Jyotisa Shastra – ଆଗାମୀ ୪୮ ଘଣ୍ଟା ମଧ୍ୟରେ ଶନି ଦେବ ଙ୍କ କୃପାରୁ ଏହି ରାଶିର ଲାଗିବ ଲଟେରୀ

ବନ୍ଧୁଗଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ କିପରି ଭାବରେ ସନିଦେବ ଙ୍କୁ ଲୋକେ ମାନିଥାନ୍ତି ଏବଂ ଅନେକ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି। ପ୍ରାୟତଃ ଶନିବାର ଦିନ ଶନିଙ୍କର ପୂଜାର୍ଚ୍ଚନା କରା ଯାଇଥାଏ। ତେଣୁ ବହୁତ୍ ଜଣ ସନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁ ଯତ୍ନର ସହିତ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି। କାରଣ ଯଦି ଶନିଦେବ ପ୍ରସନ୍ନ ରହିବେ ତେବେ ଆପଣ କୁ କେବେବି ଧନ ର ଅଭାବ ରହିବ ନାହିଁ ଏବଂ ଏହା ସହିତ ଶନି ପ୍ରସନ୍ନ ରହିଲେ ଆପଣଙ୍କ ସମସ୍ତ କାର୍ଯ୍ୟ ବହୁ ସହଜରେ ଓ ସରଳ ରେ ହୋଇ ଯାଇଥାଏ। ତେଣୁ କୁହାଯାଏ ଶନିଦେବ ଙ୍କ କୃପା ଯଦି ଜଣଙ୍କ ଉପରେ ରୁହେ ତେବେ ତାଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିଯାଏ।

କେବଳ ଏତିକି ନୁହେଁ ଏହାଛଡା ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ। କାରଣ ଶନି ଦେବ ସମସ୍ତଙ୍କୁ ତାଙ୍କ କର୍ମର ଉଚିତ୍ ଫଳ ଦେଇଥାନ୍ତି। ତେଣୁ ତାଙ୍କର ଶାନ୍ତି ରହିବା ପ୍ରସନ୍ନ ରହିବା ନିହାତି ଆବଶ୍ୟକ ଅଟେ।ଜ୍ୟୋତିଷ ଶାସ୍ତ୍ର ରେ ଏହାର ବର୍ଣ୍ଣନା ମଧ୍ୟ ବିଶେଷ ଭାବରେ ରହିଛି। ତେଣୁ ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କୁ ମାନୁ ଥିବେ ତେବେ ଆପଣ ମାନଙ୍କ ପାଇଁ ଆଜିର ଏହି ଲେଖାଟି ବେଶ୍ ଉପାଦେୟ ରହିବ।

କାରଣ ଆମେ ଆଜି ଆପଣଙ୍କର ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ।ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି।ଏହି ଅନୁସାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ଜାଣନ୍ତୁ କେଉଁ କେଉଁ ରାଶି?

୧) ସିଂହ- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ। ଧନ ଆଗମନର ସୂଚନା ରହିଛି। ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ।

୨) ମେଷ- ଆପଣଙ୍କର ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।କର୍ମକ୍ଷେତ୍ରର କୌଣସି ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତ ହେବେ। ଜମିଜମା ବିବାଦ ଜଟିଳ ହେବ ଓ ସଫଳତା ହାସଲ କରିବେ। ସମସ୍ତ ବାଧା ବିଘ୍ନ ଦୂର ହେବ।

୩) କନ୍ୟା- ଧନବର୍ଷା ହେବାକୁ ଯାଉଛି।ସଂଗଠନ, ରାଜନୀତି, ଅଧ୍ୟୟନ ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ।

୪) ମକର- ଆପଣ କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ପାଇବେ। ଆଗାମୀ ଭବିଷ୍ୟତ ଯୋଜନା ସଫଳ ହେବ। ଦୂର ଯାତ୍ରା ଯୋଗ ରହିଛି। ଅନେକ ଖୁସି ଆଗାମୀ ଦିନରେ ଆପଣ ପାଇବାକୁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *