ଲୋକପ୍ରିୟ ସିଙ୍ଗର ତପୁ ମିଶ୍ରଙ୍କର ସ୍ୱାମୀ ଦୀପକଙ୍କ ବଡ ବୟାନ। ଶେଷ ମୁହୁର୍ତ୍ତରେ କହିଥିଲେ ଏହି ବଡ କଥା

tapu mishra

ଓଡ଼ିଆ ଗାୟିକା ତପୁ ମିଶ୍ରଙ୍କୁ ଅଥବା କିଏ ନ ଜାଣେ।ନିଜର ସଙ୍ଗୀତ ତଥା କଣ୍ଠସ୍ୱର ଦ୍ୱାରା ସାରା ଓଡ଼ିଶାରେ ଲୋକପ୍ରିୟତା ଲାଭ କରିଥିଲେ ତପୁ। ତାଙ୍କର କଣ୍ଠସ୍ୱର ସାରା ଓଡ଼ିଶାରେ ଲୋକପ୍ରିୟ ଥିଲା ଆଉ ତାଙ୍କର ଏହି କଣ୍ଠସ୍ୱରକୁ ସମଗ୍ର ଓଡ଼ିଶାବାସୀ ଚାହୁଁ ଥିଲେ। ମାତ୍ର ଏବେ ତାଙ୍କର ବିୟୋଗ ସାରା ଓଡିଶାକୁ ଶୋକ ରେ ରଖିଛି ଆଉ ତାହା ତାଙ୍କ ପରିବାରକୁ ଯେତିକି ଦୁଃଖ ଦେଇଛି ସେତିକି ହି ଦୁଃଖ ଦେଇଛି ତାଙ୍କର ଅତିପ୍ରିୟ ଓଡ଼ିଆ ଇଣ୍ଡଷ୍ଟ୍ରିକୁ। ଏବେ ସବୁଠୁ ଅଧିକ ଦୁଃଖରେ ଅଛନ୍ତି ତାଙ୍କର ସ୍ୱାମୀ ଦୀପକ ପୂଜାରୀ। ଦୀପକ ପୂଜାରୀ ଜଣେ ଅଭିନେତା ଆଉ ସେ ତପୁଙ୍କୁ ଭଲପାଇ ବିବାହ କରିଥିଲେ। ସେ ଜଣେ ଅଭିନେତା ଆଉ ନିର୍ଦ୍ଧେଶକ ମଧ୍ୟ ଆଉ ସେହି ଦୁଇ ଜଣଙ୍କର ବିବାହ ୨୦୧୮ରେ ହେଇ ଥିଲା।ତାଙ୍କ ଭିତରେ କମ୍ବିନେସନ ବହୁତ ଭଲ ଥିଲା ଆଉ ଦୁଇଜଣ ଦୁହିଁଙ୍କୁ ବହୁତ ଭଲ ମଧ୍ୟ ପାଉଥିଲେ।

tapu

ଦୀର୍ଘ ଦୁଇ ବର୍ଷର ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଥିଲେ ଦୀପକ ପୂଜାରୀ ଆଉ ସେ ଏବେ ତାଙ୍କର ଲାଇଫ ପାର୍ଟନରଙ୍କୁ ହରେଇ ବହୁତ ଅଧିକ ଦୁଃଖରେ ଅଛନ୍ତି ଆଉ ନିଜର ଏହି ଦୁଃଖକୁ ସେ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ। ଦୀର୍ଘଦିନ ର ଚିକିତ୍ସା ତଥା ମେଡ଼ିକାଲ ଖର୍ଚ୍ଚ ପରେ ଦୀପକ ପୂଜାରୀ କେବେ ଭାବି ନଥିଲେ କି ତାଙ୍କର ଅତି ପ୍ରିୟ ଜୀବନ ସାଥି ତପୁ ମିଶ୍ର ତାଙ୍କୁ ଏକା କରି କେବେ ଛାଡି ଚାଲିଯିବେ ବୋଲି। ଏହି କଷ୍ଟ ତାଙ୍କୁ ଏକାକୀ କରି ଦେଇଛି ଆଉ ସେ ଏକା ହି ଏହାକୁ ପାଇବା ଚେଷ୍ଟାରେ ରହିଛନ୍ତି।

ଦୀପକ ଙ୍କର କହିବା ଅନୁସାରେ ତାଙ୍କୁ ସେହିଦିନ ଦିନ ସମୟ ୧୧.୦୦ ସମୟରେ ଫୋନ ଆସିଲା କି ତପୁ ଆଉ ନାହାନ୍ତି। ଦୀପକଙ୍କର କହିବା ଅନୁସାରେ ତପୁଙ୍କର ଅବସ୍ଥା ଧୀରେ ଧୀରେ ଭଲ ହେଇ ଆସୁଥିଲା ଆଉ ତାଙ୍କର ଅମ୍ଳଜାନ ଭାଗ ୪୦-୬୦% ରହୁଥିଲା। ତାଙ୍କର ଏହା ଆଶା ଥିଲା କି ସେ ଭଲ ହେଇ ଯିବେ ଆଉ ଦିନେ ତାଙ୍କ ପାଖକୁ ଫେରି ଆସିବେ। ସେ ଏହା ଆଶା ହି କରୁନଥିଲେ କି ତପୁ ତାଙ୍କୁ ଛାଡି ଚାଲିଯିବେ ମାତ୍ର ଏହା ହି ହେଇଗଲା।

tapu m

ତପୁ ତାଙ୍କୁ ଏହା ପ୍ରତିଶୃତି ବି ଦେଇଥିଲେ କି ଦିନେ ନା ଦିନେ ସେ ତାଙ୍କ ସହ ଆସି ପୁଣି ବସବାସ କରିବେ ଆଉ ଏହା ତାଙ୍କୁ ଆଶାର ଆଲୋକ ଦେଉଥିଲା। ମାତ୍ର ତାଙ୍କୁ ଏହା ଆଶା ହି ନଥିଲା କି ତପୁ ତାଙ୍କୁ ଛାଡି ଦିନେ ଅଧା ବାଟରେ ଚାଲିଯିବେ। ଏହା ତାଙ୍କୁ ଦୁଃଖରେ ଥରହର କରି ଦେଇଛି ଆଉ ସେ କଥା କହୁ କହୁ କାନ୍ଦି ପକାଇଛନ୍ତି ସୋସିଆଲ ମିଡିଆ ସାମ୍ନାରେ।

ଏହା ଏକ ହୃଦୟ ବିଦାରକ ଘଟଣା ଅଟେ କାରଣ ଦୀର୍ଘ ତିନି ବର୍ଷର ବିବାହ ପରେ ଦୀପକଙ୍କର ହାତ ଛାଡି ଚାଲି ଯାଇଛନ୍ତି ତପୁ। ତପୁ ଓଡ଼ିଆ ଚଳଚ୍ଚିତ୍ର ତଥା ଭଜନ ଦୁନିଆ ରେ ବହୁତ ସକ୍ରିୟ ଥିଲେ ଆଉ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଥିଲା। ଫିଲ୍ମ ସହିତ ସେ ଭଜନ ବି ଅନେକ ଗାଇଛନ୍ତି। ତାଙ୍କର ବିୟୋଗ ବହିଟି ଶୋକଭରା ଅଟେ।

Leave a Reply

Your email address will not be published. Required fields are marked *