ଘରର କାନ୍ଥରେ ଏହି ଫଟୋ ଲଗାଇବା ଦ୍ୱାରା ବହୁତ ଜଲଦି ହୋଇଯିବେ ଧନବାନ |

photo

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ଫୋଟ କୁ ଆପଣ ମାନଙ୍କ ଘରେ ରହି ଥିଲେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ , ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇ ଥାଏ । ଅନେକ ଲୋକ ମାନେ ଘର ର ସୈନ୍ଦର୍ଯ୍ୟ ବଢେଇବା ପାଇଁ ଅନେକ ପ୍ରକାରର ଫୋଟ କୁ ଲଗେଇ ଥାନ୍ତି , ହେଲେ କଣ ଆପଣ ମାନେ ଏହି କଥା କୁ ଜାଣନ୍ତି କି ଏହି ଫୋଟ ଆପଣ ମାନଙ୍କ ପରିବାର ଉପରେ ବି ପ୍ରଭାବ ପକେଇ ଥାଏ । କିଛି ଫୋଟ ଏମିତି ରହିଛି ଯେଉଁ ଥିରେ ବ୍ୟକ୍ତି ର ଭାଗ୍ୟ ଚମକି ଉଠେ ।

ଏହା ସହିତ ଅନେକ ଶୁଭ ଫଳ ବି ମିଳେ ତେବେ ସେହି ଫୋଟ ଉପରେ ଆମେ କଥା ହେବା କି ସେହି ଫୋଟ ସବୁ କଣ କଣ । ପ୍ରଥମେ ରହିଛି ଲାଫିଙ୍ଗ୍ ବୁଦ୍ଧ ଙ୍କ ଫୋଟ ବା ମୃତି ଫେନଶୁଇ ଅନୁସାରେ ହସୁ ଥିବା ଲାଫିଙ୍ଗ୍ ବୁଦ୍ଧ ଙ୍କ ଫୋଟ ବା ମୃତି ଆପଣ ମାନଙ୍କ ଭାଗ୍ୟ ପରିବର୍ତନ କରି ଦେଇ ପାରେ , ଏବଂ ଆପଣ ମାନଙ୍କ ଭାଗ୍ୟ ରେ ଉନ୍ନତି ଆଣେ । ଜାହାକି ଆପଣ ମାନଙ୍କ ମଧ୍ୟ ରେ ପଜେଟିଭ୍ ଏନୋର୍ଜି ସଞ୍ଚାର କରେ ।

buddha

ସେହି ପରି ବନ୍ଧୁଗଣ ଦୁଇ ରେ ମୟୁର ପଙ୍ଖ ର ଫୋଟ ଏବଂ ଫ୍ରେମ୍ ଏହି ମୟୁର ପଙ୍ଖ ପବିତ୍ର ପଙ୍ଖ ମାନଙ୍କ ମଧ୍ୟ ରୁ ଗୋଟେ ଅଟେ । ଶାସ୍ତ୍ର ରେ ଏହି ମୟୁର ପଙ୍ଖ ର ମହତ୍ୱ ବହୁତ ଅଧିକ ରହିଛି । ପୁରାଣ କାଳ ରେ ଏହି ମୟୁର ପଙ୍ଖ ଦ୍ୱାରା ବହୁତ ଶାସ୍ତ୍ର ଲେକା ରହିଛି । ହେଲେ କଣ ଆପଣ ମାନେ ଏହି କଥା କୁ ଜାଣନ୍ତି ଏହି ମୟୁର ପଙ୍ଖ ଆପଣ ମାନଙ୍କ ଭାଗ୍ୟ କୁ ପରିବର୍ତନ କରି ଦେବ ।

ଦୁଇଟି ମୟୁର ପଙ୍ଖ ରହି ଥିବା ଫୋଟ ଫ୍ରେମ୍ କୁ ଘର ର ପୂର୍ବ ଦିଗ ର ପତି ପତ୍ନୀ ଙ୍କ ରୁମ୍ ସାମ୍ନା ରେ ଲଗାନ୍ତୁ । ଏବଂ ଆପଣ ମାନେ ଏହାକୁ ଲିଭିଙ୍ଗ୍ ରୁମ୍ ରେ ଲଗେଇ ପାରିବେ । ଏମିତି କରିଲେ ଆପଣ ମାନଙ୍କ ପାଇଁ ବହୁତ ଲାଭ ପ୍ରାପ୍ତି ହୋଇ ଥାଏ । ଏହାକୁ ପ୍ରତି ଦିନ ଦର୍ଶନ କରିବା ବହୁତ ଶୁଭ ହୋଇ ଥାଏ ।

peacock

ସେହି ପରି ତିନି ରେ ଘରେ ପହଁରୁ ଥିବା ମାଛ ମାନଙ୍କ ଫୋଟ ଲଗେଇବା ବହୁତ ଶୁଭ ଏବଂ ମଙ୍ଗଳ ମୟ ହୋଇ ଥାଏ । ଏହି ଫୋଟ ଲଗେଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି । ଏବଂ ପରିବାର ର ସଦସ୍ୟ ଙ୍କ ଆୟୁସ ମଧ୍ୟ ଏହିଥିରେ ବଢି ଥାଏ । ଘର ର କୌଣସି ବି ଲୋକ ମାନଙ୍କୁ ଏଥିରେ ବାଧା ବିଘ୍ନ ର ସାମ୍ନା କରିବା ପାଇଁ ପଡେ ନାହିଁ ତଥା ଆପଣ ମାନେ ବି ଏହି ସବୁ ଫୋଟ କୁ ନିଜର ଘରେ ଲଗାନ୍ତୁ ଦେଖିବେ ବହୁତ ଶୁଭ ଫଳ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *