ଏହି ତାରିଖରୁ ହେବ ପାଠ ପଢା – ଖୋଲିବ କି ସ୍କୁଲ କଲେଜ ?

aloo

ବନ୍ଧୁଗଣ ସରକାର ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତାକରୀ କ-ରୋନା ମହାମାରୀ କବଳରୁ ମୁକ୍ତି ଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଘରେ ସୁରକ୍ଷିତ ରହିବାର ପରାମର୍ଶ ଦେଇଛନ୍ତି l

କ-ରୋନା ମହାମାରି ନିମନ୍ତେ ଗତବର୍ଷ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖା ଯାଇଥିଲା l ସାରା ବିଶ୍ୱରେ କ-ରୋନା ମହାମାରୀ ବ୍ୟପିଥିବା ବେଳେ ସମସ୍ତେ କିପରି ଏହି ମହାମାରୀ କବଳରୁ ମୁକ୍ତି ପାଇବେ ତାହା ଚିନ୍ତା କରୁଛନ୍ତି l

ବହୁଦିନ ହେବ ସ୍କୁଲ କଲେଜ ବନ୍ଦ ଥିଲା , ଆଉ ପାଠ ପଢା ମଧ୍ୟ ବନ୍ଦ ଥିବା ବେଳେ , କେବେ ସ୍କୁଲ ଓ କଲେଜ ପୁଣି ଖୋଲିବ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଚିହ୍ନ ଜୋର ଧରିଥିଲା । ତେବେ ସ୍କୁଲ , କଲେଜ ପୁଣି ଖୋଲିବା ନେଇ ଏବେ ଏବେ ଆସିଛି ଏକ ବଡ ଖବର । ତେବେ ଚାଲନ୍ତୁ ଜାଣିବା ସେହି ଖବର କଣ ।

sc

କିନ୍ତୁ ବର୍ତ୍ତମାନ ଏକ ବଡ ଖବର ଆସୁଛି ଯେଉଁଥିରେ କୁହାଯାଉଛି କି ଆସନ୍ତା ଜୁନ ୨୧ରୁ ସ୍କୁଲ ଓ କଲେଜର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ତେବେ ଚାଳନ୍ତୁ ଜାଣିବା ସମ୍ପୂର୍ଣ ଖବର ଟି କଣ ? କହିଦେଉଛୁ କି କରୋନା କାରଣରୁ ପାଖାପାଖି ୧୫ ମାସ ହେବ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପିଲାମାନଙ୍କ ପାଠ ପଢା ବନ୍ଦ ରହିଛି । ଅନ୍ୟ ପଟେ ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢା କ୍ଳାସ ରୁମରେ ହୋଇଥିଲା ।

ଓଡିଶା ରାଜ୍ୟର ପ୍ରକଳ୍ପ ସଂଯୋଗ ଭୂପେନ୍ଦ୍ର ସିଂହ ପୁଣିଆ ଆଜି ୧୩ ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଦୁଇଟି କ୍ଳାସ ରୁମ ଅନ୍ଲାଇନ କ୍ଳାସ ପାଇଁ ପ୍ରସ୍ତୁତ ରଖିବା ପାଇଁ କହିଛନ୍ତି । ଜିଲ୍ଲା ମୁଖ୍ୟାଲାୟ ନିକଟରେ ଥିବା ସେଣ୍ଟର ଅଫ ଏକଶିଲେନ୍ସ ସ୍କୁଲ ଓ ଟ୍ରାନ୍ସଫରମେସନ ହାଇ ସ୍କୁଲରେ ଏହି ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଖୋର୍ଦ୍ଦା, ବଲାଙ୍ଗୀର, କଟକ, କେନ୍ଦ୍ରାପଡା, ଗଞ୍ଜାମ, କୋରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, ନୟାଗଡ, ଭଦ୍ରକ, ବାଲେଶ୍ଵର ଓ ସମ୍ବଲପୁର ଜିଲ୍ଲା ଗୁଡିକର ପ୍ରାରମ୍ଭିକ ରୂପରେ ଏହି ଅନ୍ଲାଇନ କ୍ଳାସ ବ୍ୟବସ୍ଥା କରିବା ପାଇଁ ନିଷ୍ପତି ନିଆଯାଇଛି ।

sc

ଏହା ସହିତ ଗଣଶିକ୍ଷା ବିଭାଗ ଅନ୍ୟ କିଛି ସୂଚନା ମଧ୍ୟ ଜାରି କରିଛନ୍ତି । ଯେମିତି କି ଅନ୍ଲାଇନ କ୍ଳାସ ପାଇଁ କ୍ଳାସ ରୁମରେ କାନ୍ଥ ଧଳା ରଙ୍ଗର ହେବା ସହିତ ଉପଯୁକ୍ତ ଲାଇଟ, ଏସି କିମ୍ବା ପଙ୍ଖା, କମ୍ପ୍ୟୁଟର କିମ୍ବା ଲ୍ୟାପଟପ, ଦୁଇଟି କ୍ୟାମେରା, ମାଇକ୍ରୋଫୋନ, କ୍ୟାମେରା ଷ୍ଟାଣ୍ଡ ଇତ୍ୟାଦି ସବୁ ଜିନିଷ ୧୭ ତାରିଖ ମଧ୍ୟରେ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ଦ୍ଵାରା ଜୁନ ୨୧ ରୁ ହିଁ ଅନ୍ଲାଇନ ୟୁଟ୍ୟୁବ ମାଧ୍ୟମରେ ସବୁ ଜିଲ୍ଲାର ପିଲାମାନେ ପାଠ ପଢି ପାରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *