ଓଡ଼ିଆ ସିଙ୍ଗର ମାନଙ୍କର ଜୀବନସାଥୀ। ତପୁଙ୍କ ସ୍ୱାମୀ ବି ଏଥିରେ ଅଛନ୍ତି

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜିର ଖବର ଓଲିଉଡ ଇଣ୍ଡଷ୍ଟ୍ରିର ଗାୟିକା ମାନଙ୍କ ବାବଦରେ ଅଛି। ଆପଣମାନେ ଓଡ଼ିଆ ଗୀତ ନିଶ୍ଚୟ ଶୁଣୁଥିବେ ଆଉ ସେମାନଙ୍କୁ ଗାଉଥିବା ଗାୟିକା ମାନଙ୍କ ବାବଦରେ ବି ନିଶ୍ଚୟ ଜାଣିଥିବେ। ଆଜି ଆମେ ଆପଣଙ୍କ ପାଖରେ ସେହି ଗାୟିକା ମାନଙ୍କ ବାବଦରେ ନେଇକି ଆସିଛୁ। ସେମାନଙ୍କ ବାବଦରେ ତଥା ସେମାନଙ୍କ ଜୀବନ ସାଥି ମାନଙ୍କ ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

human sagar

ଆମ ଲିଷ୍ଟରେ ପ୍ରଥମ ନମ୍ବରରେ ଆସୁଛନ୍ତି ଓଲିଉଡର ନମ୍ବର ୱାନ ସିଙ୍ଗର ହ୍ୟୁମାନ ସାଗର। ସେ ଏଯାଏ ହଜାର ହଜାର ଗୀତ ଓଡ଼ିଆରେ ଗାଇ ସାରିଛନ୍ତି ଆଉ ତାଙ୍କର ଧର୍ମପତ୍ନୀଙ୍କ ଚେହେର ଆପଣ ସ୍କ୍ରିନ ଉପରେ ଦେଖି ହି ପାରୁଥିବେ।

ଏହାପରେ ଆମ ଲିଷ୍ଟରେ ଆସନ୍ତି ସ୍ୱୟମ ପାଢ଼ୀ। ସ୍ୱୟଂ ମଧ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବହୁତ ଲୋକପ୍ରିୟ ଆଉ ସେ ମଧ୍ୟ ଅନେକ ଗୀତ ଗାଇ ସାରିଛନ୍ତି। ତାଙ୍କ ଧର୍ମପତ୍ନୀଙ୍କ ବାବଦରେ ଆପଣ ଜାଣି ହି ଥିବେ ଆଉ ସେମାନେ କମ ଦିନ ହେବ ବୈବାହିକ ବନ୍ଧନରେ ବାନ୍ଧି ହେଇଛନ୍ତି।

swayam padhi

ଏହାପରେ ଆସନ୍ତି ସହିନୀ। ଆପଣ ସହିନୀଙ୍କୁ ବହୁତ ଗୀତ ଗାଉଥିବାର ନିଶ୍ଚୟ ଶୁଣିଥିବେ ଆଉ ଏହି କିଛି ଦିନ ତଳେ ହି ତାଙ୍କ ବିବାହ ହେଇଛି। ତାଙ୍କର ଏହି ଲକଡାଉନରେ ହି ବିବାହ ହେଇ ଯାଇଛି।

ଏହାପରେ ଆମ ଲିଷ୍ଟରେ ଆସନ୍ତି ବିଷ୍ଣୁ ମୋହନ କବି। ବିଷ୍ଣୁ ମୋହନ କବିଙ୍କୁ ଆପଣ ଭଏସ ଅଫ ଓଡିଶା ଠାରୁ ହି ଜାଣିଥିବେ ଆଉ ତାଙ୍କୁ ଆପଣ ତାଙ୍କର କଣ୍ଠସ୍ୱର ପାଇଁ ଜାଣିଥିବେ। ସେ ଏଯାଏ ହଜାର ହଜାର ଗୀତ ଗାଇ ସାରିଛନ୍ତ। ତାଙ୍କର ପତ୍ନୀଙ୍କୁ ବି ଆପଣ ଦେଖି ହି ଥିବେ।

Abhijit Majumdar

ଏହାପରେ ଆମ ଲିଷ୍ଟରେ ଆସନ୍ତି ଅଭିଜିତ ମଜୁମଦାର। ଅଭିଜିତଙ୍କୁ ବି ଆପଣ ବହୁତ ଗୀତ ମାନଙ୍କରେ କଣ୍ଠସ୍ୱର ପ୍ରଦାନ କରୁଥିବାର ନିଶ୍ଚୟ ଦେଖିଥିବେ। ତାଙ୍କର ପତ୍ନୀଙ୍କୁ ଆପଣ ସ୍କ୍ରିନ ଉପରେ ନିଶ୍ଚୟ ଦେଖିଥିବେ।

ଏହାପରେ ଆସୁଛନ୍ତି ତପୁ ମିଶ୍ର। ଆପଣ ଜାଣିଥିବେ କି କିଛି ଦିନ ଆଗରୁ ହି କୋଭିଡରେ ପୀଡିତ ହେଇକି ତପୁଙ୍କର ଦେହାନ୍ତ ହେଇଗଲା। ତାଙ୍କର ସ୍ୱାମୀ ଦୀପକ ଜଣେ ଅଭିନେତା ଅଟନ୍ତି ଆଉ ତାଙ୍କୁ ଆପଣ ଦେଖୁଥିବେ।

tapu

ଏହାପରେ ଆସନ୍ତି ନମିତା ଅଗ୍ରୱାଲ। ନମିତା ୧୯୯୨ ମସିହାରେ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ଆପଣ ଜାଣିଥିବେ କି ନମିତା ନିଜର ସୁନ୍ଦର କଣ୍ଠରେ କେତେ ସାରା ସଙ୍ଗୀତ ଗାନ କରିଛନ୍ତି।

ଏହାପରେ ଆସନ୍ତି ଦୀପ୍ତିରେଖା ପଣ୍ଡା। ଆପଣ ଜାଣିଥିବେ କି ଦୀପ୍ତିରେଖା ଗତବର୍ଷ ହି ବୈବାହିକ ବନ୍ଧନରେ ବାନ୍ଧି ହେଇଛନ୍ତି ଆଉ ଆପଣ ତାଙ୍କ କଣ୍ଠରେ ବହୁତ ସୁନ୍ଦର ଗୀତ ଶୁଣିଥିବେ।

Leave a Reply

Your email address will not be published. Required fields are marked *