ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଭଲଲାଗେ ଏହି ରାଶି ….।

maalaxmii

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କୁ ଭଲ ଲାଗେ ଏହି ଦୁଇ ରାଶି । ଆମେ ଆଜି ଆପଣ ମାନଙ୍କୁ ସେହି ଦୁଇଟି ରାଶି ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇ ଥାନ୍ତି । ଯେଉଁ ମାନଙ୍କ ଭାଗ୍ୟ ଏବଂ ଭବିଷ୍ୟତର ଆରମ୍ଭ ର ଚାବିକାଠୀ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ଖୋଲିବା ପାଇଁ ଯାଉଛି । ତେବେ ସେମିତିରେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା ।

ପ୍ରଥମେ ଆସୁଛି ତୁଳା ରାଶି । ଏମାନଙ୍କ ଗ୍ରହ ଏବଂ ନକ୍ଷେତ୍ର ଅନୁସାରେ ଏହି ରାଶି ର ଲୋକ ମାନଙ୍କର ଦିନ ବହୁତ ଭଲ ରେ କଟିବ । ହେଲେ ଏହି ବର୍ଷ ରେ ଆପଣ ମାନଙ୍କ ସ୍ୱାସ୍ଥ ରେ କିଛି ପରିମାଣ ରେ ଅସୁବିଧା ଆସି ପାରେ । ବହୁତ କାମ ରେ ଏହି ବର୍ଷ ରେ ଆପଣ ମାନଙ୍କୁ ସାବଧାନତା ରଖିବା ଦରକାର । ତେବେ ଆପଣ ମାନେ ଯଦି ମାସର ପ୍ରଥମ ସୋମବାର ରେ ଶିବ ମନ୍ଦିର ଜାଆନ୍ତି । ଏବଂ ଶିବ ଲିଙ୍ଗ ରେ ପଇଡ ପାଣି ଚଢାନ୍ତି । ତେବେ ଆପଣ ମାନଙ୍କ ବର୍ଷଟି ବହୁତ ଭଲ ରହିବ । କିଛି ଲୋକ ମାନେ ଏମିତି ବି ରହିଛନ୍ତି । ଯେଉଁ ମାନେ ନିଜର କେରିଅର କୁ ନେଇ ବହୁତ ଅସୁବିଧା ରେ ପଡିଛନ୍ତି । ତେବେ ସେମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ଏହି ଦିନ ରେ ସେମାନେ ଚାକିରୀ କ୍ଷେତ୍ର ରେ ସୁଫଳ ମିଳିବା ସହିତ ସେମାନେ ବ୍ୟବସାୟ କ୍ଷେତ୍ର ରେ ବି ବହୁତ ଲାଭ ପାଇବେ ।

laxmi

ସେହି ପରି କ୍ଷେତ୍ର ରେ ଦ୍ୱତୀୟ ରେ ରହିଛି କୁମ୍ଭ ରାଶି । ଏହି ରାଶି ର ଲୋକ ମାନଙ୍କ ପାଇଁ ବର୍ଷ ଟି ବହୁତ ଅନୁକୂଳ ରହି ଥିବା ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଆପଣ ମାନଙ୍କ ପାଇଁ ଏହି ବର୍ଷ ଟି ଯେତେ ପରିମାଣ ରେ ଭଲ ରହିଛି ଠିକ୍ ସେତିକି ପରିମାଣ ରେ ଖରାପ ରହିଛି ଆପଣ ମାନେ କିଛି କାର୍ଯ୍ୟ ରେ ସୁଫଳ ମିଳିବା ବେଳେ କିଛି କାର୍ଯ୍ୟ ଅସଫଳ ମିଳିବ । ସେମିତି ରେ ଆପଣ ମାନଙ୍କ ଜିବନର କୈଣସି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ । ଏବଂ ଆପଣ ମାନେ ବୈବାହିକ କ୍ଷେତ୍ର ରେ ବହୁତ ସନ୍ତୁଷ୍ଟ ହେବେ ।

laxmiii

ସେହି ପରି ବେଳେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ ନିଜର ବ୍ୟବସାୟ ରେ ବି ବହୁତ ଲାଳ ପାଇବେ ହେଲେ କିଛି ଏମିତି କାର୍ଯ୍ୟ ରହିଛି । ଯେଉଁ ଥି୍ରେ ଅସଫଳ ଦେଖିବା ପାଇଁ ମିଳିବ । ଏହି ଦୁଇଟି ରାଶି ର ଲୋକ ମାନେ ସବୁ ସମୟରେ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇ ଥାନ୍ତି । ଏବଂ ଏମାନଙ୍କ ଉପରେ ଲକ୍ଷ୍ମୀ ଙ୍କ ସଂମ୍ପର୍ଣ୍ଣ ହାତ ରହି ଥାଏ ସେ ସବୁ ସମୟ ରେ ଏମାନଙ୍କୁ ସଂଙ୍କଟ ରୁ ଉଦ୍ଧାର କରି ଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *