ସ୍ମିତା ମହାନ୍ତି ଙ୍କ ଝିଅ ଓ ପରିବାର, ଆଗରୁ କେବେ ଦେଖି ନଥିବେ

smita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବିଷୟ ରେ ଜାଣି ଥିବେ , ଏମିତି ରେ ଓଲିଉଡ ରେ କାମ କରୁ ଥିବା ସବୁ ହିରୋ ହିରୋଇନ୍ ହୁଅନ୍ତୁ ବା ସବୁ କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚିତ ଜାଣି ଥିବେ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଅଭିନେତ୍ରୀ ସ୍ମିତା ମହାନ୍ତି ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ଏମିତି କି ତାଙ୍କର ଝିଅ ଏବଂ ତାଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସୂଚନା ଦେବାକୁ ଚାହିଁବୁ ତେବେ ଆପଣ ମାନେ କେବଳ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ସାମନ୍ତ ଚନ୍ଦ୍ରସେଖର ସ୍ୱୟଂ ଶାସିତ SSC କଲେଜ୍ ପୁରୀ ରୁ ସେ ନିଜର ପାଠ ପଢା କମ୍ଲିଟ୍ କରିଛନ୍ତି , ସ୍ମିତା ମହାନ୍ତି 1982 ମସିହା ସେପ୍ଟେମ୍ବର ମାସ 25 ତାରିଖ ରେ ପୁରୀ ଠାରେ ସେ ଜନ୍ମ ଲାଭ କରି ଥିଲେ ।

smita m

ଏବଂ ଏବେ ସେ ନିଜର ପରିବାର ସହିତ ପୁରୀ ଠାରେ ରହୁଛନ୍ତି ଏହା ସହିତ ଆପଣ ମାନେ ତାଙ୍କର ବାପା ଏବଂ ମାଆ ଙ୍କୁ ଏଠାରେ ଫୋଟ ରେ ଦେଖି ପାରୁ ଥିବେ , ତାଙ୍କର ଶିକ୍ଷା ଗତ ଯୈଗ୍ୟତା ବିଷୟ ରେ କହିବା ତେବେ ସେ ଇଂରାଜୀ ରେ PG କରିଛନ୍ତି ।

ଅଭିନେତ୍ରୀ ସ୍ମିତା ମହାନ୍ତି ଓଡ଼ିଆ ସିନେମା ରେ କାମ କରିବା ସହିତ ସେ ଓଡ଼ିଆ ଧାରାବାହୀକ ରେ ବି କାମ କରିଛନ୍ତି । ସେ 1996 ମସିହା ରେ ନିଜର ଅଭିନୟ ଜିବନୀ କୁ ଆରମ୍ଭ କରି ଥିବା ବେଳେ ଆପଣ ମାନେ ଏଠାରେ ତାଙ୍କର ପରିବାର ବିଷୟ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ପାଇ ସାରି ଥିବେ ।

smita

ମାଉସୀ ନାମକ ଧାରା ବାହୀକ ରେ ସେ କାମ କରିଛନ୍ତି , ଏହା ସହିତ ତାଙ୍କର ଅଭିନିତ କିଛି ଚଳଚିତ୍ର ଗୁଡିକ ହେଲେ କଣ୍ଢେଇ ଆଖି ରେ ଲୁହ , ପବିତ୍ର ବନ୍ଧନ , ଏବଂ ଏହି ପରି ଭାବେ ସ୍ମିତା ମହାନ୍ତି ନିଜ କେରିଅର ରେ 50 ରୁ ଅଧିକ ଫିଲ୍ମ ରେ ସେ କାମ କରିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *