଚ୍ୟାନେଲ ଏବେ କିଛି ଦିନ ହେବ ଲଞ୍ଚ ହେଇଛି ଯାହାର ନାମ ସିଦ୍ଧାର୍ଥ ଟିଭି। ଏହି ଟିଭି ଉପରେ ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି ଚନ୍ଦନ ଆଉ ଲିସା। ତୋ ଅଗଣାର ତୁଳସୀ ମୁ ସିରିଏଲ ପରଠାରୁ ବଡ଼ ଲୋକପ୍ରିୟ ଥିବା ଏହି ଯୋଡି ପୁଣି ଥରେ ବଡ଼ ପରଦା ଉପରେ ନଜର ଆସି ସଭିଙ୍କୁ ମନୋରଂଜିତ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଟିଭିରେ ଆଉ ଏକ ସିରିଏଲ ଲଞ୍ଚ ହେବାକୁ ଯାଉଛି ଯାହା ଉପରେ ଏମାନେ ନଜର ଆସିବାକୁ ଯାଉଛି।

chadan

ସିଦ୍ଧର୍ଥ ଟିଭିରେ ଆସୁଥିବା ସିରିଏଲ ଯାହାର ନାମ ହେଉଛି ମଙ୍ଗୁଳି କନ୍ୟା ଯାହା କି ଧାରାବାହିକ ଚନ୍ଦନ ଆଉ ଲିସାଙ୍କୁ ନିଜର ବଡ଼ ପରଦା ଉପରେ ଦେଖାଇବାକୁ ଯାଉଛି। ଲିସା ଯାହାଙ୍କର ଅସଲି ନାଁ ହେଉଛି ଛନ୍ଦିତା ତାଙ୍କୁ ଆଉ ଥରେ ସ୍କ୍ରିନ ଉପରେ ଦେଖିବାକୁ ମିଳିବ। ସାର୍ଥକ ଟିଭିର ଆଉ ଏକ ଧାରାବାହିକ, ” ତୋ ଅଗଣାର ତୁଳସୀ ମୁ” ଠାରୁ ସେମାନେ ଏତେ ଅଧିକ ଲୋକପ୍ରିୟ ହେଇଥିଲେ କି ଆଜି ସାର୍ଥକ ତଥା ସାରା ଓଡିଶା ର ଅନେକ ଲୋକ ତାଙ୍କୁ ଜାଣନ୍ତି ଆଉ ତାଙ୍କୁ ପସନ୍ଦ ମଧ୍ୟ କରନ୍ତି ।

ଏହି ଧାରାବାହିକ ତାଙ୍କୁ ତାଙ୍କର ଲୋକପ୍ରିୟତା ଦେଉଥିଲା। ତେବେ ମଝିରେ କିଛି ଦିନ ସେମାନେ ଆଉ ନଜର ଆସୁ ନଥିଲେ। ତେବେ ତାଙ୍କର ସମର୍ଥକ ମାନଙ୍କ ପାଇଁ ଏହା ବହୁତ ବଡ଼ ଖୁସି ଖବର ଅଟେ। ସେମାନେ ପୁଣି ଥରେ ସିଦ୍ଧାର୍ଥ ଟିଭି ର ଧାରାବାହିକ ଯାହାର ନାମ କି , ” ମଙ୍ଗୁଳି କନ୍ୟା” ଠାରେ ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି। ତେବେ ଏହା ବଡ଼ ଖୁସି ଖବର ଅଟେ।

ତେବେ ଅଭିନେତ୍ରୀ ଛନ୍ଦିତାଙ୍କର ଶେଷ ସିରିଏଲ ଥିଲା ତାରା ତାରିଣୀ ଯାହା କି ତରଙ୍ଗ ଟିଭିରେ ଦେଖିବାକୁ ମିଳୁଥିଲା ଆଉ ତାହା ପରେ ସେ ପୁଣି ସିଦ୍ଧାର୍ଥ ଟିଭିର ମଙ୍ଗୁଳି କନ୍ୟାର ନଜର ଆସିବେ ବୋଲି କୁହା ଯାଉଛି। ଅଭିନେତ୍ରୀ ଛନ୍ଦିତା ମଧ୍ୟ ଏହାକୁ କହିଛନ୍ତି ଆଉ କହିକି ହି ଏହାର ସତ୍ୟତା ପ୍ରକାଶ କରିଛନ୍ତି।

chadana

ଲିସା ନିଜର ଚମତକାର ଅଭିନୟ ଦ୍ୱାରା ସଭିଙ୍କ ହୃଦୟରେ ରାଜୁତି କରନ୍ତି ଆଉ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ କେବଳ ଏଇଥିପାଇଁ କାରଣ ସେ ଅଭିନୟ ଦ୍ୱାରା ସଭିଙ୍କ ହୃଦୟ ଜିତି ସାରିଛନ୍ତି। ତାଙ୍କର ଚମତ୍କାର ଅଭିନୟ ସଭିଙ୍କୁ ବାଇଆ କରିଛି।

ତେବେ ଏହି ଦୁଇଜଣ ଯୋଡି ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି। ଲିସା ଅଥବା ଛନ୍ଦିତା ସର୍ବଦା ସିରିଏଲ ମାନଙ୍କରେ ନେଗେଟିଭ ଭୂମିକା ଅଥବା ଖଲନାୟିକା ଭାବେ ନଜର ଆସନ୍ତି ଆଉ ଶେଷ ସିରିଏଲ ତାରା ତାରିଣୀ ଭିତରେ ବି ସେ ନେଗେଟିଭ କ୍ୟାରେକ୍ଟର ପ୍ଲେ କରିଥିଲେ। ତାଙ୍କର ନେଗେଟିଭ ରୋଲ କୁ ବି ସେ ଏତେ ଭଲ ଭାବରେ ପ୍ଲେ କରନ୍ତି କି ସବୁ ଲୋକ ତାଙ୍କୁ ଅଧିକ ପସନ୍ଦ କରିବାକୁ ଲାଗନ୍ତି ଆଉ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି। ଚନ୍ଦନ ସର୍ବଦା ଲିଡ଼ ରୋଲ ଅଥବା ହିରୋ ଭୂମିକାରେ ନଜର ଆସନ୍ତି। ତେବେ ଏହା ପ୍ରଥମ ଥର ଅଟେ କି ଚନ୍ଦନ ଆଉ ଲିସା ହିରୋ ଆଉ ହିରୋଇନ ଭାବେ ନଜର ଆସିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *