ବିବାହିତ ମହିଳା ମାନେ ନିଜ ସ୍ୱାମୀ ଠାରୁ କଣ ଚାହାନ୍ତି କିନ୍ତୁ ପାଇ ପାରନ୍ତି ନାହିଁ !

swami

ଆଜ୍ଞା ଆମେମାନେ ସମସ୍ତେ ଜାଣିଛେ କି ବିବାହ ବନ୍ଧନ‌ ଏକ ପବିତ୍ର ବନ୍ଧନ ହୋଇଥାଏ। ବିବାହ ସାତ ଜନ୍ମ ପାଇଁ ଆତ୍ମା ସହିତ ଆତ୍ମା ର ଏକ ପବିତ୍ର ମିଳନ ଅଟେ।ତେବେ ଆମ ଜୀବନରେ ଆମେମାନେ ସବୁବେଳେ ଦେଖିବା ପାଇଁ ଚାହିଁଥାଉ କି ଯେତେବେଳେ ଆମେ କୈାଣସି ଝିଅକୁ ବିବାହ କରିବା ପାଇଁ ଯାଉଛେ ତେବେ ତାହାର ଜାତି ଗୋତ୍ର ତଥା ରାଶି ସହିତ ଆମ ରାଶିର କିପରି ମିଳନ ହେଉଛି ତାହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେଇ ଆମେମାନେ ଏହି ବିବାହ କାର୍ଯ୍ୟ ଆରମ୍ଭ କରିବାରେ ଲାଗିଥାଉ।

womans

ଏମିତିରେ ବିବାହ ହେଉଛି କୈାଣସି ଏକ ଖେଳ ଘର ନୁହେଁ। ଏହା ଦ୍ୱାରା ଉଭୟ ପୁଅ ଓ ଝିଅ ତାଙ୍କ ସମ୍ପୂର୍ଣ୍ଣ ପରିବାରର ଭାଗ୍ୟ ନଷ୍ଟ ହୋଇପାରେ।ତେବେ ନିଶ୍ଚିତ ଭାବେ ବିବାହ କରୁଥିବା ପତି ବା ପତ୍ନୀ ଙ୍କ ବିଷୟରେ ଜାଣିନେବା ଆବଶ୍ୟକ ଅଟେ । ଏମିତି ବେଳେ ଯଦି ଆପଣମାନେ ଜ୍ୟୈତିଷ ବିଦ୍ୟା ଉପରେ ବିଶ୍ବାସ କରନ୍ତି ତେବେ ନିଶ୍ଚିତ ଭାବେ ଏହି କଥା ଜାଣିନେବା ଆବଶ୍ୟକ ଅଟେ କି କେଉଁ ରାଶିକୁ ବିବାହ କରିବା ଆଵଶ୍ୟକ ହୋଇଥାଏ।ଆଜି ଆମେ ଆପଣଙ୍କୁ କିଛି ଅଲଗା କଥା ଜଣାଇବୁ ଯାହା ଝିଅ ମାନଙ୍କ ଜୀବନ ସହିତ ଜଡିତ ହୋଇଥାଏ ।

ଝିଅମାନଙ୍କ ମନରେ ଏମିତି ବହୁତ ପ୍ରଶ୍ନ ଉଠିଥାଏ କିନ୍ତୁ ସେମାନେ କାହାକୁ କିଛି କହି ପାରନ୍ତି ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମହିଲାମାନେ ନିଜ ପତି ଠାରୁ ଇଛା କରନ୍ତି କିନ୍ତୁ ସେ ସେଇଟା ପାଇ ପାରନ୍ତି ମାହିଁ।ବାହା ହେଇ ସାରିବା ପରେ ଦୁନିଆର ସବୁ ଝିଅ ଇଛା କରନ୍ତିକି ତାଙ୍କ ସ୍ୱାମୀ ତାଙ୍କୁ ସେତିକି ଭଲ ପାନ୍ତୁ ଯେତିକି ସେମାନେ ନିଜ ସ୍ୱାମୀକୁ ଭଲ ପାଉଛନ୍ତି ।

ଆହୁରି ମଧ୍ୟ ସେ ଚାହାନ୍ତି ତାଙ୍କ ପତି ତାଙ୍କର ବହୁତ ଇଜ୍ଜତ କରନ୍ତୁ। ଆଉ ସେମାନଙ୍କ ସବୁ କଥା ଶୁଣନ୍ତୁ ଆଉ ତାକୁ କାର୍ଯ୍ୟକାରୀ କରନ୍ତୁ। ଯେଉଁ ମହିଳାଙ୍କ ସ୍ୱାମୀ ଚାକିରୀ କରୁଛନ୍ତି ତାଙ୍କ ସ୍ତ୍ରୀ ମାନେ ଇଛା ପ୍ରକାଶ କରନ୍ତି ଯେ ତାଙ୍କର ସବୁ ଦରମା ତାଙ୍କ ହାତରେ ଦେଇ ଦିଅନ୍ତୁ।ଆଉ ସବୁବେଳେ ତାଙ୍କ ସ୍ୱାମୀ ତାଙ୍କ ସୁଖ ଓ ଦୁଃଖର ସାଥି ହୁଅନ୍ତୁ ।

womems

ଆଉ ତାଙ୍କ ସ୍ୱାମୀ ନିଜ ଶାଶୁ ଓ ଶଶୁରଙ୍କୁ ଇଜ୍ଜତ ଓ ସନ୍ନମାନ କରନ୍ତୁ।ଯାହା ମୁଖ୍ୟତଃ ସବୁ ଝିଅ ଇଛା କରନ୍ତି।ଆଉ ଝିଅ ମାନେ ଚାହାନ୍ତି ତାଙ୍କ ବିବାହ ପରେ ଶାରୀରିକ ସମ୍ପର୍କରେ ଯେମିତି କୌଣସି ବାଧା ନଆସୁ।ଆଉ ସେ ମହିଳା ମାନେ ଇଛା କରନ୍ତି ତାଙ୍କ ସ୍ବାମୀ ତାଙ୍କ ସହିତ ରୋମାଣ୍ଟିକ ରୋମାଣ୍ଟିକ କଥା ହୋଇ ସମୟ ଅତିବାହିତ କରନ୍ତୁ।ତାଙ୍କୁ ପାଖରେ ବସି ସେ ଦିନସାରା କଣ କଲା ନ କଲା ସୁଖ ଦୁଃଖ ପଦେ କଥା ହୁଅନ୍ତୁ ।

 

ଏହା ଥିଲା କେତେକ କଥା ଯାହା ବିବାହିତ ସ୍ତ୍ରୀ ମାନେ ନିଜ ସ୍ୱାମୀ ଠାରୁ ପାଇବାକୁ ଇଛା କରନ୍ତି କିନ୍ତୁ ପାଇ ପାରନ୍ତି ନାହିଁ। ତେବେ ଏହା ଥିଲା କିଛି ଜାଣିବା କଥା , ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଲାଇକ କରନ୍ତୁ ାମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *