ଝିଅଙ୍କ ଓଠ ଦେଖି ଜାଣନ୍ତୁ ଝିଅଙ୍କ ବିଷୟରେ ସବୁ କିଛି । ସେମାନଙ୍କ ଗୁପ୍ତ କଥା ।

jhi2

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆଜି ଆମେ ଆପଣଙ୍କ ସାଙ୍ଗରେ ଏହି ସବୁ ବିଷୟରେ କଥା ହେବାକି ଓଠ ତଳେ ଥିବା କଳାଯାଇ ରହିଲେ କେଉଁ ସଙ୍କେତ ମିଳିଥାଏ ପାଖାପାଖି ଝିଅମାନଙ୍କ ଓଠ ମଧ୍ୟରେ ପ୍ରାୟତଃ ବେଶି କଳାଯାଇଥିବାର ଜଣାପଡେ।

 

ଆପଣମାନେ ଦେଖିଥିବେ ସବୁ ବ୍ୟକ୍ତିଙ୍କର ଶରୀରରେ କୌଣସି ନା କୌଣସି ଅଙ୍ଗରେ ତିଳ ଚିହ୍ନ ଦେଖିବାକୁ ମିଳେ ଏହି ତିଳ ଚିହ୍ନ କିଛି ବ୍ୟକ୍ତିଙ୍କୁ ଭଲ ଲାଗିଥାଏ ତ ଆଉ କିଛି ଲୋକମାନଙ୍କୁ ଖରାପ ଲାଗେ ହେଲେ ଆପଣମାନଙ୍କୁ କହିବୁକି ଏହି ତିଳ ଚିହ୍ନ ସେହି ବ୍ୟକ୍ତିର ସବୁ ଲକ୍ଷଣ ବିଷୟରେ ସୂଚାଇଥାଏ ଏବଂ ତିଳ ଚିହ୍ନ ବ୍ୟକ୍ତିର ସବୁ ଲକ୍ଷଣ ବିଷୟରେ ହିଁ ସୂଚାଇ ଥାଏ ଏବଂ ତିଳ ଚିହ୍ନ ବ୍ୟକ୍ତିର ଆସୁଥିବା ସଂଫୁର୍ଣ ସମୟ ବିଷୟରେବି ସୂଚାଇଥାଏ।

girls

ତେବେ ଶରୀରର ସବୁ ଅଙ୍ଗ ମଧ୍ୟରୁ ଓଠରେ କଳାଯାଇ ଚିହ୍ନ ରହିଲେ କଣ ସଙ୍କେତ ମିଳେ ସେହି ବିଷୟରେ ଜାଣିବା ତେବେ ବନ୍ଧୁଗଣ ଓଠରେ କଳାଯାଇ ଚିହ୍ନ ରହିଲେ ଏହା ପ୍ରେମର ସଙ୍କେତ ଦେଇଥାଏ। ଯେଉଁମାନଙ୍କ ଉଠରେ ତିଳ ଚିହ୍ନ ରହିଥାଏ ସେହିମାନଙ୍କର ପ୍ରଥମେ ହିଁ ପ୍ରେମ ହୋଇଥାଏ ମାନେ ଏହି ପରି ଝିଅମାନେ ପ୍ରେମରେ ବହୁତ ମାହୀର ହୋଇଥାନ୍ତି । ଏମାନେ ଯେ କୌଣସି ପୁଅଙ୍କୁ ନିଜ ଆଡ଼କୁ ବି ଆକର୍ଷିତ କରିଦେଇଥାନ୍ତି ଏମାନେ ସବୁବେଳେ ଯାହାକୁବି ଭଲ ପାଆନ୍ତି ସେମାନେ ହୃଦୟରୁ ହିଁ ଭଲ ପାଆନ୍ତି।

ସେମାନେ ନିଜେ ପଛେ ଧୋକା ଖାଇଯାଆନ୍ତି ହେଲେ କାହାକୁ ଧୋକା ଦିଅନ୍ତି ନାହିଁ ଯେଉଁମାନଙ୍କ ତଳ ଓଠରେ ତିଳ ଚିହ୍ନ ରହିଥାଏ ସେମାନଙ୍କ ଲଭ ମ୍ୟାରେଜ ହେବାର ବହୁତ ସମ୍ଭାବନା ଥାଏ। ଠିକ ସେହିପରି ଯେଉଁ ବ୍ୟକ୍ତିର ତଳ ଓଠର ବାମ ପାର୍ଶ୍ୱରେ ତିଳ ଚିହ୍ନ ଦେଖିବାକୁ ମିଳେ ସେମାନଙ୍କର ଲଭ ମ୍ୟାରେଜ ସହିତ ଆରେଞ୍ଜ ମ୍ୟାରେଜ ହେବାର ସମ୍ଭାବନା ଥାଏ।

girl

ତେବେ ବନ୍ଧୁଗଣ ଆପଣମାନେ ଜାଣିପାରିଲେ ଓଠ ର ତଳେ ତିଳ ଚିହ୍ନ ଥିଲେ କଣ ସଙ୍କେତ ଦେଇଥାଏ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *