ଦେଖନ୍ତୁ ମୃତ୍ୟୁ ଆଗରୁ ନିଜର ପରିବାର ଲୋକଙ୍କ ସହ କିପରି ସମୟ କାଟିଥିଲେ ତପୁ ମିଶ୍ର।

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ସେପରି ଜଣେ ବଡ ଗାୟିକାଙ୍କର ଖବର ନେଇକି ଆସିଛୁ ଯାହାଙ୍କର ଦେହାନ୍ତ ଆଜି ସମଗ୍ର ଓଡିଶାକୁ ଶୋକରେ ବୁଡାଇ ଦେଇଛି। ତେବେ ଆସନ୍ତୁ ଜାଣିବା।

tapu

ଆଜି ଆମେ କହିବାକୁ ଯାଉଛୁ ଓଲିଉଡର ଜଣେ ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ବାବଦରେ। ଆପଣ ଯେପରିକି ଜାଣନ୍ତି କି ବର୍ତ୍ତମାନ ସମୟରେ ତାଙ୍କର ଦେହାନ୍ତ ହେଇ ଗଲା ଆଉ ଏତେ କମ ବୟସରେ ସେ ଆମକୁ ଛାଡି ଚାଲିଗଲେ ଏକ ଅଫେରା ଦୁନିଆକୁ। ତାଙ୍କର ସ୍ଥାନ ଆଉ କେହି ମଧ୍ୟ ନେଇ ପାରିବେ ନାହିଁ ଆଉ ତାଙ୍କର ସମସ୍ତ କଳା ଓ କାରିନାମା ପାଇଁ ତାଙ୍କ ଆତ୍ମାର ଶାନ୍ତି ଆମେ ସର୍ବଦା କାମନା କରୁଛୁ। ସେ କୋଭିଡରେ ଆକ୍ରାନ୍ତ ହେଇ ଭୁବନେଶ୍ୱରର ଗୋଟେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଉ ତାହା ପରେ ସେ କୋଭିଡ ରୁ ମୁକ୍ତି ତ ପାଇଗଲେ ମାତ୍ର ତାଙ୍କର ଅମ୍ଳଜାନ ସ୍ତର ବହୁତ କମିବାରେ ଲାଗିଲା ଆଉ ଜମା ବି ବଢ଼ିଲା ନାହିଁ।

ତାହାପରେ ତାଙ୍କର ଅକାଳ ବିୟୋଗ ହେଇ ଗଲା ଆଉ ଏହା ତାଙ୍କ ପରିବାର ଲୋକଙ୍କୁ ଯେତିକି ଦୁଃଖ ପହଂଚାଇଛି, ତାଙ୍କର ପ୍ରିୟ ଓଲିଉଡ ଇଣ୍ଡଷ୍ଟ୍ରି ତଥା ତାଙ୍କର ସମର୍ଥକ ଆଉ ତାଙ୍କର ସାଥି ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବି ସେତିକି ହି ଦୁଃଖ ପହଂଚାଇଛି। ତାଙ୍କର ସ୍ୱାମୀ ଦୀପକ ଯିଏ କି ତାଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ, ସେ ବହୁତ ଗଭୀର ଦୁଃଖରେ ଅଛନ୍ତି। ତାଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେବା ପରେ ଦୀପକ ନିଜର ସମସ୍ତ ଦୁଃଖ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରକାଶ କରିଥିଲେ ଆଉ ତାହା ତାଙ୍କ ପାଇଁ ବହିଟି ଦୁଖଦାୟକ ଥିଲା। ତାଙ୍କ ଅନ୍ତିମ ସଂସ୍କାର ଭୁବନେଶ୍ୱରର ସତ୍ୟନଗର ସ୍ମଶାନରେ ହେଇଥିଲା ଯାହା କି ଭୁବନେଶ୍ୱରରେ ସ୍ଥିତ ଅଛି ଆଉ ସେଠାରେ ତାଙ୍କୁ ଅନେକ ଶୋକର ଛାୟା ଭିତରେ ସମୟ ଅତିବାହିତ କରିବାକୁ ପଡିଥିଲା।

tapu mishra

ଆଜି ଆମେ ଆପଣଙ୍କ ପାଖରେ ତପୁ ମିଶ୍ରଙ୍କର ମୃତ୍ୟୁ ପୂର୍ବର କିଛି ଜୀବନଶୈଳୀ ବାବଦରେ କହିବାକୁ ଯାଉଛୁ। ସେ କିପରି ଭାବେ ତାଙ୍କ ପରିବାର ଲୋକ, ତାଙ୍କ ବାପା, ତାଙ୍କ ମା ତଥା ତାଙ୍କ ସ୍ୱାମୀଙ୍କ ସହ ସମୟ ଅତିବାହିତ କରୁଥିଲେ ତାହା ବାବଦରେ ଆଜି ଆମେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ମନରେ ଦୁଃଖ ଆଣି ଦେଇ ପାରେ।

ତପୁ ମିଶ୍ର ବିବାହ ପରେ ବହୁତ ଖୁସି ଥିଲେ ଆଉ ତାଙ୍କର କ୍ୟାରିଅର ବି ବହୁତ ଆଗକୁ ଯାଇଥିଲା। ନିଜର ବନ୍ଧୁ, ବାନ୍ଧବୀ ତଥା ତାଙ୍କ ପରିବାର ବର୍ଗଙ୍କ ସହ ସେ ବହୁତ ଖୁସିର ମୁହୂର୍ତ୍ତ ବିତାଇ ଥିଲେ ଆଉ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ତାଙ୍କ ଏହି ଫୋଟୋ ମାନଙ୍କରେ ଭରି ଯାଇଥିଲା। ମାତ୍ର ତାଙ୍କର ଏହି ଅକାଳ ବିୟୋଗ ସଭିଙ୍କୁ ଦୁଃଖିତ କରିଛି।

Leave a Reply

Your email address will not be published. Required fields are marked *