ଓଡିଶା ଯୁକ୍ତ ୨ ରେଜଲ୍ଟ ଅପଡେଟ।

Result update

ଯେପରିକି ଆପଣ ଜାଣନ୍ତି କି ଆମ ସରକାର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଦେଇଛନ୍ତି। ମାତ୍ର ତାହା ବାତିଲ ହେବା ପରେ ବି କେଉଁ ପ୍ରକାର ମୂଲ୍ୟାଙ୍କନ ହେବ ତଥା କିଭଳି ଭାବେ ତାହାର ରେଜଲ୍ଟ ବାହାରିବ ତଥା କିପରି ଆଉ କେଉଁ ଡେଟରେ ରେଜଲ୍ଟ ବାହାରିବ ରାହା ବାବଦରେ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରାଯାଇଛି। ତ ତାହା ବାବଦରେ ଆମେ ମାନେ ଆଜି ଜାଣିବା ଆଉ ଭଲ ଭାବରେ ତାହା ଜାଣିବା ପାଇଁ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ ।

nabine p

ତେବେ ଆମ ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା । ଏହା ବାତିଲ କଲେ ଆମ ରାଜ୍ୟ ସରକାର ଆଉ ତାହାକୁ ଶୁକ୍ରବାର ଦିନ ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଯେପରିକି ଆପଣ ଜାଣନ୍ତି କି ଏବେ ଆମ ରାଜ୍ୟରେ ତଥା ସମଗ୍ର ଦେଶରେ କୋଭିଡର ଦ୍ୱିତୀୟ ଲହରୀ ଜୋର ରେ ମାଡି ଚାଲିଛି। ଏହା ଭିତରେ ତାହା ଆମ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ଏହି ପରିସ୍ଥିତି ରେ ସର୍ବାଧିକ ପ୍ରଭାବିତ ହେଉଛି ଛାତ୍ର ଛାତ୍ରୀ ମାନଙ୍କର ଜୀବନ ତଥା ଲୋକ ମାନଙ୍କର ଜୀବିକା ଆଉ ଛାତ୍ର ମାନଙ୍କର ପାଠ ପଢ଼ା । ତେବେ ସେ ସବୁ ଉପରେ ବି ମନୁଷ୍ୟର ଜୀବନ ଅଛି ବୋଲି ସମସ୍ତେ କହୁଛନ୍ତି ଆଉ ଏହା ହି କହିଛନ୍ତି ଆମ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପତ୍ତନାୟକ। ସେ କହିଲେ କି ଛାତ୍ର ଛାତ୍ରୀ ମାନଙ୍କର ଜୀବନ ଆଗରେ ତାଙ୍କ ପାଠ ପଢା କିଛି ନୁହଁ ଆଉ ତାହାରି ପାଇଁ ହିଁ ଆମେ ପରୀକ୍ଷା ବାତିଲ କରିଛୁ। ଯଦି ଆମ ଛାତ୍ର ଛାତ୍ରୀ ମାନଙ୍କର ଜୀବନ ଠିକ ରହିବ ତାହେଲେ ଆଗକୁ ଅନେକ ପରୀକ୍ଷା କରି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଲେ ।

nabine

ତେବେ ଯଦି ଏପରି ସମୟରେ ପରୀକ୍ଷା କରାଯାଏ ତାହେଲେ ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାକୁ ବିଚାର କରି ହି ସେ ପରୀକ୍ଷା ବାତିଲ କରି ସାରିଛନ୍ତି। ତେବେ ମୂଲ୍ୟାୟନ କିପରି କରାଯିବ ତାହା ପାଇଁ କିଛି ସ୍ଥିର କରାଯାଇନାହି। ଏପରି ସମୟରେ ଅଭିଜ୍ଞ ମାନଙ୍କର ପରାମର୍ଶ ନେଇ ମୂଲ୍ୟାୟନ କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି ଆଉ ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ହି ମୂଲ୍ୟାୟନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଯେଉଁ ଛାତ୍ର ଅଥବା ଛାତ୍ରୀ ମୁଲ୍ୟଙ୍କନ ରେ ଅସନ୍ତୁଷ୍ଟ ହେବେ ସେ ଆଉ ଥରେ ପରୀକ୍ଷା ଦେଇ ପାରିବେ ଆଉ ତାଙ୍କର ପରିସ୍ଥିତି ଠିକ ହେବା ପରେ ମୂଲ୍ୟ ଠିକ ଭାବରେ ଆସିଯିବ। ଏହାର ବ୍ୟବସ୍ଥା ନିଜେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି।

Leave a Reply

Your email address will not be published. Required fields are marked *