ଓଡ଼ିଆ ସିରିଏଲ ଅଭିନେତା ତଥା ଅଭିନେତ୍ରୀ ଜୟ ଆଉ ଭୂମି ବହୁତ ଜଲଦି ବିବାହ କରିବା ଉପରେ।

bhumi

ଆଜି ଆମେ ଓଡ଼ିଆ ଧାରାବାହିକର କିଛି ଲୋକପ୍ରିୟ ଅଭିନେତା ତଥା ଅଭିନେତ୍ରୀ ମାନଂକ ବାବଦରେ ଖବର ନେଇକି ଆସିଛୁ ଯାହା କି ଆପଣଙ୍କୁ ପସନ୍ଦ ଆସିପାରେ। ଅଭିନେତା ରିଶି ତଥା ଦେବସ୍ମିତାକୁ ଅଥବା କିଏ ନ ଜାଣେ। ଆପଣ ମାନେ ତାଙ୍କର ଧାରାବାହିକ ” ତୋ ପାଇଁ ମୁଁ” ରେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥିଲେ। ଜୟ ଆଉ ଭୂମି ଭାବେ ସେମାନେ ବହୁତ ଲୋକ ପ୍ରିୟତା ଲାଭ କରି ଛନ୍ତି ଆଉ ଆପଣ ମାନେ ବି ଜାଣିଥିବେ କି ସେମାନେ କିପରି ନିଜର ସମ୍ପର୍କ ନେଇ ବହୁତ ଲୋକପ୍ରିୟ ଅଟନ୍ତି।

thithi

ତାଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା କଥା ବହୁତ ଖବର ଆସୁଛି।ମାତ୍ର କଣ ଆପଣ ଜାଣନ୍ତି କି ଅଭିନେତ୍ରୀ ଦେବସ୍ମିତା ଯିଏ କି ସେହି ଧାରାବାହିକରେ ଭୂମିର ଚରିତ୍ର ପ୍ଲେ କରୁଛନ୍ତି, ତାଙ୍କର ଜୟ ଙ୍କ ସହ ସମ୍ପର୍କ ନେଇ କଣ କହିବାର ଥିଲା। ଏହା ବାବଦରେ ହି ଆମେ ଆପଣଙ୍କ ପାଖରେ ଆଜି ବଡ଼ ଖବର କହିବାକୁ ଯାଉଛୁ। ଏହା ଜାଣିବା ପାଇଁ ଆପଣ ଆମ ସହ ଯୋଡ଼ା ହୋଇ ରୁହନ୍ତୁ ଆଉ ଆମେ ଆପଣଙ୍କ ଏହି ଖବର ଜଣାଇବୁ। ଆସନ୍ତୁ ଆରମ୍ଭ କରିବା।

ଜୟ ଆଉ ଭୂମି ପ୍ରଥମେ ନଜର ଆସିଥିଲେ ଓଡ଼ିଆ ଧାରାବାହିକ “ତୋ ପାଇଁ ମୁଁ” ରେ। ଏଠାରେ ସେହି ଦୁଇ ଜଣଙ୍କର ଯୋଡି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଆଉ ସେମାନେ ନିଜର ଅଭିନୟ ଦ୍ୱାରା ବହୁତ ଲୋକପ୍ରିୟତା ଲାଭ କରି ଥିଲେ। ତାଙ୍କର ଅଭିନୟ ଲୋକଙ୍କ ହୃଦୟରେ ବାସ କରି ପାରିଥିଲା। ଜୟ ଯାହାଙ୍କର ଅସଲି ନାମ ରିଷୀ ଆଉ ଭୂମି ଯାହାଙ୍କର ଅସଲି ନାମ ଦେବସ୍ମିତା ସେ ଏଥିରେ ଥିଲେ। ସେ ପ୍ରଥମେ ଫିଲ୍ମ କରିଥିଲେ ଆଉ ତାହା ପରେ ସେ ପୁଣି ନଜର ଆସିଥିଲେ ସିରିଏଲ ମାନଙ୍କରେ ।

ସେ ସର୍ବ ପ୍ରଥମେ ଏକ ରିଆଲିଟି ଶୋରେ ନଜର ଆସିଥିଲେ ଯାହା କି ତାଙ୍କ ପାଇଁ ନୂଆ ନଥିଲା। ମାତ୍ର ତାଙ୍କୁ ଆଉ ଏକ ସାକ୍ଷାତକାରରେ ପଚରାଗଲା କି ଆପଣଙ୍କର ରିଶି ଅଥବା ଜୟଙ୍କ ସହ କି ସମ୍ପର୍କ ଅଛି ଆଉ ଏହାର ଜବାବ ସେ ସିଧା ସଳଖ ତ ଦେଇନଥିଲେ ମାତ୍ର ସେ ଏହାର ଜବାବ ବୁଲେଇ ବଙ୍କେଇ ଦେଲେ ଯାହା କି ସେ କହିଲେ ଯେ ଜୟ ତାଙ୍କର ବହୁତ କ୍ଲୋଜ ଫ୍ରେଣ୍ଡ ମାତ୍ର ତାଙ୍କ ସହ ସେପରୀ କିଛି ନାହିଁ ବୋଲି।

bhumi

ସେ କହିଲେ କି ଜୟ ବହୁତ ଯତ୍ନଶୀଳ ଆଉ ସେ ମୋର ବହୁତ କେୟାର କରନ୍ତି। ସେ ମୋତେ ବହୁତ ଭଲ ଲାଗନ୍ତି ଆଉ ତାଙ୍କ ସହ ମୋର ବହୁତ ଭଲ ସଂପର୍କ ମାତ୍ର ସେ ବୟଫ୍ରେଣ୍ଡ ମ୍ୟାଟେରିଆଲ ନୁହନ୍ତି ସେ ହେଉଛନ୍ତି ଜଣେ ହଜବ୍ୟାଣ୍ଡ ମ୍ୟାଟେରିଆଲ। ଜୟ ଯାହାଙ୍କର ରିଏଲ ନେମ ହେଉଛି ରିଶି ଆଉ ଭୂମୀଙ୍କର ଏହି ଯୋଡିକୁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ ଆଉ ତାହା ସେମାନଙ୍କୁ ବହୁତ ପସନ୍ଦ ବି ଆସିଥିଲା।

ତାଙ୍କ କଥାରୁ ସିଧା ସଳଖ ଏହା ଲାଗିଲା ନାହିଁ କି ସେ ଜୟଙ୍କୁ ଲାଇକ କରନ୍ତି ମାତ୍ର ଏହା ଅନୁଭବ ହେଉଛି କି ସେ ଜୟଙ୍କୁ ଭଲ ପାଆନ୍ତି। ତାଙ୍କ ବିବାହ ବାବଦରେ ଜଲଦି ସୋସିଆଲ ମିଡିଆ ଜାଣିବାକୁ ଯାଉଛି।

Leave a Reply

Your email address will not be published. Required fields are marked *