ଓଡିଆ ଫିଲ୍ମ ଆକ୍ଟର କୁନା ତ୍ରିପାଠିଙ୍କ ଘରେ କିଏ କିଏ ଅଛନ୍ତି ଏବେ ହିଁ ଦେଖନ୍ତୁ

kuna

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦେଖେଇବା ପାଇଁ ଜାଉଛୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା କୁନା ତ୍ରୀପାଠୀ ଙ୍କ ପରିବାର ରେ କେଉଁ କେଉଁ ମାନେ ରହିଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ କି ତାଙ୍କ ପରିବାର ରେ ଆଉ କିଏ ରହିଛନ୍ତି ପୋଷ୍ଟ କୁ ଶେଷ ଯାଏ ପଡିବା ପାଇଁ ପଢିବ ତେବେ ଆସନ୍ତୁ ଜାଣିବା ,

ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ବହୁତ ଦିନ ଧରି ଓଡ଼ିଆ ସିନେମା ଏବଂ ସିରିଏଲ ମାନଙ୍କ ରେ ଅଭିନୟ କରି ଆସୁଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା କୁନା ତ୍ରୀପାଠୀ । ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି ,

kuna

ଏବେ କୁନା ତ୍ରୀପାଠୀ ଅନେକ ଗୁଡିଏ ଫିଲ୍ମ ଏବଂ ସିରିଏଲ ରେ କାମ କରୁ ଥିବାର ବି ଦେଖିବା ପାଇଁ ମିଳିଛନ୍ତି , ସେମିତି ରେ ଆପଣ ମାନେ ତ ଏହି ବିଷୟ ରେ ଜାଣି ଥିବେ ବହୁତ ଦିନ ଧରି ଓଟିଭି ରେ ପ୍ରଶାରିତ ହେଉ ଥିବା ସୋ ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟ କର୍ମ ରୁ ଆପଣ ମାନେ ବହୁତ ମାତ୍ରା ରେ ସପୋର୍ଟ ଦେଖେଇ କରି ଆସି ଥିଲେ ।

ହେଲେ କୌଣସି ଏକ କାରଣ ରୁ ଏହି କାର୍ଯ୍ୟ କର୍ମ ରୁ କୁନା ତ୍ରୀପାଠୀ ଛାଡି ଦେଇ ଥିଲେ , ଏବେ କୁନା ତ୍ରୀପାଠୀ ଆଉ ଏକ ନୂଆ ମେଗା ସିରିଏଲ ଖେଡେଙ୍ଗା ଫେମିଲି ରେ ପୁଣି ଥରେ ଆପଣ ମାନଙ୍କୁ ଦେଖା ଦେବେ ତଥା ଏହା ସହିତ ସେ ବାମ୍ଫ କାର୍ଯ୍ୟ କର୍ମ ରେ ବି ଦେଖା ଦେବେ , ସେମିତି ତାଙ୍କର ପରିବାର ବିଷୟ ରେ ଆପଣ ମାନଙ୍କୁ କହିଲେ ତାଙ୍କ ପରିବାର ରେ ତାଙ୍କର ଦୁଇଟି ଝିଅ ରହିଛନ୍ତି ତାଙ୍କର ପ୍ରକୃତ ଗ୍ରାମ ହେଲା ନୟାଗଡ ଜିଲ୍ଲା ରେ କିନ୍ତୁ ସେ ଏବେ କଟକ ଠାରେ ରହୁଛନ୍ତି ।

k

ସେମିତି ରେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଓଡ଼ିଆ ଫିଲ୍ମ ସିରିଏଲ ମାନଙ୍କ ରେ କୁନା ତ୍ରୀପାଠୀ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇ ଦେବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *