କୁନା ତ୍ରିପାଠୀ ଙ୍କ ଝିଅ ଓ ପରିବାର । ଆଗରୁ କେବେ ଦେଖି ନଥିବେ ।

kuna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୁନା ତ୍ରୀପାଠୀ ଯେ କି ଜଣେ ଅଭିନେତା ଏକା ଧାରା ରେ , ନିଦ୍ଧେଶକ , ଲେଖକ , ଏବଂ ଉପସ୍ଥାପକ ଭାବେ ପରିଚିତ ଅଟନ୍ତି , ସେହି ପରି ତାଙ୍କୁ ଜଣେ କମେଡିଆନ କହିଲେ ବି କିଛି ଅତ୍ୱିକ୍ତି ହେବ ନାହିଁ ।

ଆମେ ଆଜି ଆପଣ ମାନଙ୍କୁ ଆପଣ ମାନଙ୍କର ର ସେହି ପ୍ରିୟ ଅଭିନେତା କୁନା ତ୍ରୀପାଠୀ ଙ୍କ ଘର ପରିବାର ଏବଂ ସଂମ୍ପତୀ କେତେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ତେବେ ବନ୍ଧୁଗଣ କୁନା ତ୍ରୀପାଠୀ ଙ୍କ ଅସଲ ନାମ ସତ୍ୟବ୍ରତ ତ୍ରୀପାଠୀ ଅସଲ ନାମ ହୋଇ ଥିବା ବେଳେ ସେ କୁନା ତ୍ରୀପାଠୀ ଭାବେ ସାରା ଓଡ଼ିଶା ରେ ପରିଚିତ ଅଟନ୍ତି ,1968 ମସିହା ରେ ସେ କଟକ ଠାରେ ଜନ୍ମ ଲାଭ କରି ଥିଲେ ।

kuna

ବର୍ତମାନ ସମୟ ରେ ବି ସେ ସେହି କଟକ ରେ ରହି ଥାନ୍ତି , କୁନା ତ୍ରୀପାଠୀ ଙ୍କ ବାପା ଙ୍କ ନାମ ପର୍ମାନନ୍ଦ ତ୍ରପାଠୀ , ଏବଂ ସେ ଜଣେ ସରକାରୀ ଚାକିରୀ କରି ଥିଲେ । ତାଙ୍କର ସ୍ତ୍ରୀ ଙ୍କ ନାମ ସଂଙ୍ଗିତା ନନ୍ଦ ତ୍ରୀପାଠୀ , ଏହା ସହିତ କୁନା ତ୍ରୀପାଠୀ ଙ୍କ ଦୁଇଟି ଝିଅ ବି ରହିଛନ୍ତି , କୁନା ତ୍ରୀପାଠୀ ଡ୍ରାମା ଏବଂ ନାଟକ ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ନିଜର କେରିଅର ରେ ସେ 100 ରୁ ଅଧିକ ନାଟକ ରେ କାମ କରିଛନ୍ତି ।

ଏବଂ ପରବର୍ତି ସମୟ ରେ ସେ ଆକାଶ ବାଣୀ ରେ କାମ କରିଲେ , ପ୍ରଥମେ ତାଙ୍କୁ ଚଳଚିତ୍ର ରେ ଖଳନାୟକ ଭାବେ ଅଭିନୟ କରିବା ପାଇଁ ମିଳି ଥିଲା , 1995 ମସିହା ରେ ପ୍ରଥମ ଥର ପାଇଁ DD ଓଡ଼ିଆ ରେ ଏକ ଧାରାବାହୀକ ରେ କାମ କରି ଥିଲେ ଏବଂ ଏହି ଧାରାବାହୀକ ଟି 3 ହଜାର ଏପିସୋର୍ଡ ବିଶିଷ୍ଟ ରହି ଥିଲା ।

kuna t

ସେମିତି ରେ ଆପଣ ମାନେ ଓଟିଭି ରେ ପ୍ରଶାରିତ ହେଉ ଥିବା ନ୍ୟଜ୍ ଫ୍ୟୁଜ୍ ରେ କାମ କରି ଥିବାର ଦେଖି ଥିବେ । ବର୍ତମାନ ସମୟ ରେ ସେ ଗୋଟିଏ ଚଳଚିତ୍ର ରେ କାମ କରିବା ପାଇଁ 3 ରୁ 5 ଲକ୍ଷ ଟଙ୍କା ନିଅନ୍ତି , ସେ ବର୍ତମାନ ସମୟ ରେ କଟକ ରେ ରୁହନ୍ତି ଏବଂ କଟକ ରେ ଗୋଟିଏ ବହୁତ ବଡ ଆଲି୍ସାନ ଘର ରହିଛି ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ କହିଲେ ତାଙ୍କ ପାଖରେ ବର୍ତମାନ ସମୟ ରେ 15 କୋଟି ରୁ ଉର୍ଦ୍ଧ ଟଙ୍କା ର ସଂମ୍ପତୀ ରହିଛି ।

Leave a Reply

Your email address will not be published. Required fields are marked *