ଏବେ ହିଁ ବାଛନ୍ତୁ ନିଜ ରାଶି ଅନୁସାରେ ଗୋଟିଏ ଇମୋଜି ଏବଂ ଜାଣନ୍ତୁ ଆପଣଙ୍କର ଲଭ୍ ମ୍ୟରେଜ୍ ହେବ ନା ଆରେଞ୍ ମ୍ୟରେଜ୍ ହେବ ।

rashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ବିଦ୍ୟା ଏକ ଗୁରୁତ୍ୱ ପୂର୍ଣ୍ଣ ବିଦ୍ୟା ଅଟେ ଏହିଥିରେ ଆପଣ ମାନେ ଗୋଟିଏ ବ୍ୟକ୍ତି ନ ଜାଣି ତାକୁ ନଦେଖି କେବଳ ତାର ରାଶି ଆଧାର ରେ ଆପଣ ମାନେ ସେହି ବ୍ୟକ୍ତି ବିଷୟ ରେ ଅନେକ କିଛି ଅନୁମାନ ଲଗେଇ ପାରିବେ । ସେମିତି ରେ ଆମେ ମାନେ ଆପଣ ମାନଙ୍କୁ ସେହି ଆଧାର ରେ ଆଜି 12 ରାଶି ର ସହିତ ଯୋଡିତ 12 ଟି ଇମୋଜି ଆପଣ ମାନଙ୍କ ପାଇଁ ପ୍ରସ୍ତୁତ କରିଛି ଜାହା ବାଛି କରି ଆପଣ ମାନେ ନିଜର ଲଭ୍ ମ୍ୟରେଜ୍ ଏବଂ ଆରେଞ୍ ମ୍ୟରେଜ୍ ହେବ ନା ନାହିଁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।

ମେଷ
ଆପଣ ନିଜ ଜୀବନ ସହ ଜଡିତ ସବୁ ନିଷ୍ପତି ବୁଝି ସୁଝି ନିଅନ୍ତି । ପ୍ରେମ ବିଷୟରେ କହିବାକୁ ଗଲେ ବିବାହ ପୂର୍ବରୁ ଆପଣଙ୍କୁ ପ୍ରେମ ଉପରେ ଅଧିକ ବିଶ୍ଵାସ ନ ଥାଏ କିନ୍ତୁ ବିବାହ ପରେ ଆପଣଙ୍କୁ ପ୍ରେମ ଉପରେ ବିଶ୍ଵାସ ଆସିଯାଏ । ସେଥିପାଇଁ ଆପଣ ଆରେଞ୍ଜ ମ୍ୟାରେଜ କରନ୍ତି ।

masha

ବୃଷ
ଆପଣ ସ୍ଵଭାବରେ ବହୁତ ଭାବୁକ ହୋଇଥାନ୍ତି । ଅନ୍ୟର ଦୁଖ ସମୟରେ ଆପଣ ତାହାର ସାହାରା ହୋଇଥାନ୍ତି । ପ୍ରେମ ଓ ବିବାହ ଭଳି ନିଷ୍ପତି ଆପଣ ହୃଦୟ ଓ ମସ୍ତିଷ୍କ ଦ୍ଵାରା ନିଅନ୍ତି । ପ୍ରେମ ବିବାହ ମାମଲାରେ ଆପଣ ଭାଗ୍ୟଶାଳୀ ଅଟନ୍ତି । ନିଜର ପ୍ରେମକୁ ହାସଲ କରିବା ହିଁ ଆପଣଙ୍କ ଜୀବନର ମୂଳ ଲକ୍ଷ ହୋଇଥାଏ ।

ମିଥୁନ
ଯଦି ଆପଣ ମିଥୁନ ରାଶିକୁ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ଓ ଭାବୁକ ଅଟନ୍ତି । ପ୍ରେମ ଉପରେ ଆପଣଙ୍କୁ ବହୁତ ବିଶ୍ଵାସ ଅଛି । କିନ୍ତୁ ବିବାହ ପାଇଁ ଘର ଲୋକମାନଙ୍କର ମନ୍ତବ୍ୟ ବି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟେ । ସେଥିପାଇଁ ଆପଣ ଚେଷ୍ଟା କରନ୍ତି କି ଆପଣ ସମସ୍ତଙ୍କ ଇଚ୍ଛା ଅନୁସାରେ ହିଁ ଲଭ ମ୍ୟାରେଜ କରିବେ ।

କର୍କଟ
ଯଦି ଆପଣ ମୀନ ରାଶିକୁ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ମଣିଷ ଅଟନ୍ତି । ପ୍ରେମ ଆପଣଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ସେଥିପାଇଁ ଆପଣ ପ୍ରେମକୁ ବୁଝି ବିଚାରୀ କାମ କରନ୍ତି । ଆପଣ ପ୍ରେମ କରିବାକୁ ଚେଷ୍ଟା କରନ୍ତି । ସେଥି ପାଇଁ ଆପଣଙ୍କର ଲଭ ମ୍ୟାରେଜ ହେବ ।

ସିଂହ
ଏମାନେ ସବୁ ସମୟ ରେ ଦାନ ପରି ପୂର୍ଣ୍ଣ୍ୟ କାମ କରିବା ପାଇଁ ପସନ୍ଦ କରନ୍ତି। ଏହା ସହିତ ଏମାନେ ଶକ୍ତିଶାଳୀ ଏବଂ ଚାଲାଖ୍ ଶ୍ୱଭାବ ର ହୋଇ ଥାନ୍ତି ,ସେହି ପରି ସୋମବାର ଦିନ ଜନ୍ମିତ ହୋଇ ଥିବା ବ୍ୟକ୍ତି ମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାନ୍ତି ଏମାନଙ୍କ ମନ ନିର୍ମଳ ହୋଇ ଥାଏ । ଏମାନେ ଲଭ ମ୍ୟାରେଜ କରନ୍ତି ।singha rashi

କନ୍ୟା
ଏମାନେ ସବୁ ସମୟ ରେ ମିଠା କଥା କହି ସମସ୍ତ ଙ୍କ ମନ କୁ ଜିଣି ନେଇ ଥାନ୍ତି , ଏମାନଙ୍କ ଜିବନ ସୁଖ ମୟ ଏବଂ ଶାନ୍ତି ପୂର୍ଣ୍ଣ ହୋଇ ଥାଏ ଏମାନେ ସାଧାରଣ ଶକ୍ତ ହୋଇ ଥାନ୍ତି ଏମାନେ କେବେ ବି ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ ମିଛ କହୁ ଥିବା ଲୋକ ମାନଙ୍କୁ ଏମାନେ କେବେ ବି ପସନ୍ଦ କରନ୍ତି ନାହିଁ । ଏମାନେ ଆରେଞ ମ୍ୟରେଜ୍ କରନ୍ତି ।
ତୁଳା
ଏମାନେ ଶିକ୍ଷା କ୍ଷେତ୍ର ରେ ବହୁତ ଆଗକୁ ଜାଇ ଥାନ୍ତି , କାରଣ ଏମାନଙ୍କ ଉପରେ ମାତା ଶରସ୍ୱତୀ ଙ୍କ ଆଶ୍ରୀବାଦ ବହୁତ ପରିମାଣ ରେ ରହି ଥାଏ , ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ବହୁତ କୋମଳ ହୋଇ ଥାଏ । ଏମାନେ ଲଭ ମ୍ୟାରେଜ କରନ୍ତି ।

tula

ବିଛା
ବ୍ୟକ୍ତି ମାନେ ସର୍ବଗୁଣ ସଂମ୍ପର୍ଣ୍ଣା ବୋଲି କୁହା ଜାଇ ଥାଏ ଏମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟ ରେ ସଫଳ ହୋଇ ଥାନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶ୍ରୀବାଦ ରହି ଥାଏ ଏମାନେ ଚଞ୍ଚଳ ସ୍ୱଭାବ ର ହୋଇ ଥାନ୍ତି ଏମନେ ମୈଜ୍ ମସ୍ତି କରିବା ପାଇଁ ପସନ୍ଦ କରନ୍ତି । ସେହିଥି ପାଇଁ ଏମାନଙ୍କର ଲଭ ମ୍ୟାରେଜ ହୋଇଥାଏ ।

ଧନୁ

ଏମାନେ ବିଳାସ ମୟ ଜିବନ ଜାପନ କରନ୍ତି , ଏମାନଙ୍କ ଉପରେ ଭଗବାନ ଶନି ଙ୍କ କୃପା ସବୁ ବେଳେ ରହି ଥାଏ ଏମାନେ ଶ୍ୱଭାବ ରେ ରାଗି ହୋଇ ଥିଲେ ମଧ୍ୟ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଏମାନେ ପସନ୍ଦ କରନ୍ତି । ଏମାନେ ଆରେଞ୍ ମ୍ୟରେଜ୍ କରନ୍ତି ।

dhanu

ମକର
ପ୍ରେମ କରିବା କ୍ଷେତ୍ର ରେ ଆପଣ ମାନଙ୍କ ଦୃଷ୍ଟିକୋଣ ଅଲଗା ଅଟେ । ପ୍ରେମ ମାମଲାରେ ଆପଣ ବହୁତ ଲଜ୍ୟା କରନ୍ତି । ଆପଣଙ୍କର ଆରେଞ୍ଜ ମ୍ୟାରେଜ କରିବାର ସମ୍ଭାବନା ଅଧିକ ଥାଏ । ଏମାନେ ଲଭ ମ୍ୟାରେଜ କରନ୍ତି ।

କୁମ୍ଭ
ଆପଣ ବହୁତ ଭାବୁକ ଅଟନ୍ତି , ଆପଣଙ୍କ ଭାବନା କୁ କେବେ ବି କାହା ସାମ୍ନା ରେ ଦେଖାନ୍ତି ନାହିଁ । ଏହି କାରଣ ରୁ ଆପଣଙ୍କର ଲଭ୍ ମ୍ୟରେଜ୍ ହେବ ।

ମୀନ
ଯଦି ଆପଣ ମାନେ ଏହି ରାଶି କୁ ବାଛଛନ୍ତି ତେବେ ଆପଣ ଭଲ ମଣିଷ ଅଟନ୍ତି । ସେହିଥି ପାଇଁ ଆପଣ ବୁଝି ବିଚାରି ପ୍ରେମ କରନ୍ତି । ଆପଣ ଜିବନ ରେ ସବୁ ବେଳେ ପ୍ରେମ କୁ ହିଁ ସର୍ବଚ୍ଛ ରେ ରଖନ୍ତି ସେହିଥି ପାଇଁ ଏମାନେ ଲଭ ମ୍ୟାରେଜ କରନ୍ତି ।

Leave a Reply

Your email address will not be published. Required fields are marked *