ଏବେ ପିଲା ଜନ୍ମ କରିବେ ପୁରୁଷ। ଜାଣନ୍ତୁ କେମିତି ।

baby

ଆମେ ଆପଣଙ୍କ ପାଖରେ ଏହି ଅଦ୍ଭୁତ ଦୁନିଆର ଅଦ୍ଭୁତ ଖବର ସମସ୍ତ ଆଣି ଦେଇଥାଉ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଅଦ୍ଭୁତ ଖବର ନେଇକି ଆସିଛୁ। ତେବେ ଦୁନିଆରେ ଅନେକ ପ୍ରକାର ଅଡିଭିତ ଘଟଣା ଘଟିଥାଏ, ଅଦ୍ଭୁତ ଲୋକ ମଧ୍ୟ ଏହି ଦୁନିଆରେ ବାସ କରନ୍ତି,ଅଦ୍ଭୁତ ଜୀବ ଜନ୍ତୁ, ଅଦ୍ଭୁତ ଗଛ ପତ୍ର ତଥା ଅଦ୍ଭୁତ ପ୍ରଣାଳୀ ବି ଏହି ଦୁନିଆରେ ଭରା ଥାଏ। ତେବେ ସଂକ୍ଷେପରେ କହିବାକୁ ଗଲେ ଏହି ଦୁନିଆ ଅଦ୍ଭୂତତାରେ ଭରା ହେଇ ଯାଇଛି। ତେବେ ଆଜିକାଲିର ବିଜ୍ଞାନ ମନୁଷ୍ୟ ଦ୍ୱାରା ଅନେକ ପ୍ରକାରର ଆଶ୍ଚର୍ଯ୍ୟ କରାଇ ଥାଏ। ଏହା ଆମକୁ ଅନେକ ପ୍ରକାର କାର୍ଯ୍ୟରେ ସଫଳତା ଦେଇ ଅଛି ଯାହା ବାବଦରେ ଆଗରୁ କେହି ଭାବି ବି ନଥିବ।

baby

ତେବେ ଆଜି ମନୁଷ୍ୟ ବିଜ୍ଞାନ ସାହାଯ୍ୟରେ ଆକାଶରେ ଉଡି ପାରୁଛି, ପାଣିରେ ବୁଡି ପାରୁଛି ତଥା ଆହୁରି ଅନେକ ଆଶ୍ଚର୍ଯ୍ୟ କରି ପାରୁଛି। ଚିକିତ୍ସା କ୍ଷେତ୍ରରେ ବି ଆଜି ବହୁତ କିଛି ସମ୍ଭବପର ହେଇ ପାରିଛି କେବଳ ଜୀବ ବିଜ୍ଞାନ ଦ୍ୱାରା। ଆଜି ଆମେ ଆପଣଙ୍କ ପାଖରେ ସେପରି ହି ଏକ ଆଶ୍ଚର୍ଯ୍ୟକର ଘଟଣା ନେଇ ଆସିଛୁ ଯାହା କି ଆପଣଙ୍କ ପାଇଁ ସମ୍ପୂର୍ଣ ରୂପେ ଆଶ୍ଚର୍ଯ୍ୟକର ହେଇ ପାରେ। ଏହା ବାବଦରେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆଉ ତାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହେଇ ଯିବେ। ତେବେ ଆସନ୍ତୁ ଜାଣିବା ଏହି ଅଦ୍ଭୁତ ଖବର ବାବଦରେ।

ଆଜି ପୁରୁଷ ମାନେ ବି ପିଲା ଜନ୍ମ କରି ପାରିବେ ଆଉ ତାହା ବାବଦରେ କୁହା ଯାଇଛି ଚାଇନାର ଏକ ଗଣମାଧ୍ୟମରେ। ଏହି ବୈଜ୍ଞାନିକ ପଦ୍ଧତି ଦ୍ୱାରା ପୁରୁଷ ମାନେ ବି ମାଆ ହେଇ ପାରିବେ ଆଉ ପିଲା ଜନ୍ମ କରି ପାରିବେ। ଚାଇନାର ବୈଜ୍ଞାନିକ ମାନେ ଏହା କଂଫର୍ମ କରିଛନ୍ତି।

man

ଚାଇନାର ବୈଜ୍ଞାନିକ ମାନେ ସର୍ବଦା ଅଦ୍ଭୁତ ରିସର୍ଚ କରିବା ପାଇଁ ଜଣା ଶୁଣା ଅଟନ୍ତି। ନିକଟରେ ଜଣେ ଉହାନ ର ବୈଜ୍ଞାନିକ ଏହା କହିଛନ୍ତି କି ଚାଇନା ସର୍ବଦା ଅଦ୍ଭୁତ ଗବେଷଣା କରିବା ପାଇଁ ଜଣା ଯାଇଥାଏ। ଏହା ସର୍ବଦା ଏପରି ଜିନିଷ ଉପରେ ଗବେଷଣା କରିଥାଏ ଯାହାକୁ ଅନ୍ୟ ଦେଶ ମାନଙ୍କରେ ବ୍ୟାନ କରା ଯାଇଛି। ଏବେ ହି ଚାଇନାର ବୈଜ୍ଞାନିକ ମାନେ ପୁରୁଷ ମାନଙ୍କୁ ଗର୍ଭବତୀ କରିବାର ଚମତ୍କାର କରି ପାରିଛନ୍ତି ବୋଲି ଦାବି କରିଛନ୍ତି।

ଏହି କାର୍ଯ୍ୟ କରିବା ଆଗରୁ ସେମାନେ ବହୁତ ବର୍ଷ ଗବେଷଣା କରିଥିଲେ। ପ୍ରଥମେ ପୁରୁଷ ମୂଷା ମାନଙ୍କ ଉପରେ ରିସର୍ଚ୍ଚ କରା ଯାଇଥିଲା ଆଉ ତାହା ପରେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରି ମହିଳା ମୂଷା ମାନଙ୍କ ଶରୀରର ଗର୍ଭାଶୟ ଆଣି ଫିଟ କରା ଯାଇଥିଲା ଆଉ ତାହା ପରେ ଦେଖା ଯାଇଥିଲା କି ପୁରୁଷ ମୂଷା ଗର୍ଭବତୀ ହେଇଛନ୍ତି। ଏହାପରେ ଏହା ମନୁଷ୍ୟ ମାନଙ୍କ ଉପରେ ପରୀକ୍ଷା କରାଗଲା ଆଉ ତାହା କାମ ମଧ୍ୟ କରିଲା। ଏହି ରିସର୍ଚ୍ଚ ଦ୍ୱାରା ଦୁନିଆରେ ଆଗକୁ ଅନେକ ବିବର୍ତ୍ତନ ଦେଖା ଯାଇପାରେ। ଏହାଦ୍ୱାରା ଆଗକୁ ପୁରୁଷ ମାନେ ବି ପିଲା ଜନ୍ମ କରିବେ ଆଉ ଯେଉଁ ସମଲିଙ୍ଗୀ ଲୋକ ମା ହେବାକୁ ଚାହାନ୍ତି ସେମାନଙ୍କ ପାଇଁ ଭବିଷ୍ୟତ କାମରେ ଆସିପାରେ।

Leave a Reply

Your email address will not be published. Required fields are marked *