ତେଲୁଗୁ ଝିଅ ର ପ୍ରେମ ରେ ଓଡ଼ିଆ ହିରୋ ଜ୍ୟୋତି? କିଏ ଏହି ଝିଅ ଜାଣନ୍ତୁ

jati

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେଲୁଗୁ ଝିଅ ଙ୍କ ପ୍ରେମ ରେ ପଡିଛନ୍ତି ଓଲିଉଡ ହିରୋ ଜ୍ୟୋତି ତେବେ ବନ୍ଧୁଗଣ ଏମିତି ଅନେକ ଗୁଡିଏ ତଥ୍ୟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେସ୍ ଚର୍ଚ୍ଚା ର ବିଷୟ ରହିଛି ।

ତେବେ ବନ୍ଧୁଗଣ ସେହି ଝିଅ ଜଣଙ୍କ କିଏ ତାଙ୍କ ବିଷୟ ରେ ଏବଂ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନଙ୍କୁ ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ଶେଷ ଯାଏ ପଢିବା ପାଇଁ ପଡିବ । ବନ୍ଧୁଗଣ ସେହି ପରି ଆପଣ ମାନେ କାହାର ପ୍ରେମ ରେ ପଡିଛନ୍ତି ବୋଲି ଜାଣି ଥିଲେ ଏହି ଠାରେ ଆପଣ ମାନେ ପଢିବା ପୂର୍ବ ରୁ କମେଣ୍ଟ ମଧ୍ୟ କରି ଜଣେଇ ଦେବେ , ତାହାଲେ ଦର୍ଶକ ବନ୍ଧୁ ଓଲିଉଡ ର ସୁପର ଷ୍ଟାର ଜ୍ୟୋତି ଯେ କି ଇଞ୍ଚିନିୟରିଂ କୋର୍ସ କୁ ସମାପ୍ତ କରି ସାରିଛନ୍ତି ।

jati

ଏହା ସହିତ ଯଦି ଆପଣ ମାନେ ଦେଖିବେ ତାଙ୍କର ପାଠ ପଢା ରେ ବହୁତ ମାତ୍ରା ରେ ଆଗ୍ରହ ରହି ଥିଲା , ହେଲେ ପରବର୍ତି ସମୟ ରେ ଯେଉଁ ପରି ଭାବେ ତାଙ୍କର ଅଭିନୟ ଜଗତ ପ୍ରତି ଆଗ୍ରହ ବଢିବାରେ ଲାଗିଲା ତେବେ ସେହିଥି ପାଇଁ ଓଡିସନ୍ ଦେବା ସହିତ ପରବର୍ତି ସମୟ ରେ ସେ ଚଳଚିତ୍ର ରେ କାମ କରିବା ପାଇଁ ସିଲେକ୍ଟ ମଧ୍ୟ ହୋଇ ଥିଲେ ।

ଯିଏ କି ବର୍ତମାନ ସମୟ ରେ ଓଲିଉଡ ର ସୁପର ଷ୍ଟାର ହୋଇ ସାରିଛନ୍ତି , ତାଙ୍କର ଏମିତି ବନିବା ପଛରେ ତାଙ୍କର ପରିବାର ବହୁତ ମାତ୍ରା ରେ ସୋପର୍ଟ ରହିଛି ବୋଲି ଜ୍ୟୋତି ନିଜର କଥା ରେ କହିଛନ୍ତି ।

jatie

ସେମିତି ରେ ସେହି ଇଣ୍ଟର୍ଭ୍ୟୁ ରେ ଏମିତି କିଛି ବି ପ୍ରଶ୍ନ କରା ଜାଇ ଥିଲା ଯେଉଁ ଥିରେ ପାଠ ପଢିବା ସମୟ ରେ ତାଙ୍କର କେହି ଗାର୍ଲ ଫ୍ରେଣ୍ଡ ଥିଲେ କି ନାହିଁ ସେହି ବିଷୟ ରେ ପଚାରିବା ପରେ ସେ ସେଠାରେ ଏହି ପ୍ରଶ୍ନ ରେ କହି ଥିଲେ ବର୍ତମାନ ସମୟ ରେ ତାଙ୍କର କେହି ବି ଗାର୍ଲ ଫ୍ରେଣ୍ଡ ନାହାଁନ୍ତି ହେଲେ ତାଙ୍କ ପଛରେ ସେହି ସମୟ ରେ ବହୁତ ତେଲୁଗୁ ଝିଅ ମାନେ ପଡି ଥିଲେ ମାନେ ସେ ବେଙ୍ଗାଲୋର ଠାରେ ନିଜର ଇଞିନିୟରିଂ ର କୋର୍ସ ସାରି ଥିବା ବେଳେ ଏହି କଥା କହିଛନ୍ତି ବହୁତ ଝିଅ ମାନେ ତାଙ୍କ ପଛରେ ପଡିଛନ୍ତି ହେଲେ ସେ ସେମାନଙ୍କୁ ନିଜର ସାଙ୍ଗ ଭାବେ କେବଳ ଦେଖନ୍ତି ବୋଲି କହିଛନ୍ତି ।

ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହି ବିଷୟ ରେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *