ତାର ତାରିଣୀ ସିରିଏଲର ଆକ୍ଟର ମାନଙ୍କ ଜୀବନ ସାଥି ମାନଙ୍କୁ କେବେ ଦେଖିନଥିବେ । ଏବେ ହିଁ ଦେଖନ୍ତୁ

srila

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ପ୍ରତ୍ୟେକ ଦିନ ତାରା ତାରିଣୀ ସିରିଏଲ ଦେଖୁ ଥିବେ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ତାରା ତାରିଣୀ ସିରିଏଲ ରେ ଅଭିନେତା ମାନଙ୍କ ପତି ଙ୍କ ବିଷୟ ରେ କଥା ହେବାକୁ ଚାହିଁବୁ ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ଆସୁଛନ୍ତି ରୁପମ୍ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ରୂପମ୍ ରେ ଲିଡ୍ ରୋଲ ଭାବେ ଦେଖିବା ପାଇଁ ପାଇ ଥିବେ ଏବଂ ଅସଲ ରେ ଇଏ ହେଉଛନ୍ତି ରୁପମ୍ ଙ୍କର ଧର୍ମ ପତ୍ନୀ ଯାହାଙ୍କୁ ସେ ବିଗତ 5 ବର୍ଷ ହେବ ବିବାହ କରିଛନ୍ତି ।

rupam

ତେବେ ସେହି ପରି ଦୁଇ ରେ କନିକା ଖୁଡୀ ଆପଣ ମାନେ ଏହି ସିରିଏଲ ରେ ମିଲ୍ଲୀ ମହାନ୍ତି ଙ୍କୁ କନିକା ଙ୍କ ଅବତାର ରେ ଦେଖିବା ପାଇଁ ପାଉ ଥିବେ ତେବେ ସେମିତି ବେଳେ ଏ ହେଉଛନ୍ତି ତାଙ୍କର ଅସଲ ପତି , ସେହି ପରି ଆପଣ ମାନେ ରଞିତା ଙ୍କୁ ବି ସେହି ସିରିଏଲ ରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ ସେମିତି ରେ ତାଙ୍କ ବିଷୟ ରେ କହିବା ପାଇଁ ଗଲେ ସେ ବର୍ତମାନ ସମୟ ରେ ବି ବିବାହ କରି ନାହାଁନ୍ତି ।

ଏହା ପରେ ଚାରି ରେ ଆସୁଛନ୍ତୁ ଲିପୁନ ଚୈଧୁରୀ ସେମିତି ରେ ଆପଣ ମାନେ ସିନ୍ଦୁର ବିନ୍ଧୁ ସିରିଏଲ ରେ ଲିପୁନ ଙ୍କ ଅଭିନୟ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ ଏବଂ ବର୍ତମାନ ସମୟ ରେ ସେ ତାରା ତାରିଣୀ ସିରିଏଲ ରେ ତାରିଣୀ ଙ୍କ ଓକିଲୋ ଭାବେ ପରିଚିତ ରହିଛନ୍ତି ।lipi

ଏବଂ ଏ ହେଲେ ତାଙ୍କର ଅସଲ ପତ୍ନୀ ଏହା ପରେ ରହିଛନ୍ତି ରିଆ ଯାହାଙ୍କୁ ଆପଣ ମାନେ ରୁପମ୍ ଙ୍କ ଭଉଣୀ ଭାବେ ପରିଚିତ ପାଇ ସାରି ଥିବେ ଏବଂ ଆପଣ ମାନେ ସେହି ପରି ବେଳେ ତାଙ୍କର ପତି ଙ୍କ ବିଷୟ ରେ କହିବା ତେବେ ସେ ବି ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଈ ନାହାଁନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *