ପୁଣି ବାତ୍ୟା ଆଶଂକା ନେଇ ସତର୍କ କରେଇଲା ପାଣିପାଗ ବିଭାଗ , ବୋଙ୍ଗପସାଗର ରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ।

bbaty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ତଳେ ଆସି ଥିବା ବାତ୍ୟା ୟ୍ୟସ୍ ର ତାଣ୍ଡବ ଏବେ ବି ଲୋକ ମାନଙ୍କ ମନ ରୁ ଲିଭି ନାହିଁ । ହେଲେ ପୁଣି ଥରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ , ଜାହା ବର୍ତମାନ ସମୟ ରେ ସକ୍ରିୟ ହେବାରେ ଲାଗିଛି । ଏବଂ ଏହାର ପ୍ରଭାବ ରେ ଓଡିଶା ର ବିଭିନ୍ନ ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ଦେଖିବା ପାଇଁ ମିଳିଛି ।

ଏହି ନେଇ ବର୍ତମାନ ସମୟ ରେ ଭାରତୀୟ ପାଣି ପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆ ଜାଇଛି । ଏହି ଲଘୁଚାପ ଧିରେ ଧିରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଶଂକା ରହିଛି । ସେମିତି ରେ ଆପଣ ମାନେ ଏହି କଥା ଜାଣି ଥିବେ ଗତ ଦୁଇ ମାସ ରେ ଦୁଇଟି ବାତ୍ୟା ଦେଶ ବିଭିନ୍ନ ସ୍ଥାନ ରେ କ୍ଷେୟ କ୍ଷେତି କରିଥିବା ବେଳେ ଏହିଥିରୁ ଓଡିଶା ବର୍ତ୍ତି ନାହିଁ ।

rains

ତେବେ ବଙ୍ଗୋପସାଗର ରେ ପୁଣି ଥରେ ଏକ ଲଘୁଚାପ ସୃଷ୍ଟି ହେବା ବର୍ତମାନ ସମୟ ରେ ଲୋକ ମାନଙ୍କ ମନ ରେ ଭୟ ସୃଷ୍ଟି କରିଛି । ଭାରତୀୟ ପାଣିପାଗ ବିଭାଗ IMD କହିବା ଅନୁସାରେ ବର୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଜାହାର ପ୍ରଭାବ ରେ ରାଜ୍ୟ ର କିଛି ଜିଲ୍ଲା ରେ ମେଘୁଆ ରହିଥିବା ବେଳେ କିଛି ଜିଲ୍ଲା ରେ ଏବେ ବର୍ଷା ଲାଗିଛି ରହିଛି ।

ଏବଂ ଏମିତି 2 ରୁ 3 ଦିନ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଏବଂ ଏହି ଲଘୁଚାପ ଅଧିକ ପରିମାଣ ରେ ଘନିଭୂତ ହେଲେ ବାତ୍ୟା ର ରୂପ ନେଇ ପାରେ ବୋଲି ସୂଚନା ଦିଆଜାଇଛି । ଏହି ସବୁ ସ୍ଥିତି ର ଅନୁଧ୍ୟନ କରି ରାଜ୍ୟ ସରକାର ସବୁ ଜିଲ୍ଲା ପାଳ ମାନଙ୍କୁ ଏହା ପାଇଁ ତତ୍ପର ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

rains

ଏହି ସମୟ ରେ 24 ଘଣ୍ଟିଆ କୋଣ୍ଟ୍ରଲ ରୁମ୍ ଏବଂ ବିଭିନ୍ନ ଅସୁବିଧା କୁ ସୁଧାରିବା ପାଇଁ ଏନଡିଆର ଏଫେ୍ , ବାତ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *