କରୋନା ରୋଗରେ ପୀଡିତ ଥିବା ସିଙ୍ଗର ତପୁ ମିଶ୍ରଙ୍କର ହାଲ ବହୁତ ଗୁରୁତ୍ତର ଅଟେ।

panua

ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଆ ବଡ ପରଦାର ଆଉ ଏକ ବଡ଼ ଖବର ନେଇକି ଆସିଛୁ। ଆମେ ଆଜି ଆପଣଙ୍କ ପାଖରେ ଓଡ଼ିଆ ସିନେମା ଜଗତର ଏକ ବହୁତ ବଡ଼ ଗାୟିକା ଙ୍କ ବାବଦରେ କହିବାକୁ ଯାଉଛୁ। ଆପଣ ଓଲିଉଡ ର ଷ୍ଟାର ଗାୟିକା ତପୁ ମିଶ୍ର ଙ୍କ ବାବଦରେ ତ ଶୁଣି ହି ଥିବେ। ତାଙ୍କର ସଙ୍ଗୀତ ଦ୍ୱାରା ତଥା ତାଙ୍କର କଣ୍ଠ ସ୍ୱର ସଭିଙ୍କ ଭିତରେ କେତେ ଅଧିକ ଲୋକପ୍ରିୟ ଅଟେ ତାହା ବି ଆପଣ ଜାଣି ହି ଥିବେ। ଏଥି ସହିତ ଆପଣ ଏବେ ଏହା ବି ଜାଣି ହି ଥିବେ କି ତପୁ ଏବେ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଛନ୍ତି। କରୋନା ଦ୍ୱାରା ଆକ୍ରାନ୍ତ ହେଇ ସେ ବହୁତ ଗୁରୁତ୍ତର ଅବସ୍ଥାରେ ଥିଲେ ଆଉ ତାଙ୍କର ହାଲ ବହୁତ ଖରାପ ହେଇ ଯାଇଥିଲା।tapu

କରୋନାରେ ଆକ୍ରାନ୍ତ ହେଇ ଓଲିଉଡ ଗାଇକା ତପୁ ମିଶ୍ର ଏବେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ଚଲା ଯାଉଛି ଆଉ ଡାକ୍ତର ମାନେ ତାଙ୍କର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ପୁର୍ଣ ପ୍ରଚେଷ୍ଟା କରୁଛନ୍ତି, ତଥାପି ତାଙ୍କ ସ୍ବାସ୍ଥ୍ୟବସ୍ତାରେ ଜମା ବି ସୁଧାର ଆସୁନାହିଁ। ଆଉ ସେ ଜମା ବି ଠିକ ହେବା ଅବସ୍ଥାରେ ନାହାନ୍ତି।

ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଅଟେ ଆଉ ତାଙ୍କର ସୁନ୍ଦର କଣ୍ଠସ୍ୱର ସବୁ ଓଡ଼ିଆ ମାନଙ୍କ ଭିତରେ ବହୁତ ପରିଚିତ ଅଟେ। ଆପଣ ମାନେ ବି ଅନେକ ଫିଲ୍ମ ମାନଙ୍କରେ ତାଙ୍କର ବହୁତ ସୁନ୍ଦର ସୁନ୍ଦର ଗୀତ ଶୁଣି ହି ଥିବେ। ମାତ୍ର ଏବେ ତାଙ୍କ ବାବଦରେ ଖରାପ ଖବର ହି ଆସୁଛି। ପୂର୍ବ ଏକ ମାସ ହେଲା ତପୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଉ ତାଙ୍କର ଅବସ୍ଥା ଏଯାଏ ପୁରା ଠିକ ହେଇ ନାହିଁ।sgtdbhcf

ଏହା ଆଗରୁ ତାଙ୍କ ପିତାଙ୍କର ଏହି କରୋନା ପାଇଁ ମୃତ୍ୟୁ ବି ହେଇ ସାରିଛି ଆଉ ପୂର୍ବ ଏକମାସ ହେବ ତାଙ୍କର ଅବସ୍ଥା ବି ଏବେ ଠିକ ନାହିଁ। ଭୁବନେଶ୍ୱର ହସପିଟାଲର କର୍ମଚାରୀଙ୍କ ଅନୁସାରେ ତାଙ୍କର ଅବସ୍ଥା ପୂର୍ବ କିଛି ଦିନ ହେବ ସଙ୍କଟାପନ୍ନ ଅଛି ମାତ୍ର ଯାହା ଗୋଟେ ହି ଖୁସି ଖବର ମିଳୁଛି ତାହା ହେଉଛି କି ତାଙ୍କର ଅବସ୍ଥା ଏବେ କିଛି ଦିନ ହେବ ଟିକେ ଠିକ ହେବାରେ ଲାଗିଛି। ଡାକ୍ତର ମାନଙ୍କ ଅନୁସାରେ ତାଙ୍କର ଅକ୍ସୀଜେନ ସ୍ତର ଧୀରେ ଧୀରେ କମିବାରେ ଲାଗିଛି ଆଉ ତାଙ୍କ ଅବସ୍ଥା ଠିକ ନାହିଁ। ଆପଣ ଯେପରିକି ଜାଣିଥିବେ କି ତପୁଙ୍କ ଘରକୁ ପ୍ରାୟ ଏକ ମାସ ଆଗରୁ ହି କରୋନା ରୋଗ ପ୍ରବେଶ କରିଥିଲା । dsgtfefres

ଆଉ ଏହାଦ୍ୱାରା ତାଙ୍କ ପିତାଙ୍କର ଅବସ୍ଥା ଗୁରୁତ୍ତର ହେଇ ଯାଇଥିଲା। ଏହାଦ୍ୱାରା ତାଙ୍କ ମୃତ୍ୟୁ ବି ହେଇଥିଲା। ଆଉ ଏବେ ସେ ମଧ୍ୟ ଗୁରୁତ୍ତର ଅଛନ୍ତି ଆଉ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କର ଚିକିତ୍ସା ଚାଲୁଥିବା ସତ୍ତ୍ୱେ ବି ତାଙ୍କର ଅବସ୍ଥା ଏଜାର ସଙ୍କଟାପନ୍ନ ରହିଛି ଆଉ ତାଙ୍କର ସ୍ବାସ୍ଥ୍ୟବସ୍ତାରେ ବି ସୁଧାର ଆସୁନାହିଁ। ତେବେ ଆମେ ଓଲିଉଡର ଏହି ଜବରଦସ୍ତ ସିଙ୍ଗରଙ୍କର ରିକଭରି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରୁଛୁ ଆଉ ତାହାଦ୍ୱାରା ହୁଏତ ଆଗକୁ ସେ ଠିକ ହେଇଯିବେ।

Leave a Reply

Your email address will not be published. Required fields are marked *