ରଜ ସଂକ୍ରାନ୍ତି ଭୂଦାହ, ମରିଗଲେ ବି ଏହି କାମ କରନ୍ତୁ ନାହିଁ।

rajaa

ଓଡ଼ିଆ ମାନଙ୍କ ପାଇଁ ରଜ ପର୍ବ ଏକ ବହୁତ ବଡ଼ ପର୍ବ ହେଇଥାଏ। ଏହି ପର୍ବ ଆଶାଡ଼ ମାସରେ ପଡି ଥାଏ ଆଉ ଏହା କୃଷି ସମ୍ପର୍କୀୟ ପର୍ବ ଅଟେ। ଏହିଦିନ ବସୁଧା ଆଉ ବର୍ଷାର ମିଳନ ପାଇଁ ସମସ୍ତେ ଅପେକ୍ଷା କରନ୍ତି। ଏହାକୁ ରାଜଶ୍ୱାଳ ପର୍ବ କୁହାଯାଏ ଅର୍ଥାତ ଏହା ଆମ ଓଡ଼ିଆ କୁମାରୀ ମାନଙ୍କଁ ପାଇଁ ହି ହେଇଥାଏ।

ଏହିଦିନ ଝିଅ ମାନେ କିଛି କାମ ନ କରି କେବଳ ସଜବାଜ ହେଇ ନିଜର ସୁନ୍ଦର ବରର ଅପେକ୍ଷା କରନ୍ତି ଆଉ ଦୋଳି ଖେଳନ୍ତି ଆଉ ପୁଅ ମାନେ କବାଡ଼ି, ବାଗୁଡି ଇତ୍ୟାଦି ଖେଳନ୍ତି। ଏହିଦିନର ପୂର୍ବଦିନ କୁ ପହିଲି ରଜ ଆଉ ଚତୁର୍ଥ ଦିନକୁ ବସୁଧା ସ୍ନାନ କୁହାଯାଏ ଯାହା ପରେ ରଜ ସମାପ୍ତ ହେଇ ଯାଇଥାଏ।

saraj

ଏହା କୃଷି ସହ ସମ୍ପର୍କିତ ହେଇଥାଏ ମାତ୍ର ଏହି ଦିନ ମାନଙ୍କରେ ବସୁଧା ମାତା ଉପରେ ଅତ୍ୟାଚାର କରିବା ଦ୍ୱାରା ଘୋର ପାପ ଲାଗିଥାଏ ଆଉ ତାହା ଯିଏ କରେ ତାର ଜୀବନରେ ଅଭାବ ହି ଲାଗି ରହିଥାଏ। ତେବେ ରଜ ସଂକ୍ରାନ୍ତି ରେ ଆମକୁ ଭୁଲ ରେ ବି କେଉଁ କେଉଁ କାମ କରିବା ଉଚିତ ନୁହଁ ତାହା ବାବଦରେ ଆମେ ଆଜି ଜାଣିବାକୁ ଯାଉଛୁ। ତେବେ ଆସନ୍ତୁ ଆମେ ଆରମ୍ଭ କରିବା ଏହା ବାବଦରେ।

୧:- ପ୍ରଥମେ ଯାହା କରିବେ ତାହା ହେଉଛି କି ଆପଣ ଭୁଲ ରେ ବି ବସୁଧା ମାତା ଉପରେ କିଛି ଅତ୍ୟାଚାର କରନ୍ତୁ ନାହିଁ। ଆମ ବସୁଧା ଉପରେ ଜଙ୍ଗଲ, ଜୀବଜନ୍ତୁ,ସମୁଦ୍ର ସବୁକିଛି ଥାଏ। ଏହା ଉପରେ ଆମେ ବାସ କରିଥାଉ ଯାହା କି ଆମକୁ ସବୁକିଛି ଦେଇ ଥାଏ। ମାତ୍ର ରଜ ସଂକ୍ରାନ୍ତି ରେ ଏହା ନିଜର ସମସ୍ତ କାର୍ଯ୍ୟରୁ ବାହାରି ଯାଇ ବର୍ଷା ଆଗମନ ର ଅପେକ୍ଷା କରି ଥାଏ। ଏହାକୁ ଯଦି ଆମେ ଜାଣିବା ତାହେଲେ ଆମକୁ ଲାଗିବ କି ଏହା ଆମ ପାଇଁ ବହୁତ ହେଇ ଥାଇ ପାରେ। ତେଣୁ ଆମକୁ ଏହି ତିନିଦିନ ବସୁଧା ମାତା ଉପରେ କିଛି ବି କରିବା ଉଚିତ ନୁହଁ। ଏହାଦ୍ୱାରା ଆମକୁ ପାପ ଲାଗିପାରେ।

୨:- ଦ୍ୱିତୀୟ କାମ ଯାହା ଆମକୁ କରିବା ଉଚିତ ନୁହଁ ତାହା ହେଉଛି କି ଝିଅ ବୋହୁ ମାନେ ଏହି ଦିନ ମାନଙ୍କରେ କଟା, ବଟା ତଥା ରନ୍ଧା ଖାଦ୍ୟ ଗ୍ରହଣ ନ କରି କେବଳ ପିଠା, ପଣା ଅଥବା ଫଳମୂଳ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବସୁଧା ମାତାର କୃପା ଲାଗିବ। ଏହିଦିନ ମାନଙ୍କରେ ଆପଣ ଭଗବାନ ଙ୍କର ପୂଜା କରନ୍ତୁ ନାହିଁ ଆଉ ତାଙ୍କୁ ବାସ ସେହିଦିନ ଆଗରୁ ହି ପୂଜା କରି ସନ୍ତୁଷ୍ଟ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ କୃପା ମିଳିବ।

୩:- ବନ୍ଧୁଗଣ ତୃତୀୟ କାମ ଭାବେ ଆପଣ ଜଣେ ମହିଳା ରୂପେ ଘରେ ରନ୍ଧା ବଢା କି କଟା ଖାଦ୍ୟ ଖାନ୍ତୁ ନାହିଁ। ଆଅଅଁ ବାସ ରଜ ପୂର୍ବ ଦିନ କରା ଯାଇଥିବା ପିଠା ଅଥବା ଫଳମୂଳ ସେବନ କରନ୍ତୁ ଯାହା କି ଆପଣଙ୍କ ପାଇଁ କୃପା ଦାୟକ ହେଇ ପାରିବ। ଆପଣ କିଛି ବି ରନ୍ଧା ହେଇ ଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *