ସାବିତ୍ରୀ ବ୍ରତ, ଏହି ୫ଟି ରାଶିରେ ଖରାପ ରହିଛି।

ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ ଖବର ନେଇକି ଆସିଛୁ। ଏବର୍ଷ ଆମର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ମାସ ୧୦ ତାରିଖ ଦିନ। ଏହି ଦିନ ହି ଭାରତରେ ଶଧବା ମାନଙ୍କର ପର୍ବ ସାବିତ୍ରୀ ବ୍ରତ ବି ପଡିବାକୁ ଯାଉଛି। ତେବେ ସୂର୍ଯ୍ୟ ପରାଗର ପ୍ରଭାବ ବିଭିନ୍ନ ରାଶି ମାନଙ୍କ ଉପରେ ଭିନ୍ନ ଭିନ୍ନ ହେଇ ଥାଏ। ଆଜି ଆମେ ଜାଣିବା କି କେଉଁ ରାଶି ଉପରେ ଏହାର ପ୍ରଭାବ କିପରି ଥାଏ। ଯାହା କି ଜାଣିବା ଯେ ଏଥର କେଉଁ କେଉଁ ରାଶି ରହିଛି ଯାହା ଉପରେ କି ଏହାର ଖରାପ ପ୍ରଭାବ ପଡିଛି। ତେବେ ଆସନ୍ତୁ ଜାଣିବା।

brusha

ପ୍ରଥମତଃ ହେଉଛି ବୃଷ ରାଶି:- ବୃଷ ରାଶି ଥିବା ଲୋକ ମାନଙ୍କ ଉପରେ ଏଥର ପରାଗ ଲାଗିବାକୁ ଯାଉଛି। ଏହି ବ୍ୟକ୍ତି ମାନେ ବହୁତ ଖରାପ ଭାବେ ଚାଲିବେ ଆଉ ତାଙ୍କର ଶରୀର ବି ଠିକ ରହିବ ନାହିଁ। ଦୈନନ୍ଦିନ ଜୀବନରେ ସେମାନେ ଖର୍ଚ୍ଚାନ୍ତ ବି ହେଇ ପାରନ୍ତି ଆଉ ତାଙ୍କର ସ୍ୱାସ୍ଥ୍ୟ ବି ଠିକ ରହି ନ ପାରେ। ତାଙ୍କର ଅନେକ ଅସୁବିଧା ଭିତର ଦେଇ ଜୀବନ ଚାଲିପାରେ।

ଦ୍ୱିତୀୟତ ହେଉଛି ମିଥୁନ ରାଶି:- ମିଥୁନ ରାଶି ଥିବା ଲୋକ ମାନଙ୍କ ପାଇଁ ବି ଏଥରର ପରାଗ ଜମା ବି ଠିକ ନୁହଁ। ଏହା ତାଙ୍କ ପାଇଁ ଅସୁସ୍ଥକର ଅଟେ। ଏହି ରାଶିର ଲୋକ ମାନଙ୍କର ରୋଜଗାରରେ କମ ହେଇ ପାରେ ଆଉ ତାଙ୍କର ଅନ୍ୟାନ୍ୟ ସମସ୍ତ ରୋଜଗାରିକ ଉପାୟ ଯେପରିକି ବ୍ୟବସାୟ ଅଥବା ଅନ୍ୟ କିଛି ଉପରେ ବି ଅନେକ ଅସୁବିଧା ହେଇ ପାରେ। ତେବେ ଆପଣ ମାନେ ଜମା ବି ନେଣ ଦେନ କରନ୍ତୁ ନାହିଁ।

tula
ତୃତୀୟତ ହେଉଛି ତୁଳା ରାଶି:- ତୁଳା ରାଶିର ଲୋକ ମାନଙ୍କ ପାଇଁ ବି ଏଥରର ସୂର୍ଯ୍ୟ ପରାଗ ବହୁତ ଅସୁବିଧା ନେଇକି ଆସିବ। ତାଙ୍କ ଜୀବନ ଉପରେ ଏହାର ପ୍ରଭାବ ବହୁତ ପଡିବ ଆଉ ତାଙ୍କ ଚାକିରୀ ତଥା ବ୍ୟାପାର ରେ ଅନେକ ଅସୁବିଧା ଭୋଗ କରିବାକୁ ପଡିବ। ତାଙ୍କ ଦାମ୍ପତ୍ତ୍ୟ ଜୀବନରେ ବି ଅସୁବିଧା ରହିବ।

ଶେଷରେ ରହିଛି ମକର ରାଶି:- ଏହି ସୂର୍ଯ୍ୟ ପରାଗ ମକର ରାଶିର ଲୋକ ମାନଙ୍କ ପାଇଁ ବହୁତ ଅସୁବିଧା ନେଇକି ଆସୁଛି। ସେହି ସମସ୍ତ ଲୋକ ମାନଙ୍କ ପାଇଁ ଏହା ଉପଦେଶ କି ଆଅଅଁ ମାନେ ସର୍ବଦା ସାବଧାନ ରୁହନ୍ତୁ କାରଣ ଆପଣଙ୍କ ଜୀବନରେ ଅନେଜ ଅସୁବିଧା ନାଡୀ ଆସିବ ଆଉ ଆପଣଙ୍କର ଅସଫଳତା ର ସମ୍ଭାବନା ବି ବହୁତ ମାତ୍ରାରେ ଅଛି।

makar

ତେଣୁ ଆପଣ ମାନଙ୍କୁ ଆମେ ଏହା ଜଣାଇ ଦେଉଛୁ କି ପରାଗ ଅଥବା ଗ୍ରହଣ ସେତେବେଳେ ଲାଗି ଥାଏ ଯେତେବେଳେ ଆମର ସର୍ବଦା ଆଲୋକିତ କରୁଥିବା କିଛି ଗ୍ରହ ଅଥବା ତାରକା ଉପରେ ଅନ୍ଧକାର ଛାଇ ଯାଇଥାଏ। ଏହା ସବୁ ଆଡୁ ଅଶୁଭ ହେଇ ଥାଏ ଆଉ ଆପଣଙ୍କୁ ଏହା ଭିତରେ ଅନେକ ଅସୁବିଧା ଭୋଗ କରିବାକୁ ପଡି ପାରେ। ତେବେ ଆପଣ ମାନେ ସମସ୍ତେ ସାବଧାନ ରୁହନ୍ତୁ ଆଉ ଜୀବନରେ ସତର୍କତା ଅବଲମ୍ବନ କରନ୍ତୁ।

Leave a Reply

Your email address will not be published. Required fields are marked *