ଓଡିଆ ସିଙ୍ଗର ତପୁ ମିଶ୍ର ଙ୍କ ପରିବାର ଏବଂ ସଂମ୍ପତୀ ବିଷୟ ରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ଯିଏ ନିଜର କଣ୍ଠ ପାଇଁ ଦିନୁଆଁ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି । ତପୁ ମିଶ୍ର ନିଜର ସୁମଧୁର କଣ୍ଠ ରେ ଅନେକ ଗୀତ ଗାଇଥିବା ବେଳେ ତପୁ ମିଶ୍ର ଅନେକ ସୁମଧୁର କଣ୍ଠ ରେ ଫିଲ୍ମ , ଆଲବମ୍ ଏବଂ ଭଜନ ଆଦି ଗାଇଛନ୍ତି। ଜାହା ପାଇଁ ଆଜି ସାରା ଓଡିଶା ରେ ପରିଚିତ ମଧ୍ୟ ହୋଇଛନ୍ତି ।

tapu

ଆମେ ଆଜି ଆପଣ ମାନଙ୍କୁ ତପୁ ମିଶ୍ର ଙ୍କ ବିଷୟ ରେ ତଥା ତାଙ୍କର ପରିବାର ବିଷୟ ଏବଂ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ ଏଠାରେ ଆଲୋଚନା କରିବା ପାଇଁ ଆସିଛୁ । ତେବେ ତପୁ ମିଶ୍ର ଗତ କାଲି ରାତି ପ୍ରାୟ 11 ଟା ସମୟ ରେ କୋରନା ରେ ସଂଙ୍କ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଯିଏ କି ତାଙ୍କର ପ୍ରଥମ ଡେଭ୍ୟୁ ଫିଲ୍ମ କୂଳ ନନ୍ଦନ ରୁ ନିଜର ସଂଙ୍ଗୀତ ର ପ୍ରଥମ ଝଲ୍ଲକ ଦେଇଥିଲେ । ଏବଂ ଏହି ଫିଲ୍ମ ରେ ସେ ଗୀତ ଗାଈ ବହୁତ ନାମ ଅର୍ଜନ କରିଥିଲେ ।

ସେ 2018 ରେ ଦ୍ୱୀପକ୍ ପୂଜାରିଆ ଙ୍କ ସହିତ ପ୍ରେମ ବିବାହ କରିଥିଲେ । ଦ୍ୱୀପକ୍ ପୂଜାରିଆ ଅଭିନେତା ଅଟନ୍ତି । ଗୋଟିଏ ବର୍ଷ ପ୍ରେମ ସଂମ୍ପର୍କ ରେ ରହି ସେମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତପୁମିଶ୍ର ଙ୍କ ପରିବାର କହିଲେ ଦୁଇଟି ଭଉଣୀ ଅଟନ୍ତି । ଏବଂ ତାଙ୍କର ବାପା ମାଙ୍କ ନାମ ହେଲା କ୍ଷେତ୍ର ମୋହନ ମିଶ୍ର ଓ ମାଙ୍କ ନାଁ ହେଉଛି ଚାରୁଲତା ମିଶ୍ର ଅଟେ ।

tapu mishra

ତପୁମିଶ୍ର ଙ୍କ ଜନ୍ମ 11 ଜାନୁଆରୀ କଟକ ଠାରେ ହୋଇଥିଲା । ସେ ପିଲା ବେଳ ରୁ ହିଁ ଗୀତ ଗାଇବାର ବହୁତ ସୈକିନ୍ ରହିଥିଲେ । ସେ ଆଜିର ଦିନ ରେ ନିଜର କଣ୍ଠ ଶ୍ୱର ରେ ଲୋକ ମାନଙ୍କ ମନକୁ ମୋହିତ କରିଥିବାର ଦେଖିବା ପାଇଁ ମିଳିଥିଲେ । ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ସେ କେବଳ ସଂଙ୍ଗୀତ ଗାଈ ହିଁ ନିଜର ପୋଷଣ କରୁଥିଲେ ଗୋଟିଏ ଗୀତ ଗାଇବା ପାଇଁ ସେ 1 ଲକ୍ଷ୍ୟ ଟଙ୍କା ଚାର୍ଜ କରୁଥିଲେ । ହେଲେ ବିଗତ 4 ଦିନ ତଳେ ତାଙ୍କର କୋରନା ରେ ମୃତ୍ୟୁ ହୋଇଛି । ଆପଣ ମାନେ ତାଙ୍କର ଗୀତ କୁ କେତେ ପରିମାଣ ରେ ପସନ୍ଦ କରୁଥିଲେ ନିଶ୍ଚିତ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *