3 ଜୁନ ରୁ 7 ଜୁଲାଇ – ଏହି ରାଶି ଉପରେ ହେବ ଟଙ୍କାର ବର୍ଷା ।

rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଜାଉଛୁ ଗ୍ରହ ର ରାଜକୁମାର ସ୍ଥାନ ପ୍ରାପ୍ତ କରୁ ଥିବା ବୁଧ ଗ୍ରହ ର ରାଶି ପରିବର୍ତନ ହେବାକୁ ଜାଉଛି । ଏହି ଗ୍ରହ 3 ଜୁନ୍ 2021 କୁ ମେଷ ରାଶି ରୁ ବାହାରି କରି ବୁଷ ରାଶି ରେ ରହିବେ ଏବଂ ବକ୍ର ଅବସ୍ଥା ରେ ଗତି କରିବେ ,ତେବେ ଏହି ବୁଧ ଗ୍ରହ ର ଚଳନ କୁମ୍ଭ ରାଶି ର ଲୋକ ମାନଙ୍କ ପାଇଁ କେମିତି ରହିବ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।kumbha

ବନ୍ଧୁଗଣ 2021 ମସିହା କୁମ୍ଭ ରାଶି ର ଲୋକ ମାନଙ୍କ ପାଇଁ ରହିବ ବହୁତ ଖାସ୍ , ଏହି ବର୍ଷ ରେ ଆପଣ ମାନଙ୍କ ଶତୃ ବଢି ପାରନ୍ତି ସେଥି ପାଇଁ ଆପଣ ମାନଙ୍କୁ ଭାବି ଚିନ୍ତି କାର୍ଯ୍ୟ ସଂମ୍ଫାଦନ କରିବା ପାଇଁ ପଡିବ , ଯଦି ଆପଣ ମାନେ ବ୍ୟପାର କରୁଥାନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ନିଜର ବ୍ୟପାର ବଢେଇ ପାରିବେ । ଏହି ବ୍ୟପାର ସଂଯୋଗ ର ଆପଣ ମାନେ ବିଦେଶ ଯାତ୍ରା କରି ପାରନ୍ତି, ଯଦି ଆପଣ ମାନେ ପିତୃ ସଂମ୍ପତୀ ରେ କାର୍ଯ୍ୟ ରତ ତେବେ ଆପଣ ମାନେ ବଡ ମାନଙ୍କ କଥା କୁ ମାନି ଚଳିବା ପାଇଁ ଚେଷ୍ଟା କରନ୍ତୁ ,

ଏହି ଦିନ ରେ ଶନି କର୍ମ କ୍ଷେତ୍ର ରୁ କିଛି ସମୟ ପାଇଁ ବାହାରି ଜାଉ ଥିବାରୁ ନିଚ ଭଙ୍ଗ ର ରାଜଯୋଗ ସୃଷ୍ଟି ହେଉଛି ୟାହା ଆପଣ ମାନଙ୍କୁ ବହୁତ ଫଳ ପ୍ରଦାନ କରିବ ଏବଂ ଆପଣ ମାନଙ୍କ ଅଟକି ରହି ଥିବା ଧନ ପ୍ରାପ୍ତି ହେବ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅସେଷ କୃପା ରହି ଥିବାର ଦେଖିବା ପାଇଁ ମିଳିବ । ଏହି ଦିନ ରେ ଆପଣ ମାନଙ୍କ ଉପରୁ ସବୁ କରଜ ଭାର ଦୂର ହେବାକୁ ଯାଉଛି,ପାରିବାରିକ ତରଫ ରୁ ଆପଣ ମାନଙ୍କୁ ବହୁତ ବଡ ଖୁସୀ ଖବର ଦେଖିବା ପାଇଁ ମିଳିବ ,kumbh

ତେବେ ବୁଧ ଗ୍ରହ ର ରାଶି ପରିବର୍ତନ କାରଣ ରୁ ଏହି ଜୁନ୍ 3 ତାରିଖ ଠାରୁ ଏମିତି କିଛି ପରିବର୍ତନ ହେବାକୁ ଯାଉଛି , ଏହି ଦିନ ରେ କୋର୍ଟ କଚେରୀ ମାମଲା ରେ ଆପଣ ମାନଙ୍କୁ ସଫଳତା ହାସଲ ହେବ, ଆପଣ ମାନେ ଏହି ଦିନ ରେ ନିଜର ପରିଶ୍ରମ ରୁ ହିଁ କିଛି ନୂଆ କରି ଦେଖେଇ ବେ, ଏହି ଦିନ ରେ ବେରୋଜଗାର ଯୁବକ ମାନଙ୍କୁ ଚାକିରୀ ର ମୈକା ମିଳିବା ପାଇଁ ଯାଉଛି ,ନୂଆ କାର୍ଯ୍ୟ ରେ ଆସୁ ଥିବା ବିଘ୍ନ ଆପଣ ମାନଙ୍କ ଉପରୁ ଏହି ଦିନ ରେ ଉଠି ଯିବ ।

ସେହି ପରି ଆପଣ ମାନେ ଏହି ଦିନ ରେ କିଛି ପରିମାଣ ରେ ସାମାଜିକ କାର୍ଯ୍ୟ ରେ ରୁଚି ରଖିବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *