ବାହା ହେଲେ ସିରିଏଲ ର ଅଭିନେତ୍ରୀ ସ୍ତୁତି । ଦେଖନ୍ତି ତାଙ୍କର ବିବାହ ଫଟୋ

stuti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେଲେ ହିତ୍ୟାସା କାହାକୁ ବିବାହ କରିଲେ ଏବଂ କେବେ ବିବାହ କରିଲେ ଏହି ବିଷୟ ରେ ଆମେ ଆଜି ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବା ହେଲେ ଆପଣ ମାନଙ୍କୁ ଅନୁରୋଧ କି ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ,

ତାହାଲେ ବନ୍ଧୁଗଣ ଆପଣ ମାନେ ହିତ୍ୟାସା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଯଦି ଜାଣି ନାହାଁନ୍ତି ତେବେ ଜଣେଇ ଦେବୁ କି ସେ ଦୂର୍ଗା ସିରିଏଲ ରେ ସ୍ତୁତି ଚରିତ୍ର ରେ ଅଭିନୟ କରୁ ଥିବା ଏହି ଅଭିନେତ୍ରୀ ଙ୍କ ଅସଲ ନାମ ହେଲା ହିତ୍ୟାସା ତେବେ ଦୂର୍ଗା ସିରିଏଲ ର ସ୍ତୁତି ତାଙ୍କର ଜବର୍ଦୋସ୍ତ ଅଭିନୟ ପାଇଁ ସେ ସବୁ ସମୟ ରେ ଲୋକ ମାନଙ୍କ ପାଖରେ ବହୁତ ପରିମାଣ ରେ ପରିଚିତ ହୋଇ ପାରିଛନ୍ତି , ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବି ବହୁତ ପରିମାଣ ରେ ପସନ୍ଦ କରୁ ଥିବାର ଦେଖିବା ପାଇଁ ମିଳୁଛି ।

stuti

ସେମିତି ରେ ଏହି ସିରିଏଲ ମାନେ ଦୂର୍ଗା ସିରିଏଲ ସରିବା ପରେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ସ୍ତୁତି ଆଉ କୌଣସି ବି ସିରିଏଲ ରେ ଅଭିନୟ କରୁ ନାହାଁନ୍ତି , ବା ସେ ବର୍ତମାନ ସମୟ ରେ ଅଭିନୟ ଜଗତ ରୁ ଦୂରେଇ ରହିଛନ୍ତି ।

ହେଲେ ସେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଏକ୍ଟିଭ୍ ରହି ଥିବା ବେଳେ ଏହି ଦିନ ରେ ବଧୁ ବେଶ ହୋଇ ଥିବାର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି ,

ଯାହା ପାଇଁ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗି ଥିବା ବେଳେ ଫେନ୍ସ ମାନେ ଭାବୁଛନ୍ତି ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ବୋଲି ।

stoti

ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ସେ ଏବେ ବିବାହ କରି ନାହାଁନ୍ତି ବରଂ ସେ ତାଙ୍କର ଆଗାମୀ ଦିନ ର ସୁଟିଂ ରେ ବ୍ୟସ୍ତ ରହି ଥିବା ବେଳେ ସେହି ଠାରେ ସୁଟିଂ କରୁ ଥିବା ସମୟ ର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଏହି ଦିନ ରେ ପୋଷ୍ଟ କରିଛନ୍ତି ଏବଂ ଯାହା ଭାଇରଲ ହୋଇଛି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *