ସୂର୍ଯ୍ୟ ପରାଗ (10 June) ହାଣ୍ଡିଛାଡ ସଠିକ ସମୟ | ଓଡ଼ିଶାରେ ଦୃଶ୍ୟମାନ ହେବକି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ଜୁନ 10 ତାରିଖ ଗୁରୁବାର ଅର୍ଥାତ ଜ୍ୟେଷ୍ଟମାସ କୃଷ୍ଣପକ୍ଷ ଅମାବାଶ୍ୟା ତିଥିରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଜାଉଛି ଏହି ବର୍ଷ ସମୁଦାୟ ଚାରଟି ମହା ଯାଗତିକ ଦୂଶ୍ୟ ମହା ଆକାଶ ରେ ଦେଖିବାକୁ ମିଳିବ , ସେଥି ମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟ ପରାଗ ଅଟେ । ତେବେ ଆସନ୍ତା ଜୁନ 10 ତାରିଖରେ ବର୍ଷ 2021 ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଜାଉଛି ଏହି ସୂର୍ଯ୍ୟ ପରାଗ ଭାରତରେ କେଉଁ ସମୟରେ ଲାଗିବହାକୁ ଜାଉଛି ସୂତକ ବା ହାଣ୍ଡିଛାଡ ସମୟ କେତେ ଗର୍ଭବତୀ ମହିଳା ନିଶ୍ଚୟ କରନ୍ତୁ ଏହି କାମ ।

ବନ୍ଧୁଗଣ 10 ଜୁନ 2021 କୁ ସୂର୍ଯ୍ୟ ପରାଗ ଲାଗିବା କୁ ଜାଉଛି ଏବଂ କେଉଁ ଉପାୟ କରିବା ଦ୍ୱାରା ଆପମଙ୍କ ଶିଶୁ ଉପରେ କିଛିବି ପ୍ରଭାବ ପଡିବ ନାହିଁ , ଗର୍ଭବତୀ ମହିଳା ମାନେ ନିଶ୍ଚୟ କରନ୍ତୁ ଏହି କାମ , ବନ୍ଧୁଗଣ ବର୍ଷ 2021 ର ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ 2021 ଗୁରୁବାର ଦିନ ଲାଗିବାକୁ ଜାଉଛି ଯାହା ଭାରତରେ ଅବଶ୍ୟ ଦେଖା ଦେବ । ଏମିତିରେ ସୂର୍ଯ୍ୟ ପରାଗ ସମୟରେ ଲୋକ ମାନଙ୍କୁ ସବୁଠୁ ଅଦିକ ଚିନ୍ତା ତେବେ ହୋଇଥାଏ ଯେବେ ଆପଣଙ୍କ ଘରେ କୌଣସି ଗର୍ଭବତୀ ମହିଳା ଥିବେ , ଚନ୍ଦ୍ର ଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ଏହି ଦୁହିଁଙ୍କର ଯେୁଁ କିରଣ ହୋଇଥାଏ ତାହାର ନକାର୍ତ୍ମକ ଉର୍ଜାର ସବୁଠୁ ଅଧିକ ପ୍ରଭାବ ପଡିଥାଏ ଛୁଆ ଏବଂ ଗର୍ଭବତୀ ମହିଳାଙ୍କ ଉପରେ ।sun

ଏମିତିରେ ଗର୍ଭବତୀ ମହିଳାଙ୍କ ଶରୀର ଏତେ କମଜୁର ହୋଇଜାଇ ଥାଏ କି ସେମାନଙ୍କୁ ସୂର୍ଯ୍ୟ ପରାଗ ସମୟରେ କେତେ ପ୍ରକାର ସାବଧାନ ଅବଲମ୍ବନ କରିବାକୁ ପଡିଥାଏ ଯାହା ଦ୍ୱାରା କି ତାଙ୍କର ଗର୍ଭ ସୁରକ୍ଷିତ ରହି ପାରିବ , 10 ଜୁନ 2021 କୁ ଲାଗିବାକୁ ଜାଉଥିବା ସୂର୍ଯ୍ୟ ପରାଗ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଟେ , ତ ଏହି ସୂର୍ଯ୍ୟ ପରାଗ ର ସଠିକ୍ ସମୟ ସୀମା ସୂତକ କାଳ ବା ହାଣ୍ଡିଛାଡ ସମୟ ମାନ୍ୟ ହେବ ନା ନାହିଁ , ଗର୍ଭବତୀ ମହିଳା କଣ କରିବା ଉଚିତ ଏବଂ କଣ ନକରିବା ଉଚିତ ଏହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ସେଥିପାଇଁ ଏହି ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ବନ୍ଧୁଗଣ ପ୍ରଥମେ ଜାଣି ରଖିବା ପରାଗ ଲାଗିବାର ସମୟ ଏବଂ ଗ୍ରାସ ସମୟ ଆସନ୍ତା ଜୁନ 10 ତାରିଖ ଗୁରୁବାର ଦିନ ଲାଗିବାକୁ ଜାଉଥିବା ସୂର୍ଯ୍ୟ ପରାଗ ହେଉଛି ଆଂସିକ ସୂର୍ଯ୍ୟ ପରାଗ ମାନେ ଏହା ଭରତରେ ଆଂସିକ ଦୂଶ୍ୟମାନ ହେବ , ଏହି ପରାଗର ଗ୍ରାସ ବା ପରାଗ ଲାଗିବାର ସମୟ ହେଉଛି ଅପରାହ୍ନ 1 ଟା ବାଜି 42 ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ବାଜି 41 ମିନିଟ୍ ପର୍ଯ୍ୟନ୍ତ ରହିବ ଏହି ପରାଗ ମହା ଆକାଶ ରେ ପ୍ରାୟ 5 ଘଣ୍ଟା ପର୍ଯ୍ୟନ୍ତ ଦୂଶ୍ୟମାନ ହେବ । ଏବେ ଆସନ୍ତୁ ଜାଣିବା ପରାଗର ସୂତକ ସମୟ ମାନ୍ୟ ହେବ ନା ନାହିଁ ସାଧାରଣ ତହ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ବାର ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାଖ ନିସେଦ୍ଧ ବା ହାଣ୍ଡିଛାଡ କରାଜାଇ ଥାଏ , ଏହି ସମୟ କୁ ସୂତକ ସମୟ ମଧ୍ୟ କୁହା ଜାଇ ଥାଏ ।

ଯେହେତୁ ଏହା ସୂର୍ଯ୍ୟ ପରାଗ ଲାଗିବାକୁ ଜାଉଛି ତେଣୁ ବାର ଘଣ୍ଟା ପୂର୍ବ ରୁ ହାଣ୍ଡିଛାଡ କରାଜାଇ ଥାଏ , ତେବେ ଏହି ସୂର୍ଯ୍ୟ ପରାଗ ଆସନ୍ତା ଜୁନ 10 ତାରିଖ ରେ ଲାଗିବାକୁ ଜାଉଛି ଏହା ଭରତରେ ଆଂସିକ ଦୂଶ୍ୟମାନ ହେବ କିନ୍ତୁ ଓଡ଼ିଶା ରେ ଦୂଶ୍ୟମାନ ହେବ ନାହିଁ । ଭାରତ ଅପେକ୍ଷା ଅନ୍ୟ ଦେଶ ମାନଙ୍କରେ ଏହାର ଅଧିକ ପ୍ରଭାବ ପଡିବ ଯେମିତି ଇଉରପ , ଆମେରିକା , ରୁଷ ଏବଂ ଚାଇନା ଏହି ସବୁ ଦେଶ ମାନଙ୍କ ରେ ସମୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ କିନ୍ତୁ ଭାରତରେ ଆଂସିକ ସୂର୍ଯ୍ୟ ପରାଗ ଦେଖା ଦେବ ।Sun pollen

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ଆଂସିକ ଦୂଶ୍ୟମାନ ହେଉ ଥିବାରୁ ଏହାର ସୂତକ କାଳ ବା ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ କାରଣ ସେହି ଗ୍ରହଣ ବା ପରାଗର ସୂତକ କାଳ ମାନ୍ୟ ହୋଇଥାଏ ଯେଉଁ ପରାଗ ଖାଲି ଆଖିରେ ଦେଖାଜାଇ ପାରିଥାଏ , ଯେହେତୁ ଆଂସିକ ଦୂଶ୍ୟମାନ ହେବ ତେଣୁ ଏହି ସୂର୍ଯ୍ୟ ପରାଗ ଖାଲି ଆଖିରେ ଦୂଶ୍ୟମାନ ହେବ ନାହିଁ କିନ୍ତୁ ଏହାର ପ୍ରଭାବ ଗର୍ଭବତୀ ମହିଳା ମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ , ସେଥିପାଇଁ ଗର୍ଭବତୀ ମହିଳା ମାନେ ସତର୍କ ରୁହନ୍ତୁ ।

ସୂର୍ଯ୍ୟ ପରାଗ ସମୟରେ ଯେୁଁ ମହିଳା ମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିସେଦ୍ଧ କରା ଜାଇଛି , ସୂର୍ଯ୍ୟ ପରାଗ ସମୟରେ ଯଦି ସୂର୍ଯ୍ୟର କିରଣ କେୁଁ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶରୀରିକ ଦୋଶ ଲାଗିଥାଏ ଯାହା ବିପଦ ଅଟେ । ସୂର୍ଯ୍ୟ ପରାଗ ସମୟରେ କୈଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ପରାଗ ଦିନ ଗର୍ଭବତୀ ମହିଳା ଙ୍କୁ କଳା ଏବଂ ନୀଳ ରଙ୍ଗର ବସ୍ତ୍ର ଧାରଣ କରିବାର ନାହିଁ ତାହା ସହିତ ନିଜ ଗର୍ଭକୁ ପୂର୍ଣ୍ଣ ରୂପରେ ଘୋଡାଇ କି ରଖିବା ଦରକାର ଯାହା ଫଳରେ ପରାଗର କିରଣ ନିଜ ଗର୍ଭ ଉପରେ ପଡି ପାରିବ ନାହିଁ ଏବଂ ଘର ର କବାଟ ଝରକା ବନ୍ଦ କରି ରଖିବେ ତଥା ପରାଗ ସମୟରେ ଆପଣଙ୍କୁ ବାହାରକୁ ଯିବାର ନାହିଁ ,women

କିନ୍ତୁ ଗୋଟେ କଥା ମନେ ରଖିବେ ସୂତକ ସମୟରେ ଗର୍ଭବତୀ ମହିଳା ମାନେ ଖାଇବା ପିଇବା କରି ପାରିବେ କିନ୍ତୁ ପରାଗ ଲାଗିଥିବା ସମୟରେ ଶୋଇବା ଅନୁଚିତ ଏହା ସହିତ ପରାଗ ସମୟରେ ଧାରୁଆ ଜିନିଷର ବ୍ୟବହାର କରନ୍ତୁ ନାହିଁ ତାହା ସହିତ ପରାଗ ସମୟରେ ନିଜ ମଣ୍ଡ ପାଖରେ ସାତଟି ଗୋଟା ହଳଦୀ ରଖନ୍ତୁ ତାପରେ ପରାଗ ସରିବା ପରେ ସେହି ହଳଦୀ କୁ ଶିବାଳୟ ରେ ଚଢେଇ ଦିଅନ୍ତୁ , ସମସ୍ତ ଗର୍ଭବତୀ ମହିଳା ମାନେ ପରାଗ ଲାଗିଥିବା ସମୟରେ ଓଁ ନମଃ ଶିବାୟ ଏହି ମନ୍ତ୍ର କୁ ଯପ କରନ୍ତୁ ଏବଂ ଭଗବାନ ଶିବଙ୍କର ଆରଧନା କରନ୍ତୁ ଆପଣଙ୍କର ମଙ୍ଗଳ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *