ବଡ଼ ଖବର – ଜୀବନ ସାଥି ସିରିଏଲ ର ଅଭିନେତ୍ରୀ ଜେସୀ ଙ୍କ ଜୀବନୀ ଦେଖନ୍ତୁ !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀବନ ସାଥି ସିରିଏଲ ର ଅଭିନେତ୍ରୀ ଜେସୀ ଙ୍କ ଜୀବନୀ ଏବଂ ପରିବାର ବିଷୟ ରେ ଆପଣ ମାନେ କେବେ ବି ଆଗରୁ ଜାଣି ନ ଥିବେ ତେବେ ଆମେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ଓଲିଉଡ ରେ କାମ କରୁ ଥିବା ସବୁ କଳାକାର ମାନେ ନିଜର ସାନଦାର୍ ପଦର୍ଶନ ପାଇଁ ଆଜି ଲୋକ ମାନଙ୍କ ପାଖରେ ବହୁତ ପରିମାଣ ରେ ପରିଚିତ ଅଟନ୍ତି ।jessy

ସେମାନେ ନିଜର ଷ୍ଟାଇଲ୍ ଲୁକ୍ସ ଏବଂ ବ୍ୟକ୍ତିତ୍ୱ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚା ରେ ରହିଛାନ୍ତି । ଟିଭି ଇଣ୍ଡଷ୍ଟ୍ରୀ ରେ କାମ କରୁ ଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଜବର୍ଦୋସ୍ତ ଅଭିନୟ ପାଇଁ ଆଜି ଲୋକପ୍ରିୟ ହୋଇ ପାରିଛନ୍ତି ,ସେମାନେ ବଲିଉଡ କଳାକାର ମାନଙ୍କ ଠାରୁ କିଛି କମ୍ ନୁହଁନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ତୁ ମୋ ଜୀବନ ସାଥି ସିରିଏଲ ରେ ଅଭିନୟ କରୁ ଥିବା ଜେସି ଙ୍କ ବିଷୟ ରେ କହିବୁ ।

ତେବେ ଜି ସାର୍ଥକ ରେ ପ୍ରସାରିତ ହେଉ ଥିବା ତୁ ମୋ ଜିବନ ସାଥୀ ସିରିଏଲ ରେ ଭକ୍ତି ଭାବେ ଅଭିନୟ କରୁ ଥିବା ଏହି ଅଭିନେତ୍ରୀ ଜେସି ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହୁଛନ୍ତି ତାଙ୍କ ପରିବାର ରେ ତାଙ୍କ ମାଆ ଙ୍କ ବ୍ୟତିତ ତାଙ୍କର ଜଣେ ଭାଈ ଏବଂ ଭଉଣୀ ରହିଛନ୍ତି ।jesy

ତେବେ ଜେସି ବର୍ତମାନ ସମୟ ରେ ସୁଟିଂ ରେ ବ୍ୟସ୍ତ ରହୁ ଥିବା ବେଳେ ସମୟ ମିଳିଲେ ସେ ନିଜର ପରିବାର ଲୋକ ମାନଙ୍କ ସହିତ ସମୟ ବିତେଇବା କୁ ପସନ୍ଦ କରନ୍ତି , ତେବେ ଆପଣ ମାନଙ୍କୁ ଜେସି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣେଇ ଦେବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *