ଅଭିନେତ୍ରୀ ବର୍ଷା ଙ୍କ ଏମିତି କାର୍ଯ୍ୟ ଦେଖି, କାନ୍ଦିଲେ ଅନୁଭବ, ଦେଖନ୍ତୁ Video ।

vrasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଭଲ ଭାବେ ଜାଣି ଥିବେ । ତେବେ ବହୁତ ସାରା ଓଡିଆ ଫିଲ୍ମ ରେ କାମ କରି ବହୁତ ଦର୍ଶକ ମାନଙ୍କ ମନ ରେ ନିଜର ଏକ ଅଲଗା ପ୍ରକାରର ସ୍ଥାନ ବନେଇ ପାରିଛନ୍ତି ।

varsha priyadarshini

ବର୍ଷା ପ୍ରିୟଦର୍ଶନୀ ତେବେ ବର୍ତମା ସମୟ ରେ ଆପଣ ମାନେ ଜାଣି ଥିବେ କୋରନା ଭାଇରସ ର ପ୍ରୋକପ ସାରା ପୃଥିବୀରେ ନଜର ଆସିଛି । ଏହି ଥିରୁ ବର୍ତି ପାରି ନାହିଁ ଭାରତ । ଭାରତ ରେ ବି ସବୁ ଦିନ ବହୁତ ସାରା ସଂଙ୍କ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ଏହି ଥିରୁ ବର୍ତି ନାହିଁ ଓଡିଶା , ଓଡିଶା ର ଲୋକ ମାନେ ବି ଏହି ଥିରୁ ମୋଟେ ବି ବର୍ତି ଜାଇ ପାରି ନାହାଁନ୍ତି । ଏବଂ ଏହି ପରି ପରିସ୍ଥି ତି ରେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ଓଲ୍ଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ଏନଜିୟ ସଂସ୍ଥା ଚଳାନ୍ତି ଜାହା ଦ୍ୱାରା ସେ ଗରିବଲୋକ ମାନଙ୍କୁ ସେହି ଥିରେ ସେ ସାହାଯ୍ୟ କରି ଥାନ୍ତି , ତେବେ ଏହି ପରି କୋରନା ର ପରିସ୍ଥିତି ରେ ବି ସେ ବହୁତ ସାରା ଲୋକ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।

varsha

ତେବେ ଗତ କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶନୀ ଏକ ବସ୍ତି ରେ ରହି ଥିବା ଅସାମାଜିକ ପିଲା ମାନଙ୍କୁ ପାଠ ପଢା ସାମଗ୍ରୀ ଏବଂ ଖାଇବା ଜିନିଷ ଦେଉ ଥିବାର ନଜର ଆସି ଥିଲେ ଜାହାର ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବାର ନଜର ଆସୁଛି । ଏବଂ ବହୁତ ସାରା ଲୋକ ମାନେ ତାଙ୍କର ପ୍ରସଂଶା କରୁ ଥିବାର ବି ଦେଖିବା ପାଇଁ ମିଳିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *