କମିଲା ସୋରିଷ ତେଲ ଦର , କେତେ କମିଲା ସୋରିଷ ତେଲର ଦର।

Oil

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ବଡ଼ ଖବର ତଥା ଅତ୍ୟନ୍ତ ଖୁସିର ଖବର ନେଇକି ଆସିଛୁ। ଆଜି ଆମେ ଜାଣିବା କିପରି ସୋରିଷ ତେଲର ଦର ବଜାର ମାନଙ୍କରେ କମି ଯାଇଛି। ଆଗରୁ ଯେପରି ଆମେ ଦେଖୁଥିଲେ କି ତେଲ ଦର କିପରି ଏତେ ମାତ୍ରାରେ ବଢିଚାଲିଥିଲା ଆଉ ଜଣେ ସାଧାରଣ ଲୋକ ବି ବଜାରରୁ ଗୋଟେ ଲିଟର ତେଲ ଆଣିଲେ ତାକୁ କେତେ ଅଧିକ ଟଙ୍କା ଖର୍ଚ କରିବାକୁ ପଡୁଥିଲା। ମାତ୍ର ଏବେ ସରକାର ଏହା ଆଶ୍ୱସ୍ତି ଦେଇଛନ୍ତି କି ଆନ୍ତର୍ଜାତୀୟ ବଜାର ମାନଙ୍କରେ ତେଲ ଦର କମିବାରେ ଲାଗିଛି ତେଣୁ ଏହାର ପ୍ରଭାବ ଭାରତରେ ବି ପଡିପାରେ। ଏହା ଭାରତରେ ତେଲ ଦର କମ କରିବାରେ ମୁଖ୍ୟ ଭୂମିକା ନିର୍ଭର କରିପାରେ।

oil

ଏହା ଆମ ପାଇଁ ବଡ଼ ଖୁସି ଖବର ଅଟେ ମାତ୍ର ତଥାପି ଦେଶରେ ତେଲର ଦର ସ୍ୱାଭାବିକ ହେବା ପାଇଁ ଆହୁରି ସମୟ ଲାଗିପାରେ। ପ୍ରାୟ ଡିସେମ୍ବର ମାସ ଯାଏ ଆମକୁ ସ୍ୱାଭାବିକ ଦର ପାଇ ଅପେକ୍ଷା କରିବାକୁ ହେବ। ଦେଶରେ ସରକାର ଏହା ଆଶ୍ୱସ୍ତି ତ ଦେଇ ଦେଲେ କି ତେଲ ମାନଙ୍କର ଦର କମ ହେଇଯିବ ତଥାପି ଏହା ଅଧିକ ରହିଛି। ମାତ୍ର ଖୁସିର ଖବର ଏଇଆ କି ଦେଶର କିଛି ସ୍ଥାନ ମାନଙ୍କରେ ତେଲ ଦର ୧୦ ରୁ ୧୫ ଟଙ୍କା ଯାଏ ହ୍ରାସ ପାଇଛି। ଏହା ଆଗକୁ ଆହୁରି ଅଧିକ ହେଇ ପାରେ ବୋଲି ଖବର ଆସୁଛି।

ସରକାର ଙ୍କ ହିସାବରେ ଆନ୍ତର୍ଜାତୀୟ ବଜାରରେ ସୋୟା ତଥା ପାମୋଲେନ ତେଲର ମଞ୍ଜି ମାନଙ୍କର ଦର ଅଧିକ ହେଇ ଯାଇଛି ଯାହା ଫଳରେ ତାହାର ପ୍ରଭାବ ଆମ ଦେଶର ବଜାର ଉପରେ ପଡୁଛି। ଆମ ଦେଶକୁ ତେଲ ଇଣ୍ଡୋନେସିଆ, ମ୍ୟାଲେସିଆ, ବାରଲୀ, ଆମେରିକା ତଥା କ୍ୟୁବା ଆଦି ଦେଶ ମାନଙ୍କରୁ ଆମଦାନୀ ହେଇଥାଏ। ଦେଶ ଭିତରେ ପ୍ରାୟ ୪୦% ତେଲ ତିଆରି ହେଇଥାଏ ଆଉ ବାକି ୬୦% ତେଲ ବାହାରୁ ଆମଦାନୀ ହେଇଥାଏ। ତେଣୁ ଏହାର ପ୍ରଭାବ ଆମ ଦେଶ ଉପରେ ବି ପଡୁଛି। ତେଲ ଦର ବଢିବାର ଏହା ହି ମୁଖ୍ୟ କାରଣ ଅଟେ।

Mustard oil

ଦେଶର ବୈଦେଶିକ ବ୍ୟାପାର ସଚିବ ସୁଦ୍ଧେସାନ ପାଣ୍ଡେ ଙ୍କ ଅନୁସାରେ ଏହି ବୈଦେଶିକ ଆମଦାନୀ ହିଁ ଦେଶରେ ତେଲ ଦର ବଢିବାର ମୁଖ୍ୟ କାରଣ ଅଟେ। ତେବେ ଏଯାଏ ଦେଖା ଯାଉଛି କି ଦେଶର ଅନେକ ବଜାର ମାନଙ୍କର ସୋରିଷ ତେଲ ଦର ପ୍ରାୟ ୧୦ ରୁ ୧୫ ଟଙ୍କା କମ ହେଇ ଯାଇଛି। ଏଯାଏ ଦେଶରେ ତେଲ ଦର ୧୪୫-୧୫୦ ଟଙ୍କା ଅଛି ଆଉ ତାହା ଆଗକୁ ଆହୁରି କମ ହେଇ ଯାଇପାରେ ବୋଲି ସଚିବଙ୍କର କହିବା କଥା ଅଟେ ।

ତାଙ୍କ ଅନୁସାରେ ଚୀନ ଠାରୁ ଆବଶ୍ୟକତା ଠାରୁ ଅଧିକ ଆମଦାନୀ କରିବାକୁ ପଡୁଛି ଯାହା କି ଆମ ଦେଶରେ ଚାହିଦା ବଢିବାର ମୁଖ୍ୟ କାରଣ ଅଟେ। ଏହା ହିଁ କାରଣ କି ଆମେ ଦେଶରେ ଅଧିକ ଦାମ ଦେଇ ତେଲ କିଣୁଛୁ ଆଉ ଏହାର ଦର ଅଧିକ ହେଇ ଯାଉଛି। ମାତ୍ର ଆଗକୁ ଏହି ସମସ୍ୟା ଠିକ ହେଇଯାଇପାରେ।

Leave a Reply

Your email address will not be published. Required fields are marked *